ଯାଦୁ ( Fungal infection ) କେମିତି ଭଲ ହେବ ? କରନ୍ତୁ ଏହି ଛୋଟିଆ ଉପାୟ | Dr Vinitha Wills

ତେବେ ଦର୍ଶକ ବନ୍ଧୁ ପୂର୍ବରୁ କୁହାଯାଉଥିଲା ଯେ ଯାଦୁ ଏକ ଛୋଟିଆ ରୋଗରେ ଗଣା ଯାଉଥିଲା | ହେଲେ ଏବେ ଏହା ଏକ ପ୍ରକାରର ମହାମାରୀ ଭଳି ଦେଖାଯାଉଛି | ଆଉ ଯାହା ଘରେ ଘରେ ପ୍ରତେକ ଲୋକଙ୍କ ପାଖରେ ଯାଦୁ ଜନିତ ସମସ୍ୟା ଦେଖିବାକୁ ମିଳୁଛି |ତେବେ ଏହି ରୋଗ ପାଇଁ ଆମେ ଆମେ ଔଷଧ ଖାଇଲେ ମଧ୍ୟ ବର୍ଷ ବର୍ଷ ଧରି ଭଲ ହେଉନାହିଁ | ତେଵେ ଏହାର କାରଣ ରହିଛି ଯେଉଁ ରୋଗ ପୂର୍ବରୁ ଅତି ସହଜରେ ଭଲ ହେଇଯାଉଥିଲା | ସେହି ରୋଗ ଏବେ ସହଜ ରେ ଭଲ ହେଉନାହିଁ | ତେବେ ଏହା ପଛରେ କାରଣ କଣ ରହିଛି | ଆଉ ଯାଦୁ ଭଳି ସମସ୍ୟା କୁ ଭଲ କରିବା ପାଇଁ କଣ ସବୁ ଉପାୟ ରହିଛି ତାହା ବିଷୟରେ ଜାଣିବା ଭଲ ହୋଇଥାଏ |ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଯାଦୁ କେମିତି ଭଲ ହେବ ତାହା ବିଷୟରେ ଆଲୋଚନା କରିବା | ତାହାଲେ ଆସନ୍ତୁ ଜାଣିବା ଏହାର ପ୍ରଥମ କାରଣ ବିଷୟରେ |

(1) ଯାଦୁ ସଂକ୍ରମଣ କାହିଁକି ବଢୁଛି :-

ଦର୍ଶକ ବନ୍ଧୁ ଏହା ଏକ କୀଟାଣୁ ଜନିତ ବା ବୀଜାଣୁ ଜନିତ ରୋଗ | ଏହା ଜଣଙ୍କ ଠୁ ଆଉ ଜଣଙ୍କୁ ବ୍ୟାପି ଥାଏ | ଏହା ଛଡା ପାରିପାଶ୍ୱକ ପରିସ୍ଥିତି ମଣିଷ କୁ ମଧ୍ୟ ପ୍ରଭାବିତ କରେ | ତେଣୁ ଏହା ପାଇଁ ଚାରୋଟି ଜିନଷ ଦାୟୀ ରହିଥାଏ | ତେବେ ସେଗୁଡିକ ହେଉଛି | (1) ପରିବେଶ (2) ମଣିଷ (3) ରୋଗ ସୃଷ୍ଟି କାରୀ ମଣିଷ (4) ଔଷଧ | ତେଵେ ଏହା କେମିତି ପ୍ରଭାବିତ କରିଥାଏ ନା ଆମେ ପିନ୍ଧୁ ଥିବା ଲୁଗା ପୋଟା, ଜଳବାୟୁ, ବିଶ୍ୱତାପନ, ଚାଷ ବାସ ଆଦି ରେ ମଧ୍ୟ ଏହା ଆମକୁ ପ୍ରଭାବିତ କରିଥାଏ | ତେବେ ଏହା ପ୍ରଭାବ ରେ ପଶୁ ପକ୍ଷୀ ଙ୍କ ସମତେ ଆମକୁ ମଧ୍ୟ ଯାଦୁ ହେଇଥାଏ | ତେବେ ଆଜି କାଲି ଯାଦୁ ଗୋଟିଏ ଜାଗାରେ ରହୁନି ଯାହା ଆଗରୁ ରହୁଥିଲା | ତେଣୁ ଏହା ଦ୍ରୁତ ଗତିରେ ରହୁଛି | ତେଣୁ ଏହା ଲୁଗା ପୋଟା ରେ ବେଶୀ ରହୁଛି |

(2) ଯାଦୁ ସୃଷ୍ଟି କାରୀ ଫଙ୍ଗସ କୋଉଁଠି ରହେ? :-

ଫଙ୍ଗସ ମଣିଷ ଠୁ ମଣିଷ ଶରୀରକୁ ଯାଏ | ଯେତେବେଳେ ଏହା ମଣିଷ ଶରୀର ରୁହେ ତାହାକୁ ଆମେ ଆନ୍ତଃରା ପ୍ରୋଫାଲିକ ବୋଲି କହୁ | ଯେତେବେଳେ ଏହା ମାଟିରେ ରହେ ତାକୁ ଜିଓଫ୍ଲିକ ବୋଲି କୁହା ଯାଏ ଓ ଯେତେବେଳେ ଏହା ପଶୁ ଙ୍କ ଠାରେ ଦେଖା ଯାଏ ତାକୁ ଆମେ ଜ୍ୱଅ ଫ୍ଲିକ ବୋଲି କହିଥାଉ | ତେଣୁ ତାହା ସେମାନଙ୍କ ଠୁ ଆସି ମଣିଷ ଦେହ ରେ ଯାଦୁ ସୃଷ୍ଟି କରିଥାଏ |

(3) ଔଷଧର ଅପବ୍ୟବହାର ପାଇଁ ଯାଦୁ ବଢୁଛି?:-

ତେବେ ଗତ ଦଶ ବର୍ଷ ତଳେ ନୂଆ ଆଣ୍ଟି ଫଂଗାଲ ମାର୍କେଟ କୁ ଆସି ନାହିଁ | ତେଣୁ ଯେଉଁ ରୋଗ ଯେଉଁ ଔଷଧ ରେ ଭଲ ହେଉଥିଲା ତାହା ଏବେ ଭଲ ହେଉନାହିଁ ସେଥିପାଇଁ ପାଇଁ ଆମେ ବାରମ୍ବାର ଔଷଧ ବ୍ୟବହାର କରିବାକୁ ଔଷଧ ର ଅପବ୍ୟବହାର ବୋଲି କହିଥାଉ | ତେଵେ ଆମେରିକା ଓ ୟୁରୋପ ମାନଙ୍କ ବୋହି ରେ ଯେଉଁ ଚିକିତ୍ସା ଲେଖା ଯାଇଛି ସେଥିରେ ମଧ୍ୟ ଏହା କାର୍ଯ୍ୟ କରୁନାହିଁ | ତେଣୁ ଯେଉଁ ଯାଦୁ ସପ୍ତାହେ ଓ ଦୁଇ ସପ୍ତାହ ମଧ୍ୟ ଭଲ ହେଉଥିଲା ତାହା ଏବେ 6 ମାସ ପର୍ଯ୍ୟନ୍ତ ଠିକ ହେଉନାହିଁ |

(4) ଯାଦୁ ହେବାକୁ ରୋକିବା କେମିତି :-

ଏହା କୁ ରୋକିବା ପାଇଁ ହେଲେ ସୁତା ବସ୍ତ୍ର ପିନ୍ଧିବା, ଢିଲା ବସ୍ତ୍ର ପିନ୍ଧିବା ଏବଂ ଏହାକୁ ଅଧିକ ସମୟ ପିନ୍ଧିବା ନାହିଁ | ଡ଼କ୍ଟର ଙ୍କ ବିନା ଅନୁମତି ରେ ଆମେ କୌଣସି ବି ଔଷଧ ଯାଦୁ ହେଇଥିବା ସ୍ଥାନରେ ଲଗାଇବା ନାହିଁ |

(5) ଯାଦୁ କେମିତି ଭଲ ହେବ? :-

ତେବେ ଏ କ୍ଷେତ୍ର ନିଜ ନିଜର ଚିକିତ୍ସା କରନ୍ତୁ ନାହିଁ | ଡ଼କ୍ଟର ପରାମର୍ଶ ନିୟନ୍ତୁ,6 ସପ୍ତାହ ପର୍ଯ୍ୟନ୍ତ ଔଷଧ ଚାଲୁ ରଖନ୍ତୁ | ତାହା ଭିତରେ ଯଦି ଭଲ ହେଉନାହିଁ ତୋ ପୁଣି ଥରେ ଡ଼କ୍ଟର ଙ୍କ ପରାମର୍ଶ ନିୟନ୍ତୁ |

ତେବେ ଏହା ଥିଲା ଯାଦୁ ସମ୍ପର୍କୀୟ ସମସ୍ତ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment