ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଗୁଡିକ ଭିତରେ ଅସୀମା ପଣ୍ଡା ଙ୍କର ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେଉଛି | ତେବେ ଆପଣ ମାନେ ଅନେକ ସମୟରେ ଦେଖିଥିବେ ସୋସିଆଲ ମିଡ଼ିଆରେ ଅଲିଉଡ ର ଜଣେ ବେଶ ସୁନାମ ଧନ୍ୟା କଣ୍ଠଶିଳ୍ପୀ ଙ୍କର ଭାଇରାଲ ହେଉଥିବା ଭିଡିଓ ଗୁଡିକ | ଆଉ ଯେଉଁଠି କୁହାଯାଏ କି ଅସୀମା ପଣ୍ଡାଙ୍କର ପ୍ରାୟ ଭିଡିଓ ଗୁଡିକରେ ଅସୀମା ଙ୍କ ସଙ୍ଗ ପୋରଫୋମେନ୍ସ କୁ ଦେଖିବାକୁ ମିଳିଥାଏ ଓ ଅସୀମା ତାଙ୍କର ସ୍ବରର ଯାଦୁ ରେ ସମସ୍ତଙ୍କ ର ମନକୁ ମଧ୍ୟ ବେଶ ଆକୃଷ୍ଟ କରିଥାନ୍ତି | ତେବେ ବର୍ତ୍ତମାନ ଅସୀମା ପଣ୍ଡା ଙ୍କର ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁଥିରେ ଅସୀମା ପଣ୍ଡା ପୋଲିସ କର୍ମଚାରୀ ମାନଙ୍କ ସହିତ ନଜର ଆସିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆଉ ଯାହା କୁହାଯାଉଛି କି ଅସୀମା ପଣ୍ଡା ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ନିଜର ସଂଗୀତ ର କମାଲ ଦେଖାଇ ଖାଲି ଓଡିଶା ରେ ନୁହଁ ସାରା ଭାରତରେ ନିଜର ସଂଗୀତ ର ଯାଦୁ ରେ ମୋତୁଆଲା କରିବାକୁ ଲାଗୁଛନ୍ତି ଦର୍ଶକ ମାନଙ୍କୁ | ଆଉ ତାଙ୍କର କଣ୍ଠ ର ଯାଦୁ ଯିଏ ଥରେ ଶୁଣିଛି ଦିୱାନୀ ହେଇଯିବା କଥା ଆମେ ଜାଣିଛୁ | ଆଉ ତାହା ସହିତ ଅସୀମା ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ ବହୁତ ସାରା ଗୀତ ଗାଇ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛନ୍ତି |
ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଦେଖିବାକୁ ମିଳିଛି ସେଥିରେ ଅସୀମା କୌଣସି ସ୍ଥାନକୁ ଯାଇଥିଲେ ତାଙ୍କର ପୋରଫୋମେନ୍ସ ପାଇଁ | ଆଉ ସେଠାରେ ଦେଖୁବାକୁ ମିଳିଛି କି କମିସନର ପୋଲିସ ଠାରୁ ଆରମ୍ଭ କରି ସମସ୍ତ ପୋଲିସ କର୍ମଚାରୀ ମାନେ ଅସୀମା ଙ୍କର ପ୍ରସଂଶା କରିବାକୁ ଲାଗିଥିଲେ | ଆଉ ତାହା ସହିତ ଅସୀମା ଙ୍କ ସହିତ ମିଶିକି ଫୋଟ ମଧ୍ୟ ଉଠାଉଥିବାର ଭିଡିଓ ମାନ ଭାଇରାଲ ହେବାରେ ଲାଗିଛି | ଆଉ ଅସୀମା ମଧ୍ୟ ସେମାନଙ୍କୁ ସଂମ୍ମାନ ଦେବା ସହିତ ତାଙ୍କର ଏହିଭଳି ପ୍ରସଂଶାରେ ଖୁସି ହେବାକୁ ଲାଗିଛନ୍ତି |
ତେବେ ଉପସ୍ଥିତ ସ୍ଥଳରେ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା, ଆଉ ତାହା ସହିତ ପୋଲିସ କର୍ମଚାରୀ ମାନେ ମଧ୍ୟ ଅସୀମା ଙ୍କ ସହିତ ଦେଖା ହୋଇ କଥା ହେବାକୁ ଲାଗିଥିଲେ | ଆଉ ତାଙ୍କର ଗୀତ ର ବହୁତ ସାରା ତାରିଫ କରିଥିଲେ ମଧ୍ୟ ଆଉ ଶେଷରେ ମିଶିକି ସମସ୍ତେ ଅସୀମା ଙ୍କ ସହିତ ଫୋଟ ମଧ୍ୟ ନେଇଥିଲେ | ଆଉ ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।