ଆଶ୍ଚର୍ଯ୍ୟ ! ମାତ୍ର 6 ଟଙ୍କା ପାଇଁ ଗଣିଲେ 25 ହଜାର ଟଙ୍କା… ଏ ନେଇ କଣ କହିଛନ୍ତି, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା ଆପଣ ମାନେ ଜାଣି ରଖିବା ନିହାତି ଆବଶ୍ୟକ ହୋଇଥାଏ | ତେବେ ବର୍ତ୍ତମାନ ସେମିତି କିଛି ଘଟଣା ଆମ ସାମ୍ନା କୁ ଆସିଛି | ଆଉ ଯେଉଁଠି କୁହାଯାଉଛି କି ଗ୍ରାହକ ଙ୍କ ପାଖରୁ କ୍ୟାରି ବେଗ ବାବଦ କୁ 6 ଟଙ୍କା ର ଅଧିକ ବିଲ ଲଗାଇବା ପଡିଥିଲା ମହଙ୍ଗା | ଆଉ ଯେଉଁଠି ପାଇଁ ଆବେଦନ କାରିଙ୍କର ତଥ୍ୟ ଅନୁସାରେ ଖାଉଟି ଅଦାଲତ ତରଫ ରୁ 25 ହଜାର ଟଙ୍କା ଦେବାକୁ ପଡିଥିଲା ସପିଂ ମୋଲ ର ମୁଖ୍ୟ ଙ୍କୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଭଳି ଏକ ଘଟଣା ଘଟିଥିଲା କଟକ ସହରର ଦଳମୁଣ୍ଡାଇ ନିକଟସ୍ଥ ଏକ ସପିଂ ମୋଲ ରେ | ଆଉ ଯେଉଁଠି ଗ୍ରାହକ ଯୁବକ ଜଣକ ଯାଇଥିଲେ ସେଠାକୁ ଡ୍ରେସ କିଣିବା ପାଇଁ | ଆଉ ସେଠାରେ ଡ୍ରେସ କିଣିବାକୁ ଯାଇଥିବା ବେଳେ ସେ ଏକ ଟି ସାର୍ଟ ମଧ୍ୟ କିଣିଥିଲେ |ଆଉ ଯାହା ସ୍ୱାମୀ ଡିସେମ୍ବର ରେ 2020 ରେ କରିଥିଲେ | ତେବେ ସେତେବେଳେ ଟି ସାର୍ଟ ଟିର ଦାମ ଥିଲା 249 ଟଙ୍କା | ଆଉ ଯେତେବେଳେ ସେ ବିଲିଂ କାଉଣ୍ଟର ପାଖକୁ ଯାଇଥିଲେ ସେତେବେଳେ ସ୍ୱାମୀ ବିଲ ରେ 6 ଟଙ୍କା ଅଧିକ ଲେଖା ଯାଇଥିଲା | ଆଉ ତାହା ପୁଣି ବ୍ୟାଗ ବାବଦକୁ |

ଆଉ ଯାହାକୁ ନେଇକି ସେ ଏହି ଅଭିଯୋଗ କରିଥିଲେ କି 6 ଟଙ୍କା ର ବିଲ କଣ ପାଇଁ ଦେବେ ବୋଲି ସେତେବେଳେ କେହି କିଛି କହି ନ ରହିଲେ ସପିଂ ମୋଲ ରେ | ଆଉ ଯେଉଁଥିପାଇଁ ସେ କାଉନସିଲିଂ ଅଫିସର ଡିକେ ସିଂ ଙ୍କ ପାଖକୁ ଯିବା ପରେ କୋଟ ରେ ଏ ନେଇ କାର୍ଯ୍ୟ ଚାଲିଥିବା ବେଳେ କିଛି ସୁଫଳ ମିଳି ନ ଥିଲା | ଆଉ ଖାଉଟି ଅଦାଲତ ର ଦ୍ୱାରସ୍ଥ ହେବା ପରେ ଆବେଦନ କାରୀ ଙ୍କର ଆବେଦନ କୁ ଗ୍ରହଣ କରିଥିଲେ | ଆଉ ନଟିସ ମଧ୍ୟ ସପିଂ ମୋଲ କୁ ପଠାଯାଇଥିଲା |

ଆଉ ଆବେଦନ କାରୀ ପଦ୍ମଲୋଚନ ରାଉତ ଙ୍କୁ ମନାସିକ ନିର୍ଯାତନା ଦେଇଥିବା ଅଭିଯୋଗ ରେ ଆଉ କ୍ୟାରି ବ୍ୟାଗ ପାଇଁକି ତାଙ୍କୁ 6 ଟଙ୍କା ପାଇଁ 25000 ଟଙ୍କା ଦେବାକୁ ପଡିଥିଲା | ତେବେ ଗ୍ରାହକ ମାନଙ୍କର ବେଗ କୁ ମୋଲ ମଧ୍ୟକୁ ପ୍ରବେଶ କୁ ବିରୋଧ କରି ଏହିଭଳି ଭାବରେ କ୍ୟାରି ବେଗ ପାଇଁକି ବାଧ୍ୟ କରେଇବା ଘଟଣା ରେ ଏହିଭଳି ଗୋଟିଏ ନୋଟିସ ଜାରି କରିଛନ୍ତି ସପିଂ ମୋଲ ଉପରେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment