ଓଲିଉଡ଼ ହଟ ହିରୋଇନ Riya Dey ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ବେଳେବେଳେ ଅନେକ ଭିଡ଼ିଓ ଏମିତି ଆସିଥାଏ ଯେଉଁଥିରେ ଦେଖିବାକୁ ମିଳିଥାଏ ଓଡ଼ିଆ ର ଅନେକ ଫ୍ଲିମ ଏକ୍ଟ୍ରେସ ମାନଙ୍କ ବିଷୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଏହି ଓଡ଼ିଆ କଥାଚିତ୍ର ଅଭିନେତ୍ରୀ‌ ରିୟା ଦେ ଙ୍କ ବିଷୟରେ ।

ରିୟା ଦେ ଙ୍କର ଜନ୍ମ ଓ ଫ୍ଲିମ କେରିୟର :-

ରିୟା ଦେ, ଜଣେ ଓଡ଼ିଆ ଅଭିନେତ୍ରୀ ବାଲେଶ୍ୱର ରେ ଜନ୍ମଗ୍ରହଣ କରିଥିବା ରିୟା ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ଥିଲେ । ସେ ପ୍ରେମ ଅଢ଼େଇ ଅକ୍ଷର ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ।ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚାରେ ରୁହନ୍ତି ନିଜ ବ୍ୟକ୍ତିଗତ ଜୀବନର କିଛି ଦୃଶ୍ୟକୁ ନେଇ । ବର୍ତ୍ତମାନ ସମୟ ରେ ସେହି ଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଙ୍କ ସହ ଅଭିନୟ କରିଛନ୍ତି ।ଆପଣ ମାନେ ତାଙ୍କୁ ଅନେକ ଚଳଚ୍ଚିତ୍ର ଦେଖିଥିବେ । ଅଭିନେତ୍ରୀ ଜଣକ ଅଭିନୟ ଦୁନିଆରୁ ଦୂରେଇ ହୋଇ ଯାଇଥିବା ସମୟରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ରେ । ଅଭିନେତ୍ରୀ ରିୟା ଙ୍କ ବିବାହ ଆଗାମୀ ଦିନ ହେବା କୁ ଯାଉଛି କାରଣ ବର୍ତ୍ତମାନ ସମୟ ରେ ତାଙ୍କର ନିର୍ବନ୍ଧ ସରି ଯାଇଛି । ଏହା ସୁଟିଂ ସେଟ୍ ର ଖବର ନୁହେଁ ବରଂ ରିଅଲ ଲାଇଫ ରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ପ୍ରେମ ଅଢ଼େଇ ଅକ୍ଷରୁ ଫିଲ୍ମ ଜରିଆ ରେ ଓଲିଉଡ୍‌ ରେ ପାଦ ରଖିଥିବା ରିୟା ସବୁ ନାୟକ ଙ୍କ ସହ ଅଭିନୟ କରି ନିଜର ଦକ୍ଷତା ଓ ପ୍ରତିଭାର ପ୍ରମାଣ ଦେଇ ସାରିଛନ୍ତି । କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଏମିତି ବି ପ୍ରେମ ହୁଏ, ଗୋଲାପୀ ଗୋଲାପୀ, ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍‌ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ସଫଳ ଫିଲ୍ମର ନାୟିକା ସାଜିଛନ୍ତି ରିୟା । ରିୟାଙ୍କ ଘର ବାଲେଶ୍ୱରରେ । ସେହି ଠାରେ ବାହାଘର ହେବ ବୋଲି ଯାହା ସୂଚନା ମିଳିଛି ।ଯାହା ଖବର ରହିଛି କି ରିୟା ଦେ ପ୍ରେମ ବିବାହ କରିଛନ୍ତି । ସୁନୀଲ ଦଳାଇ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment