ଏହି ଛୋଟ ଝିଅର ପ୍ରଥମ ଭିଡିଓ ଭାଇରାଲ ହେବାରୁ ପୁଣି Part -2 ଭିଡିଓ ମୋବାଇଲ ରୁ ମୋବାଇଲ କୁ ନିଆଁ ପରି ଭାଇରାଲ ହେବାରେ ଲାଗିଛ…

ଆଜିର ଦିନରେ ସୋସିଆଲ ମିଡ଼ିଆ ସମଂସ୍ତକ ପାଇଁ ଖୁବ୍ ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି କେଉଁଠି କେତେବେଳେ କେଉଁ ଘଟଣା ଘଟି ଚାଲିଛି ତାହା କେବଳ କିଛି ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିବା ସମ୍ଭବ ହୋଇ ପାରୁଛି।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି। କେତେବେଳେ ଏହି ସବୁ ଜିନିଷକୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେବେଳେ ଏହି ଲୋକ ମାନେ ଜାଣିଶୁଣି ଖରାପ୍ ରେ ନେଉଛନ୍ତି। ଆଉ କେତେବେଳେ ଏହି ଭାଇରାଲ ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଛି।ଆଉ ଏହାର ଭିତରେ ସୋସିଆଲ ମିଡ଼ିଆରେ ଛୋଟ ପିଲା ମାନଙ୍କୁ ନେଇ ବହୁତ୍ ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ନିଶ୍ଚିତ ଭାବେ ଦେଖିବାକୁ ପାଉଥିବେ। ଆଉ ନିକଟରେ ଏମିତି ଏକ ଛୋଟ ଛୁଆର ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ମନକୁ ଛୁଇଁ ଯାଇଛି। ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଏ ମୋବାଇଲରୁ ସେ ମୋବାଇଲକୁ ଘୂରି ବୁଲୁଛି। ଯାହା ଦର୍ଶକ ମାନଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି।

ତେବେ ଆପଣ ମାନେ ଜାଣିଥିବେ କି ଛୋଟ ପିଲାଙ୍କ ଭିତରେ ରହିଛି ଏକ ସୁନ୍ଦର୍ ଓ କୋମଳ ଦୃହୟ। ଆଉ ସେମାନେ ତାଙ୍କ କୁନି କୁନି ଓଠରେ ଯେଉଁ ଖନେଇ ଖନେଇ କଥା କହି ଦିଅନ୍ତି ତାହା ସମସ୍ତଂକ ହୃଦୟକୁ ବେଶ୍ ଛୁଇଁ ଯାଏ। ସେମିତି ଏକ ଛୋଟ ଝିଅ ତା କୁନି କୁନି ଓଠରେ ଏମିତି କିଛି କହି ଦେଇଛି ଯାହା ଆଜି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ତେବେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି କି ଏକ ଛୋଟ ଝିଅଟି ପାଠ ପଢିବା ସମୟରେ ତା ମାଆକୁ ମୁତ ଲାଗିଲାଣି ବୋଲି କହୁଛି। କିନ୍ତୁ ସେହି କୁନି ଝିଅଟିର ମାଆ ତାକୁ ମୁତି ଯିବା ପାଇଁ ମନା କରୁଛନ୍ତି। କିନ୍ତୁ ସେହି ଛୋଟ ଝିଅଟି ତାର ମାଆଙ୍କ କଥା ଶୁଣୁ ନାହିଁ କହୁଛି କି ହଁ ଜୋର ମୁତ ଲାଗିଲାଣି ମୁଁ ଟିକେ ମୁତିକି ଆସେ ବୋଲି କହୁଛି। ଛୋଟ ଝିଅର ମାଆ କହୁଛନ୍ତି କି ଘଣ୍ଟାଏ ବସ ଘଣ୍ଟାଏ ହୋଇ ସାରିଲେ ଯୁଆଡେ ଯିବା ପାଇଁ କହୁଛନ୍ତି। କିନ୍ତୁ ଛୋଟ ଝିଅଟି ମୁତି ଯିବା ପାଇଁ ତାର ମାଆଙ୍କୁ ବାରମ୍ବାର କହି ଚାଲିଛି। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଛୋଟ ଝିଅଟିର କଥା ଶୁଣି ଲୋକେ ଖୁବ୍ ଏଞ୍ଜୟ୍ କରିବା ସହ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment