ରିଲିଜ ହେଲା ଦମନ୍ ( DAMaN ) ଫିଲ୍ମ ର ହିନ୍ଦୀ ଟ୍ରେଲର, ଅଭିନେତା ବାବୁଶାନଙ୍କୁ ଅଜୟ ( Ajay ) ଦେବଗନ୍ କଲେ ପ୍ରଶଂସା… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ବିଷୟରେ ଆପଣ ମାନେ ଅନେକ ସମୟରେ ଶୁଣିବାକୁ ପାଉଥିବେ |ତେବେ ବିଶେଷ କରିକି ଓଡ଼ିଆ ଫ୍ଲିମ ଦମନ କୁ ନେଇକି ସାରା ଭାରତରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ପ୍ରକାଶ ପାଇଛି ଏହି “ଦମନ ” ଫ୍ଲିମ ର ଓଡ଼ିଆ ରେ ପ୍ରକାଶ ପାଇଥିବା ଟ୍ରେଲର | ଆଉ ଯାହା ବେଶ ଭଲ ହୋଇଥିବା ବେଳେ ସମସ୍ତ ଦର୍ଶକ ମାନଙ୍କୁ ମଧ୍ୟ ପସନ୍ଦ ଆସିଥିବାର କଥା ମଧ୍ୟ କୁହାଯାଉଛି | ଆଉ ହିନ୍ଦୀ ଭାଷାରେ ପ୍ରକାଶ ପାଇଥିବା ଏହି ଫ୍ଲିମ ର ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଆମ ଓଡ଼ିଆ ଭାଷା ରେ ପ୍ରକାଶ ପାଇଥିଲା ଏକ ନୂଆ ଦମଦାର ଫ୍ଲିମ ଆଉ ଯାହାର ନାମ ହେଉଛି ଦମନ | ଆଉ ଯାହା କୁହାଯାଉଛି କି ଓଡିଶା ର ଏକ ନିପନ୍ତ ଏରିଆ ଯେଉଁଠିକୁ ଯାତାୟାତ ର ମଧ୍ୟ ସେମିତି ସୁବିଧା ନାହିଁ କି ସେହି ଅଞ୍ଚଳରେ ସ୍ୱାସ୍ଥ୍ୟ ଗତ କୌଣସି ସୁବିଧା ନାହିଁ | ତେବେ ଭଳି ଗୋଟିଏ ଜାଗା ହେଉଛି ଆମ ଓଡିଶା ର ମାଲକାନଗିରି ଅଂଚଳ |ଆଉ ସେହି ଅଞ୍ଚଳରେ ଡାକ୍ତର ସିଦ୍ଧାର୍ଥ ମହାନ୍ତି କେଉଁ ଭଳି ଭାବରେ ଡକ୍ଟର ଭାବରେ ଯାଇକି ରୋଗୀ ମାନଙ୍କର ସେବା କରିଥିଲେ ସେହି ଭଳି ଏକ ସତ୍ୟ ଘଟଣା କୁ ନେଇକି ପ୍ରକାଶ ପାଇଥିଲା ସେହି ଭଳି ଏକ ଫ୍ଲିମ ବୋଲି କୁହାଯାଉଛି |

ଆଉ ଏହି ଫ୍ଲିମ ରେ ହିରୋଇନ ମଧ୍ୟ ନାହାନ୍ତି କେବଳ ଡାକ୍ତର ଙ୍କର ସଂଘର୍ଷ ର କାହାଣୀ କୁ ନେଇକି ଏହି “ଦମନ ” ଫ୍ଲିମ ଟି ହୋଇଛି ବୋଲି ମଧ୍ୟ କୁହାଯାଉଛି | ଆଉ ସୂଚନା ଅନୁସାରେ ଯାହା ଜଣା ପଡୁଛି କି ଏହି ଫ୍ଲିମ ରେ ବାବୁସାନ ସୁନ୍ଦର ଭାବରେ ଅଭିନୟ କରିଥିବା ବେଳେ ଅନ୍ୟ କଳାକାର ମାନେ ମଧ୍ୟ ତାଙ୍କର ଅଭିନୟ ର ଝଲକ ଦେଖାଇବାକୁ ଲାଗିଥିଲେ | ଆଉ ଯାହା କୁହାଯାଉଛି କି ଅନ୍ତର୍ଜାତୀୟ ଫ୍ଲିମ ସ୍ତରରେ ମଧ୍ୟ ଏହି ଫ୍ଲିମ ଟି ସ୍ଥାନ ପାଇଥିଲା ଆଉ ବେଶ ଟଙ୍କା ମଧ୍ୟ କମାଇଥିବା କଥା କୁହାଯାଉଛି |

ତେବେ ଯାହା କୁହାଯାଉଛି କି ଖାଲି ଓଡ଼ିଆ ନୁହଁ ହିନ୍ଦୀ ଭାଷାରେ ଡୋବିଙ୍ଗ ମଧ୍ୟ କରାଯାଇଥିଲା ଏହି “ଦମନ ” ଫ୍ଲିମ କୁ | ଆଉ ଏହି ଫ୍ଲିମ ର ହିନ୍ଦୀ ଭାଷାରେ ଟ୍ରେଲର ଆଜି ପ୍ରକାଶ ପାଇଛି ବୋଲି କୁହାଯାଉଛି | ତେବେ ହିନ୍ଦୀ ଭାଷାରେ ବାବୁସାନ ଙ୍କର ଏହି ଫ୍ଲିମ ରେ ମାଓବାଦୀ ଏରିଆରେ ଡାକ୍ତର ଙ୍କର କାହାଣୀ କୁ ନେଇକି କରିଥିବା ଅଭିନୟ ସାରା ଭାରତରେ ଲୋକ ମାନଙ୍କର ହୃଦୟରେ ଜାଗା କରିଛି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment