Swasthya Plus – ରାତିରେ ୧ ଗ୍ଲାସ୍ ପିଅନ୍ତୁ ବାତ, ପିତ, କଫ, ଆଣ୍ଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍, ଗ୍ୟାସ୍ ଜୀବନରେ କେବେ ହେବ ନାହିଁ 120 ବର୍ଷ ବଞ୍ଚିବେ

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ସବୁବେଳେ ଛୋଟ ହେଉ ଵା ବଡ଼ ହେଉ ସବୁ ବେଳେ କିଛି ନା କିଛି ସମସ୍ୟା ମାନ ଦେଖିବାକୁ ମିଳିଥାଏ | ଆଉ ସେହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଘରେଇ ଉପଚାର ଗୁଡିକ ମଧ୍ୟ ବ୍ୟବହାର କରିଥାଉ |ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ବାତ, ପିତ, ଡାଇବେଟିସ , ବ୍ଲଡ଼ ପ୍ରେସର ଠାରୁ ଆରମ୍ଭ କରିକି ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ଯାହା ଆମର ଶରୀରରେ ବହୁତ କ୍ଷତି କରେଇଥାଏ |ତେବେ ବିଶେଷ କରିକି ଆମ ଶରୀରରେ ରୋଗ ପେଟ ଜନିତ ଅସୁବିଧା ଯୋଗୁଁ ଦେଖା ଯାଇଥାଏ ଆଉ ଗୋଟିଏ ହେଉଛି ଭିଟାମିନ ଓ ମିନେରାଲସ ର ଅଭାବ ହେଲେ ମଧ୍ୟ ଦେଖା ଯାଇଥାଏ | ତାହେଲେ ସେହି ଭଳି କିଛି ଅଭାବ ଆପଣ ଙ୍କ ଶରୀରରେ ଘଟିଲେ ଆପଣ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ | ତେବେ ବାତ, ପିତ ସହିତ ଆପଣ ଙ୍କର ଡାଇବେଟିସ ଓ ବ୍ଲଡ଼ ପ୍ରେସନ ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଗୋଟିଏ ସହଜ ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଜିରା, ଧନିଆ, ପାନ ମହୁରି,ମହୁ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଆମକୁ 300 ପ୍ରକାରର ରୋଗ ରୁ ମୁକ୍ରି ପାଇବା ପାଇଁ ହେଲେ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଜିରା | ତେବେ ଆପଣ ପ୍ରଥମେ ଅଧା ଚାମଚ ଜିରା ନେବେ | କାରଣ ଆପଣ ଜାଣିଛନ୍ତି କି ଜିରା ଆମର ମୋଟା ପଣ ଦୂର କରିବା ସହିତ ବିଭିନ୍ନ ପ୍ରକାରର ଅସୁବିଧା ରୁ ମୁକ୍ତି କରିଥାଏ | ତାହା ପରେ ଆମର ଆବଶ୍ୟକ ପଡିବ ତାହା ହେଉଛି ଧନିଆ ଆଉ ଶେଷରେ ଆମେ ନେବା ପାନ ମହୁରି | ତେବେ ଏହି 3 ଟି ଉପାଦାନ ରୁ ଅଧା ଚାମଚ ଲେଖାଏ ନେବା ଆଉ ତାହା କୁ ଭଲ ଭାବରେ ଧୋଇ ପାଣିରେ ବୋତୁରେଇକି ରାତି ସାରା ରଖିଦେବା | ତାହା ପରେ ସକଲେ ତାହାକୁ ଛାଣି କି ସେହି ପାଣି କୁ 5-10 ମିନିଟ ପର୍ଯ୍ୟନ୍ତ ଫୁଟାଇବା | ଆଉ ଫୁଟିଗଲା ପରେ ସେହି ପାଣି ରେ ଆମେ ମହୁ ଗୋଟିଏ ଚାମଚ ମଧ୍ୟ ମିଶାଇ ପାରିଵା |

ବ୍ୟବହାର :-

ତେବେ ଏହି ଉପଚାର କୁ ଆମେ ମାନେ ସକାଳେ ଖାଲି ପେଟ ରେ ଚାହା ପିଇବା ଭଲ ବ୍ୟବହାର କରି ପାରିବା | ତାହା ଛଡ଼ା କୁହା ଯାଉଛି କି ଡାଇବେଟିସ ଭଳି ସମସ୍ୟା ଥିଲେ ଆମେ ସେହି ମିଶ୍ରଣ ରେ ମହୁ କୁ ମିଶାଇବା ନାହିଁ |

ତେବେ ଏହା ଥିଲା ବାତ, ପିତ ଠୁ ଆରମ୍ଭ କରିକ ବିଭିନ୍ନ ପ୍ରକାରର ରୋଗ ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment