ବନ୍ଧୁଗଣ ସଙ୍ଗୀତ ଶୁଣିବାକୁ କିଏ ଭଲ ନପାଏ। ସମସ୍ତଙ୍କ ମନରେ ସଙ୍ଗୀତ ପ୍ରତି ଏକ ଭିନ୍ନ ଆଗ୍ରହ ଏବଂ ଉତ୍ସାହ ରହିଛି। ତେବେ ସଙ୍ଗୀତକୁ ନେଇ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଆପଣ ଦେଖିଥିବେ। ସେହିପରି ଆପଣମାନେ ଦେଖିଥିବେ ଶୋନି ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ,ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି, ଯେଉଁ ଶୋ ର ନାମ ହେଉଛି ଇଣ୍ଡିଆନ ଆଇଡଲ୍। ଉଭୟ ଜୁନିଅର୍ ଏବଂ ସିନିୟର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ବି ବହୁତ୍ ଅଧିକ ରହିଛି ଯାହା କହିଲେ ନସରେ।
ସଙ୍ଗୀତ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଇ ଥାଆନ୍ତି ଏବଂ ଲୋକଙ୍କ ମନକୁ କିଣି ଥାଆନ୍ତି।ଛୋଟ ପିଲାମାନେ ମଧ୍ୟ ତାଙ୍କର ସ୍ୱରର ଯାଦୁ ଏଠାରେ ଦେଖାଇ ଥାଆନ୍ତି। ପିଲା ମାନଙ୍କ କଣ୍ଠରେ ଏଭଳି ଗୀତକୁ ଶୁଣିବାକୁ ଚାହିଁ ରହିଥାନ୍ତି ଅଗଣିତ ଦର୍ଶକ ଏବଂ ଅଗଣିତ ଶ୍ରୋତା ମାନେ। ତେବେ ଏହି ମଞ୍ଚରେ ଜଣେ କୁନି ଝିଅ ତାର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ଘାଇଲା କରିଛି, ଏପରି ଗୀତ ସେ ଗାଇଛି ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି।ଏହି ଝିଅ ଜଣଙ୍କ ନାମ ହେଉଛି ପ୍ରୀତି।ସେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି।
ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହୋଇଛନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରିଛନ୍ତି। ବିଚାରକ ମାନେ ମଧ୍ଯ ତାଙ୍କର ଏହି ସ୍ୱରକୁ ଶୁଣି ତାଙ୍କ ସ୍ୱରର ଫିଦା ହୋଇ ଯାଇଛନ୍ତି।ତେବେ ଝିଅଟି ଗାଉଥିବା ଏହି ଗୀତଟି ହେଉଛି, ଚୁରାକେ ଦିଲ୍ ମେରା ଗୋରିଆ ଚଲି।ଏହି ସୁନ୍ଦର୍ ହିନ୍ଦି ଗୀତଟି ବେଶ୍ ଲୋକପ୍ରିୟ ଅଟେ ଏବଂ ଏହାକୁ ଲୋକେ ବହୁତ୍ ପସନ୍ଦ କରନ୍ତି। ପିଲାଟି ସ୍ଵରରେ ଏହି ଗୀତକୁ ଶୁଣି ଏବେ ସମସ୍ତେ ବହୁତ୍ ଖୁସି। ଏହାସହ ଏହି ଗୀତକୁ ତାଙ୍କ ସହ ଜଣେ ଯୁବକ ଗାଉଛନ୍ତି ଯାହାଙ୍କ ନାମ ହେଉଛି ରିଷବ।
ସେ ମଧ୍ୟ କୁନି ଝିଅ ସହିତ ଏହି ଗୀତକୁ ବହୁତ୍ ସୁନ୍ଦର୍ ଭାବରେ ରୋମାଣ୍ଟିକ ଅନ୍ଦାଜ ରେ ଗାଉଛନ୍ତି। ତେବେ ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେହିପରି ଏଠାରେ ଏହି ଗୀତର ପ୍ରଦର୍ଶନ ସମସ୍ତଙ୍କ ହୃଦୟକୁ ଛୁଇଁଛି। ଆପଣ ଏହି ଗୀତକୁ ଶୁଣିଲେ ନିଶ୍ଚିତ ଖୁସି ହେବେ ଏବଂ ଉଭୟଙ୍କ ଏହି ଗାୟିକି କୁ ପ୍ରଶଂସା କରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।