ଓଃ କି ଡ୍ୟାନ୍ସ ! ରୋଷେଇ ଘର ଭିତରେ ଗାଉଁଲି ଭାଉଜ କଲେ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହା ଆପଣ ଙ୍କର ମନକୁ ବେଶ ପସନ୍ଦ ଆସିଥାଏ ବୋଲି କୁହାଯାଉଛି |ଆଉ ତାହା ବ୍ୟତୀତ ସୁନ୍ଦର ଭାବରେ ଭାଇରାଲ ହେଉଥିବା ଗୀତ ଵା ନାଚ ର ଭିଡ଼ିଓ ଗୁଡିକୁ ଦେଖି ଦର୍ଶକ ମାନେ ବେଶ ଖୁସି ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି | ଆଉ ବର୍ତ୍ତମାନ ସେହି ଭଳି ମହିଳା ଜଣଙ୍କ ଡାନ୍ସ ର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି |ତାହେଲେ ଆସନ୍ତୁ ବନ୍ଧୁବନ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଯୁଗ ବହୁତ ଆଜିକୁ ଯିବାକୁ ଲାଗିଲାଣି | ତାହା ସହିତ କୁହାଯାଉଛି କି ନିଜର ପ୍ରତିଭାକୁ ସମସ୍ତ ଙ୍କ ସାମ୍ନା କୁ ଆଣିବାକୁ ଆଉ ଲୋକ ମାନଙ୍କୁ କଷ୍ଟ କରିବାକୁ ପଡ଼ୁନାହିଁ | ତାହା ସହିତ ସୋସିଆଲ ମିଡ଼ିଆ ଜରିଆରେ ନିଜ ଭିତରେ ଲୁକ୍କାୟିତ ହୋଇକି ଥିବା ପ୍ରତିଭା କୁ ଆଜି କାଲି ଲୋକ ମାନେ ସୋସିଆଲ ମିଡ଼ିଆ ଜରିଆରେ ସମସ୍ତଙ୍କର ସାମ୍ନା କୁ ଆଣୁଛନ୍ତି ଆଉ ତାହା ସହିତ ଦର୍ଶକ ମାନଙ୍କର ପ୍ରସଂଶା ମଧ୍ୟ ସାଉଁଟିଥିବା କଥା ମଧ୍ୟ କୁହାଯାଉଛି |

ଆଉ ବର୍ରମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ମହିଳା ଜଣଙ୍କ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଡାନ୍ସ ର କମାଲ ଆଉ ତାହା ପୁଣି ରୁଷେଇ ଘର ଭିତରେ |ତେବେ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ସୋସିଆଲ ମିଡ଼ିଆ ଜରିଆରେ ପିଲାଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ପ୍ରତିଭା କୁ ଆଜିକାଲି ଦେଖାଇ ବାରେ ଲାଗିଛନ୍ତି | ଆଉ ସୁନ୍ଦେ ଭାବରେ ଗୀତ, ନାଚ ଓ ତାହା ସହିତ ଅଭିନୟ ର ଝଲକ ମଧ୍ୟ ଦେଖାଇ ଦର୍ଶକ ମାନଙ୍କର ମନକୁ. ମଧ୍ୟ କିଣି ନେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଗାଁ ର ମହିଳା ଜଣଙ୍କ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଡାନ୍ସ ର କମାଲ ତାହା ପୁଣି ଆଉ କେଉଁଠି ନୁହଁ ରୋଷେଇ ଘର ଭିତରେ ବୋଲି କୁହାଯାଉଛି |ଆଉ ଯାହା କୁହାଯାଉଛି କି ନିଜର ସୁନ୍ଦର ଭାବରେ ଡାନ୍ସ ର ଭିଡ଼ିଓ କୁ ଛାଡି ଦର୍ଶକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ର ପାତ୍ର ମଧ୍ୟ ହୋଇଛନ୍ତି |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment