ଓଃ କି ମସ୍ତି ! ରୋମାଣ୍ଟିକ ଭାଉଜ ଙ୍କ ସହ Holi , ଶେଷରେ କଲେ ଏମିତି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ଙ୍କୁ ବେଶ ମଜା ଆସିଥାଏ | ଆଉ ଆପଣ ମାନଙ୍କୁ ମଧ୍ୟ ସେହି ଭଳି ମଜା କରିବା ପାଇଁ ଇଚ୍ଛା ହୋଇଥାଏ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ରଙ୍ଗ ର ପର୍ବ ହୋଲି ବିଷୟରେ କୁହାଯାଉଛି | ଆଉ ସେହି ହୋଲି ରେ କେଉଁ ଭଳି ଭାବରେ ସମସ୍ତେ ଏନଜୟ କରୁଛନ୍ତି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ସମୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | କୁହାଯାଏ କି ଆମ ଭାରତରେ ବିଭିନ୍ନ ଧର୍ମ ର ଲୋକ ମାନେ ବାସ କରିଥାନ୍ତି ଆଉ ସେମାନଙ୍କ ଚାଲି କଥା ବାର୍ତ୍ତା ଭାଷା ସବୁ କିଛି ଅଲଗା ହୋଇଥାଏ | ଆଉ ଏମିତି କି କୁହାଯାଏ କି ସେମାନଙ୍କ ଭିତରେ ପର୍ବ ପର୍ବାଣୀ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ | ଆଉ ସେହି ଭଳି ସ୍ଥଳରେ କିଛି ଏମିତି ପର୍ବ ରହିଛି ଯାହା କୁ ଆମ ଭାରତରେ ସମସ୍ତେ ପାଳନ କରିଥାନ୍ତି ଆଉ ତାହା ହେଉଛି ରଙ୍ଗ ର ପର୍ବ ଯାହାକୁ ଅନେକ ମାନେ ହୋଲି ବୋଲି କହିଥାଉ |

ତେବେ ସେହି ହୋଲି ରେ ସମସ୍ତେ ନିଜର ବ୍ୟସ୍ତ ବହୁଳ ଜୀବନ ରୁ ବାହାରି ଯାଇ ପରିବାର ସହିତ ସାଙ୍ଗ ସାଥି ଆତ୍ମୀୟ ସ୍ୱଜନ ଙ୍କ ସହିତ ଖୁସି ରେ ଏହି ରଙ୍ଗ ର ପର୍ବ କୁ ପାଳି ଥାଆନ୍ତି ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖୁବାକୁ ମିଳିଛି ଗୋଟିଏ ଫେମିଲି ରେ ସମସ୍ତେ ମିଶିକି ଖୁସିରେ ସହିତ ମନେଇବାକୁ ଲାଗିଛନ୍ତି ରଙ୍ଗ ର ପର୍ବ ହୋଲି କୁ | ଆଉ ଦେଖିବାକୁ ମିଳିଛି କି dj ବଜେଇ ବେଶ ସୁନ୍ଦର ଭାବରେ ତାଙ୍କର ଏହି ପର୍ବ କୁ ପାଳୁଛନ୍ତି |

ଆଉ ଗୋଟିଏ ପରିବାରର ସମସ୍ତେ ମିଶିକି ଏହିଁ ରଙ୍ଗୁଳୀ ର ପର୍ବ କୁ ଆନନ୍ଦ ଆଉ ଉଲ୍ଲସର ସହିତ ପାଳନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ଆଉ ତାହା ସହିତ ସାନ ଠାରୁ ଆରମ୍ଭ କରିକି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖୁସି ବନେଇଛନ୍ତି ହୋଲି ପର୍ବ ରେ ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment