ହଁ ଦର୍ଶକ ବନ୍ଧୁ ଓଡ଼ିଆ ଚଳଚ୍ଚିତ୍ର ହେଉ କିମ୍ବା ଆଲବମ ଓଡିଶାରେ ଥିବା ବିଭିନ୍ନ କଳାକାର ମାନେ ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ଓ ମନର ଭାବକୁ ନେଇ ସେମାନେ ବହୁତ ସମୟରେ ସଫଳ ମଧ୍ୟ ହେଇଥାନ୍ତି |ଠିକ ସେହିପରି ଭାବିରେ ଦର୍ଶକ ମାନଙ୍କ ଭିତରେ ଉତ୍ସାହ ଆଣିବା ପାଇଁ ଆଜିର ଯୁବ ପିଢ଼ି ମାନେ ମଧ୍ୟ ବହୁତ ଚେଷ୍ଟା କରିଥାନ୍ତି | ହେଲେ ଏବେ ଏବେ ଗୋଟିଏ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ କହିବେ ଏମାନେ ଆଗରୁ ବହୁତ ଗୁଡିଏ ଆଲବମ ଗୀତ ରେ ଡ୍ୟାନ୍ସ କରିସାରିଛନ୍ତି | ହେଲେ ଏହା ହେଉଛି ଏ ଦୁହିଁଙ୍କ ପ୍ରଥମ ଆଲବମ ଡ୍ୟାନ୍ସ ଯାହା ଏବେ ବହୁତ ଚର୍ଚ୍ଚା ରେ ରହିଛି, ଆଉ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ତାହାଲେ ଆସନ୍ତୁ ଆଜି ଆମେ ଜାଣିବା ଏହି ଦୁଇ ଯୋଡି ଙ୍କ ଏହି ସୁନ୍ଦର ଆଲବମ ପାଇଁ ସେମାନେ କଣ କଣ ସବୁ କରିଛନ୍ତି |
ତେବେ ଏତେ ଛୋଟ ବୟସ ରେ ସେମାନେ ନିଜର ଚେଷ୍ଟା ଆଉ ଆଗ୍ରହ ବାଳରେ,ଏହି ଦୁଇ ଯୋଡି ମନରେ ଆଶା ନେଇ ଡାନ୍ସ କରୁଛନ୍ତି | ଆଉ ଭବିଷ୍ୟତ ରେ ଜଣେ ବଡ କଳାକାର ଭାବରେ ନିଜକୁ ଓଡିଶା ବାସୀଙ୍କ ଆଗରେ ଓ ଓଡିଶା ପ୍ରତେକ ଘରେ ଓ ସମସ୍ତଙ୍କ ହୃଦୟ ରେ ରହିବା ପାଇଁ ସେମାନେ ଏବେ ଠୁ ତାଙ୍କର ପ୍ରୟାସ ଆରମ୍ଭ କରିଦେଇଛନ୍ତି | ପ୍ରୟାସ ଆରମ୍ଭ କରିବା ର ପ୍ରଥମ ସେପାନ ରେ ସେମାନେ ବହୁତ ଭଲ କରିଛନ୍ତି ବୋଲି କୁହାଯାଉଛି | ସେମାନଙ୍କ ଏହି ଚେଷ୍ଟା ଓ ଦୃଢ଼ ଇଚ୍ଛା ଶକ୍ତି ପ୍ରମାଣ କରୁଛି ଯେ ସେମାନେ ଆଗକୁ ଯାଇ ପ୍ରତେକ ଓଡ଼ିଆ ଙ୍କ ମନରେ ନିଜର ପରିଚୟ ସୃଷ୍ଟି କରିପାରିବେ | ହଁ ବନ୍ଧୁ ଗଣ ଏହି ସୁନ୍ଦର ରୋମାଣ୍ଟିକ ଆଲବମ ଗୀତ ରେ ଏହି ଦୁଇ ଯୋଡି ତାଙ୍କର ପ୍ରଭାବ ବହୁତ ସୁନ୍ଦର ଭାବରେ ପକାଇଛନ୍ତି ବୋଲି କୁହାଯାଇଛି ଓ ବହୁତ ପ୍ରସଂଶା ମଧ୍ୟ ପାଇଛନ୍ତି ସେମାନେ |
ତେବେ ଏତେ ଛୋଟ ବୟସ ରୁ ଯେହେତୁ ସେମାନେ ଏହି ଚେଷ୍ଟା ଆରମ୍ଭ କରିଛନ୍ତି ତେଣୁ ତାଙ୍କର ଡାଇରେକ୍ଟର ଙ୍କ କହିବା କଥା ଅନୁଯାୟୀ ସେମାନେ ମଝିରେ ମଝିରେ ଟିକେ ଟିକେ ଭୁଲ କରୁଥିଲେ ମଧ୍ୟ ଏହାକୁ ସେତେ ଗୁରୁତ୍ୱ ଦିଆଯିବ ନାହିଁ | କାରଣ ଏମାନେ ଆଗକୁ ଯାଇ ଧୀରେ ଏହି ଛୋଟ ଛୋଟ ଭୁଲ ସୁଧାରି ପାରିବେ ଓ ତାଙ୍କର ବାପା ଚାଲେଞ୍ଜ କରି କହିଛନ୍ତି ଯେ ସେମାନଙ୍କୁ ବଡ ହେଲେ ବାବୁ ସାନ ଓ ଅର୍ଚ୍ଚିତା ଙ୍କ ଭଳି ଓଡିଶା ଫେମସ କଳାକାର ଭାବେ ଗଢ଼ି ତୋଳିବେ | ତେବେ ଏହି ସୁନ୍ଦର ଆଲବୁମ ଗୀତ ‘ଓଃ ମାଇଁ ବେବି ‘ ଦର୍ଶକ ମାନଙ୍କୁ ଆକର୍ଷିତ କରିବ ବୋଲି ସେ ଆଶା ରଖିଛନ୍ତି ଓ ଏହି ସୁନ୍ଦର ରୋମାଣ୍ଟିକ ଆଲବମ ଗୀତ ରେ ଦୁଇ ଯୋଡି ମଧ୍ୟ ବହୁତ କଷ୍ଟ କରିଥିବା କଥା କହିଥିଲେ ଡାଇରେକ୍ଟର ଓ ଅଭିଵାବକ ମାନେ |
ତେବେ ସୁନ୍ଦର ରୋମାଣ୍ଟିକ ଆଲବମ ଗୀତ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦର୍ଶକ ମାନେ ଏହା ଦେଖି ବିଭିନ୍ନ ପ୍ରକାର ର ମତ ଦେବା ସହିତ ଦୁଇ ଯୋଡି ଙ୍କୁ ଆଶୀର୍ବାଦ ମଧ୍ୟ କରୁଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।