Period Problem Tips – ରାତିରେ ଶୋଇଲା ବେଳେ ପିଅନ୍ତୁ, ମାତ୍ର ୧-୨ ଘଣ୍ଟା ଭିତରେ ଋତୁସ୍ରାବ ହେବ ଏହି ଘରୋଇ ଉପାୟ ଦ୍ୱାରା…

ବନ୍ଧୁଗଣ ବର୍ତମାନ ଅନେକ ମହିଳାଙ୍କ କ୍ଷେତ୍ରରେ ପିରିୟଡ଼ସ ଭଳି ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳୁଛି, ଏହି ସମସ୍ୟା ଥିଲେ ମହିଳା ଯଦି ପ୍ରେଗନେଟ ହେବ ପାଇଁ ଚାହୁଁଥାଏ ତେବେ ସେ ଶୀଘ୍ର ଗର୍ଭବତୀ ହୋଇପାରେ ନାହିଁ |ପିରିୟଡ଼ ଯଦି ମହିଳାର ରେଗୁରାଲ ଭାବରେ ହେଉନଥାଏ ତେବେ ସେ ଅନେକ ସମସ୍ୟାରେ ସମୁଖୀନ ହୋଇଥାଏ, ମୁଁ ଆଜି ଆପଣଙ୍କୁ ଯେଉଁ ମହିଳାମାନଙ୍କୁ ପିରିୟଡ଼ସ ରେଗୁରାଲ ହୋଇନଥାଏ ସେମାନଙ୍କ ପାଇଁ ଏକ ସୁନ୍ଦର ପ୍ରାକୃତିକ ଘରୋଇ ଉପାୟ ବିଷୟରେ କହିବି |ଯାହାକୁ ଆପଣ ରେଗୁରାଲ ଭାବରେ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଇରେଗୁରାଲ ପିରିୟଡ଼ ଠିକ ହୋଇଯିବ , ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଉପାୟ ଗୁଡିକ ବିଷୟରେ ସମ୍ପୂର୍ଣ କଥା ଜାଣିବା |

1-ଯଦି ଆପଣଙ୍କ ପିରିୟଡ଼ସ ରେଗୁରାଲ ଭାବରେ ହେଉନଥାଏ ତେବେ ଆପଣ ଏଥିପାଇଁ ଏକ ସୁନ୍ଦର ଘରୋଇ ଉପଚାର ଅର୍ଥାତ ଆପଣ ପ୍ରତ୍ୟେକ ଦିନ ସକାଳ କିମ୍ବା ସଂନ୍ଧ୍ୟରେ ଏକ ଗ୍ଲାସ ଉଷମ ପାଣିରେ ଏକ ଚାମୋଚ ହଳଦୀ ପକାଇ ସେବନ କରନ୍ତି ତେବେ ଆପଣଙ୍କ ଇରେଗୁରାଲ ପିରିୟଡ଼ ଦୁଇ ତିନି ଦିନରେ ଠିକ ହୋଇଯିବ |

2-ଆପଣ ଏକ ଗ୍ଲାସ ପାଣି ଗ୍ୟାସରେ ବସାଇ ସେଥିରେ ଏକ ଚାମୋଚ ମେଥି ଦେଇ ସେହି ପାଣିକୁ ଫୁଟାଇ ଏକ ଗ୍ଲାସ ପାଣିକୁ ଯେତେବେଳେ ଅଧା ଗ୍ଲାସ ହୋଇଯିବ ସେତେବେଳେ ଏକ ଛାଣି ଉଷାମ ଥିବା ସମୟରେ ସେବନ କଲେ ଆପଣଙ୍କ ପିରିୟଡ଼ ଭଳି ସମସ୍ୟା ଧୀରେ ଧୀରେ ଠିକ ହୋଇଯିବ |

3-ଏହା ସହିତ ଆପଣଙ୍କୁ ଏକ ସୁନ୍ଦର ଡ୍ରିକ ବିଷୟରେ ଜଣେଇବି ଯାହାକି ଆପଣ ଏକ ଗ୍ଲାସ ପାଣି ନେଇ ତାହାକୁ ଗ୍ୟାସରେ ଫୁଟାଇ ସେଥିରେ ଏକ ଚାମୋଚ ଅଦା ପେଷ୍ଟ ପକାନ୍ତୁ, ତାହା ସହିତ ଆପଣ ଏକ ଚାମୋଚ ଜୁଆଣି ସହିତ ଅଳ୍ପ ଖଣ୍ଡେ ଡାଲଚିନି ପକାଇ ତାହାକୁ ଭଲ ଭାବରେ ଫୁଟାନ୍ତୁ ଯେପରି ଏକ ଗ୍ଲାସ ପାଣି ଅଧା ଗ୍ଲାସ ହୋଇଯିବ |ପରେ ଆପଣ ଏହାକୁ ଉଷାମ ଥିବା ସମୟରେ ସେବନ କରନ୍ତୁ |ଆପଣଙ୍କ ପିରିଅଡ ଡେଟ ଥିବାର ଚାରିଦିନ ଆଗରୁ ଆପଣ ଯଦି ଏହାକୁ ଆପଣ ସେବନ କରନ୍ତି ତେବେ ଆପଣଙ୍କ ପିରିଅଡ ଠିକ ସମୟରେ ହୋଇଯିବ |

4-ଏହା ସହିତ ଆପଣ ଯଦି ପିରିୟଡ଼ ହେବା କିଛି ଦିନ ପୂର୍ବରୁ ପେଟରେ ହଟ କମ୍ପ୍ରେସନ ଦିଅନ୍ତି ତେବେ ତାହା ଦ୍ଵାରା ମଧ୍ୟ ଆପଣଙ୍କୁ ଫାଇଦା ମିଳିଥାଏ |

5-ଏହା ସହିତ ଆପଣ ଯଦି ଠିକ ସମୟରେ ପିରିୟଡ଼ ହେବାକୁ ଚାହୁଁଛନ୍ତି ତେବେ କିଛି ଦିନ ପୂର୍ବରୁ ନିଜ ସ୍ୱାମୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ମଧ୍ୟ ଆପଣଙ୍କ ଏହି ପିରିୟଡ଼ ସମସ୍ୟା ଠିକ ହୋଇଯିବ |ଆପଣଙ୍କ ଏହି ଉପାୟ ଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏ ଉପାୟ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସମସ୍ୟା ଠିକ ହୋଇଯାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment