ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ କିଛି ନାଁ କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଭିଡିଓ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟି ଦେଖିବାକୁ ମିଳିଛି ଆଉ ଯେଉଁଠି ପିଲା ଟି ବହି ଆଉ ଖାତା ଆଣିନି ଆଉ ପାଠ କରିନି ବୋଲି ଶିକ୍ଷକ ଜଣକ ପିଲାଟିକୁ ମାଡ଼ ଦେବାକୁ ବାହାରିଥିବା ବେଳେ ପିଲା ଟି ତାହାର ବାପା ଙ୍କ ମଦ ପିଇବା କାରଣ ରୁ ଆଣି ପାରୁନି ବୋଲି କହିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ରୋହତାଶ ର ତ୍ରିନାଥ ପ୍ରୋଖଣ୍ଡ ରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ଯାହା ଆପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଦେବ ବୋଲି କୁହାଯାଉଛି | ଆଉ ଯେଉଁଠି ସ୍କୁଲ ରେ ପାଠ ପଡିବା ସହିତ ଶିକ୍ଷକ ଜଣଙ୍କ ପିଲା ମାନଙ୍କୁ ପାଠ କରିକି ଆଣିବା ପାଇଁ ଖାତା ଆଣିବା ପାଇଁ କହିଥିଲେ | ଆଉ ପିଲା ମାନେ ସମସ୍ତେ କରି ଆଣିଥିବା ବେଳେ ପିଲାଟି ଆଣି ନ ଥିବାରୁ ପିଲାଟି ତାହାର କାରଣ ଦର୍ଶାଇବାକୁ ଲାଗିଥିଲା |
ଆଉ ଯେଉଁଠି ପିଲାଟି କହିଛି କି ଖାତା ବହି ନ ଆଣିବାର କାରଣ ତାହାର ବାପା ବୋଲି କହିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ବାପା ଜଣଙ୍କ ଟଙ୍କାର ଯାହା ରୋଜକାର କରୁଛନ୍ତି ସବୁ ତାଙ୍କର ମଦ ଖାଇ ଉଡାଇବାରେ ଲାଗିଛନ୍ତି | ଆଉ ଯାହା କୁହାଯାଉଛି କି ପିଲାଟି ଖାତା ପାଇଁ କହିବାରୁ ତାର ବାପା ଙ୍କ ପାଖରେ ଟଙ୍କା ନାହିଁ ଆଉ ସବୁ ଟଙ୍କା ତାହାର ବାପା ମଦ ରେ ଖର୍ଚ୍ଚ କରିବା କଥା ପିଲାଟି କାନ୍ଦି କାନ୍ଦୀ ଶିକ୍ଷକ ଙ୍କ ସାମ୍ନା ରେ କହୁଛି | ଆଉ ଯେଉଁଥିପାଇଁ ସେ 5 ଦିନ ହେବ କିଛି ପାଠ କରିକି ଆସିନି ବୋଲି ମଧ୍ୟ ପ୍ରକାଶ କରିକି କହିଛି |
ତେବେ ପିଲା ଟି ଏଭଳି କଥା କହିବା ସମୟରେ ପିଲାଟିର ବାପା ମଧ୍ୟ ସେଠାରେ ଛିଡା ହୋଇଛନ୍ତି ଆଉ ପିଲାଟିର କଥା କୁ ଶୁଣୁଥିଲେ | ଆଉ ଯେତେବେଳେ ଶିକ୍ଷକ ଜଣଙ୍କ ପିଲାଟିର ବାପା ଙ୍କୁ ଏହି କଥା ପଚାରୁଛନ୍ତି ସେତେବେଳେ ସେ ମନା କରିବା କଥା କୁହାଯାଉଛି | ତେବେ ଏହା ମଦ ପିଉଥିବା ସମସ୍ତଙ୍କ ପାଇଁ ଗୋଟିଏ ଶିକ୍ଷା ଅଟେ ବୋଲି କୁହାଯାଉଛି, ଆଉ ଯେଉଁଥିପାଇଁ ଆଜି ମଦ ପିଲାଟିର ଭବିଷ୍ୟତ କୁ ଖରାପ କରିବାରେ ଲାଗିଛି ଆଉ ଯାହାର କାରଣ ପିଲାଟିର ବାପା ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।