ତେବେ ବନ୍ଧୁଗଣ ସେ ନାଚି ହେଉ ବା ଗୀତ ତାହା ଯଦି ଠିକ ଭାବରେ ହୋଇଥାଏ ତାହା ଦର୍ଶକ ମାନଙ୍କ ହୃଦୟକୁ ବେଶ ଆକର୍ଷିତ କରିଥାଏ | ଆଉ ଆମ ମନକୁ ମଧ୍ୟ ଛୁଇଥାଏ | ତେବେ ଆଜିକାଲି ସୋସିଆଲ ମିଡ଼ିଆର ଯୁଗରେ ସମସ୍ତେ ନିଜର ପ୍ରତିଭା କୁ ଦେଖାଇବାରେ ବ୍ୟସ୍ତ ଥାଆନ୍ତି | ଆଉ ନିଜର ପ୍ରତିଭା କୁ ଲୋକ ଲୋଚନ କୁ ଆଣିକି ନିଜର ଭବିଷ୍ୟତ ଗଢୁଛନ୍ତି ମଧ୍ୟ , ଆଉ ଜୀବନରେ ବହୁତ ବଡ଼ ନାଁ ମଧ୍ୟ କମାଉଛନ୍ତି |ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଝିଅ ତିନିଜଣ ଆରାଧନା ଗୀତ ର ତାଳ ରେ ତାଳ ଦେଇକି ବେଶ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି ଡାନ୍ସ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଜାଣିଛନ୍ତି କି ଡାନ୍ସ ଗୋଟିଏ ଏମିତି ଜିନିଷ ଯାହା ଯଦି ଠିକ ଭାବରେ ହୋଇଥାଏ ତାହେଲେ ସେହି ନାଚର ତାଳେ ତାଳେ ଆପଣ ଙ୍କର ପାଦ ମଧ୍ୟ ଉଠିଯିବ | ତେବେ ସେହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେଉଛି, ଯେଉଁଠି ଜଣା ପଡୁଛି କି ଝିଅ ତିନି ଜନ ଆରାଧନା ଗୀତରେ ବେଶ ସୁନ୍ଦର ଭାବରେ ଏକ ହିନ୍ଦୀ ଗୀତ ରେ ନାଚିବାକୁ ଲାଗିଛି ରାସ୍ତା ଉପରେ | ଆଉ ନାଚର ତାଳ ଏତେ ଆକର୍ଷଣୀୟ ଥିଲା କି ଯାହାକୁ ଶୁଣିବା ମାତ୍ରକେ ଓ ସେହି ଡାନ୍ସ ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କ ମନକୁ ମଧ୍ୟ ମୋହି ନେଉଛି |
ତେବେ ଝିଅ ଦୁଇଜଣଙ୍କର ଅଣ୍ଟା ଭଙ୍ଗୀ ଆଉ ନାଚର ତାଳ ଏତେ ସୁନ୍ଦର ଥିଲା କି ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ମଧ୍ୟ ଖୁସି ହୋଇ ଉଠିବ | ଆଉ ଝିଅ ଦୁଇଜଣଙ୍କୁ ଆପଣ ମାନେ ପ୍ରସଂଶା ନ କରି ରହି ପାରିବେନି | ତେବେ ସାଧାରଣତଃ ଯଦି ଗୋଟିଏ ଗୀତ ଆଉ ନାଚ ଟି ସୁନ୍ଦର ଢଙ୍ଗ ରେ ହୋଇଥାଏ ତାହା ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥାଏ ସମସ୍ତ ଙ୍କ ହୃଦୟକୁ | ଆଉ ଏହି ଝିଅ ଦୁଇଜଣ ପାଦରେ ପାଦ କୁ ମିଶାଇ ସମାନ ତାଳରେ ଏତେ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗୁଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ପ୍ରସଂଶା ନ କରି ରହିପାରିବେନି |
ତେବେ ଆଜି କାଲି ଏହିଭଳି ସୋସିଆଲ ମିଡ଼ିଆ ମାଧ୍ୟମରେ ପିଲାମାନେ ଡାନ୍ସ ଭିଡ଼ିଓ ମାଧ୍ୟମରେ ବିଭିନ୍ନ ପ୍ରକାରର ଡାନ୍ସ ପ୍ରଗ୍ରାମ ରେ ଭାଗ ନେଇକି ପ୍ରସଂଶା ର ପାତ୍ର ମଧ୍ୟ ହେଉଛନ୍ତି | ଆଉ ନିଜର ଭବିଷ୍ୟତ ମଧ୍ୟ ଗଢି ପାରୁଛନ୍ତି | ତେବେ ରାସ୍ତା ଉପରେ ଝିଅ 3 ଜଣଙ୍କର ଏପରି ଡାନ୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଦେଖିବା ପରେ ଲୋକ ମାନେ ଝିଅ ତିନି ଜଣଙ୍କର ଡାନ୍ସ ର ବହୁତ ପ୍ରସଂଶା ମଧ୍ୟ କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।