ବନ୍ଧୁଗଣ ବର୍ତମାନ ପିଲା ଠାରୁ ବୃଦ୍ଧ ପ୍ରଯ୍ୟନ୍ତ ସମସ୍ତେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଚେଷ୍ଟା କରିଥାନ୍ତି |ନିଜର ମୁହଁରେ ଯଦି କୌଣସି ବ୍ରଣ କିମ୍ବା ଦାଗ ଦେଖାଯାଏ ତେବେ ଏଥିପାଇଁ ଆପଣ ବହୁତ ଚିନ୍ତାରେ ରହିଥାନ୍ତି, ନିଜର ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ବ୍ୟକ୍ତି ବହୁତ ଚେଷ୍ଟା କରିଥାନ୍ତି |ନିଜ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର କୋସମେଟିକ ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ବେଳେ ଏହି କସମେଟିକ ବ୍ୟବହାର କାରଣରୁ ମୁହଁରେ ଅନେକ ସାଇଡ ଇଫେକ୍ଟ ମଧ୍ୟ ଦେଖା ଦେଇଥାଏ |
ମୁଁ ଆଜି ଆପଣକୁ ନିଜ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ନିଜ ମୁହଁର ପିପଲସ ଦୂର କରିବା ପାଇଁ ଏକ ସୁନ୍ଦର ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ପିପଲ ମଧ୍ୟ ଦୂର କରିଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରୋଇ ଉପଚାରର ବ୍ୟବହାର ଓ ପ୍ରସ୍ତୁତି ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆବଶ୍ୟକ ସାମଗ୍ରୀ :-
ନିମ୍ବ ପତ୍ର,ଗୋଲାପ ଜଳ, କୋଲଗେଟ, କର୍ପୁର
ପ୍ରସ୍ତୁତି :-
ଆପଣ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ଡାଲି ନିମ୍ବ ପତ୍ର ନେଇ ତାହାକୁ ଭଲ ଭାବରେ ଧୋଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ, ପରେ ଆପଣ ଏହି ପେଷ୍ଟକୁ ଛାଣି ନିଅନ୍ତୁ ତାହା ସହିତ ଆପଣ ଏଥିରେ ଏକ ଚାମୋଚ ଗୋଲାପ ଜଳ ମିଶାନ୍ତୁ |ପରେ ଆପଣ ଦୁଇଟି ପୂଜା କର୍ପୁର ନେଇ ତାହାକୁ ଗୁଣ୍ଡ କରି ସେଥିରେ ଅଳ୍ପ ଧଳା କୋଲଗେଟ ମିଶାଇ ତାହାର ମଧ୍ୟ ଏକ ପେଷ୍ଟ ମଧ୍ୟ ପ୍ରସ୍ତୁତ କରନ୍ତୁ |ପରେ ଏହି ଦୁଇଟି ଆପଣ ଭଲରେ ଭାବରେ ବ୍ୟବହାର କରନ୍ତୁ |
ବ୍ୟବହାର :-
ଏହି କର୍ପୁର ପେଷ୍ଟ ଆପଣ ନିଜ ମୁହଁର ପିପଲସ ବାହାରିବ ସ୍ଥାନରେ ଏହାକୁ ଲଗାନ୍ତୁ ପରେ ଆପଣ ଏହାର ଅଳ୍ପ ମସାଜ କରି ତାହାକୁ ପନ୍ଦର ମିନିଟ ରଖି ନର୍ମାଲ ପାଣିରେ ନିଜ ମୁହଁକୁ ଭଲରେ ଧୋଇ ଦିଅନ୍ତୁ ପରେ ଆପଣ ନିଜ ମୁହଁକୁ ଭଲରେ ପୁଛି ଦିଅନ୍ତୁ |ପରେ ଆପଣ ନିଜ ମୁହଁକୁ ଡ୍ରା କରି ନିମ୍ବ ପତ୍ରରେ ରସକୁ ଏକ କଟନ ପେଡରେ ନେଇ ନିଜ ମୁହଁରେ ଲଗାନ୍ତୁ |
ଏହାକୁ ଆପଣ ମୁହଁରେ ଲଗାଇ ରଖି ପାରିବେ, ଏହି ପରି ଆପଣ କିଛି ଦିନ ଲଗାତାର ଭାବରେ ଆପଣ ଯଦି ନିଜ ମୁହଁରେ ଏହାକୁ ବ୍ୟବହାର କରିବେ ତେବେ ଆପଣଙ୍କ ମୁହଁର ପିପଲସ ଦୂର ହେବା ସହିତ ମୁହଁର ଦାଗ ମଧ୍ୟ ଦୂର ହୋଇଯିବ |ଏହା ସହିତ ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ ଆପଣ ସୁନ୍ଦର ଦେଖାଯିବେ ଏହି ପେଷ୍ଟରେ କୌଣସି ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ଆପଣ ଦେଖିବାକୁ ପାଇବେ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।