ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |, ତେବେ କୁହାଯାଇଥାଏ କି ଯେତେବେଳେ ମନ ପସନ୍ଦିଆ କମେଡି ସିନ ଗୁଡିକ ଭାଇରାଲ ହେବାକୁ ଲାଗିଥାଏ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଆମକୁ ଅଧିକ ଇଚ୍ଛା ହୋଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି ଏକ କମେଡି ର ଜବରଦସ୍ତ ସିନ ଟି ଦେଖିବାକୁ ମିଳିଛି ଭାଇରାଲ ଭିଡ଼ିଓ ରେ, ଆଉ ଯେଉଁଠି ରାଜଧାନୀ ରେ ପିଲା ଚୋର ର ଏକ ଜବରଦସ୍ତ କମେଡି ସିନ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି କମେଡି ଗୋଟିଏ ଏମିତି ଜିନିଷ ଯାହାଆପଣ ମାନଙ୍କର ମନକୁ କିଣି ନେଇଥାଏ ବୋଲି କୁହାଯାଉଛି | ଆଉ ତାହା ସହିତ କୁହାଯାଏ କି ଲୋକ ମାନେ ଆଜି କାଲି ଭାଇରାଲ କମେଡି ସିନ କୁ ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ଆଉ ଦର୍ଶକ ମାନଙ୍କ ର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥାନ୍ତି ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି କି ମିଷ୍ଟର ଗିରିଜା ର ଏକ ନୂଆ କମେଡି ସିନ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଆଉ ଯେଉଁ କମେଡି ସିନ ରେ ଭୁବନେଶ୍ୱର ର ପିଲା ଚୋର ବିଷୟରେ ଏକ କମେଡି ସିନ ଦେଖିବାକୁ ମିଳିଛି | ଆଉ ଯେଉଁଠି ଏକ ଚୋର କୁ ଧରିଛନ୍ତି କିଛି ଗୁଣ୍ଡା ଗେଙ୍ଗ ପାର୍ଟି ବୋଲି କୁହାଯାଉଛି | ଆଉ ତାହା ପରେ ତାଙ୍କୁ ମାଡ଼ ମଧ୍ୟ ମରୁଛନ୍ତି ଓ ଲକ ଡାଉନ ରେ କଲିକତା କୁ ଯିବା କଥା ମଧ୍ୟ କହିବାକୁ ଲାଗିଛନ୍ତି |ଆଉ ତାହା ପରେ ସେହି ସ୍ଥାନକୁ ଗୁଣ୍ଡା ମାନଙ୍କ ର ଯିଏ ଲିଡର କାକା ଆସିଛନ୍ତି ଆଉ ସେ କହିଛନ୍ତି କି ତାଙ୍କୁ କେହି ଡରୁନାହାନ୍ତି ଆଜି ତାଙ୍କ ସାମ୍ନା ରେ ମୁତିଲ କାଲି ତାଙ୍କର ଘର ସାମ୍ନା ରେ ମୁତିବ ଆଉ ତାହା ପରେ କାକା ମୁହଁ ରେ |
ତାହା ପରେ କୁହାଯାଉଛି କି କାକା ପାଖରେ ଥିବା ବାବୁନା ଜଣଙ୍କୁ ଫନ କରିଛନ୍ତି ତାଙ୍କର ମାଣ୍ଡୁ ଆଉ ତଳକୁ ଯିବା ପାଇଁ ମଧ୍ୟ କହୁଛନ୍ତି |ଆଉ ସେ ଯାଇଛନ୍ତି ତାଙ୍କ ସହିତ ବୁଲିଯିବା ପାଇଁ | ତାହା ପରେ ତାଙ୍କୁ ଥଳି ରେ ପଶିଯିଵା ପାଇଁ କହିଛନ୍ତି ଓ ତାଙ୍କୁ କିଡନାପ କରିକି ଝିଅ ଜଣଙ୍କ ନେଇ ପଳାଇଯାଉଥିବାର ଦେଖିବାକୁ ମିଳିଥିଲା ଏହି କମେଡି ସିନ ରେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।