ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ପ୍ରଥମ ଥର ପାଇଁ ନିଜ ପ୍ରେମ କାହାଣୀ ବିଷୟ ରେ ଜଣେଇଛନ୍ତି ।ଯାହା ଜାଣିବା ପାଇଁ ପ୍ରାୟ ଲୋକେ ଈଛୁକ ରହିଥାନ୍ତି ଆଉ ବର୍ତ୍ତମାନ ଏହାକୁ ନେଇ ସମସ୍ତେ ଚକିତ ମଧ୍ୟ।
ତେବେ ପିଣ୍ଟୁ ଭାଇ କହିଛନ୍ତି କିପରି ଭାବରେ ସେ ରୁପା ଙ୍କୁ ପ୍ରେମ କରିଥିଲେ ଆଉ ତାଙ୍କୁ ବିବାହ କରିଥିଲେ ବୋଲି। ତେବେ ପିଣ୍ଟୁ ଭାଇ କହିଛନ୍ତି କି ସମସ୍ତେ ଆମକୁ ନିଜର ବିବାହ ର ଫୋଟ ବିଷୟ ରେ ପଚାରିଥାନ୍ତି ସେୟାର କରିବା ପାଇଁ ମଧ୍ୟ କହନ୍ତି ମାତ୍ର ମୁଁ କେବେ ବି ତାହା କରି ପାରି ନଥାଏ କାରଣ ଆମର ସେହିଭଳି ବାହାଘର ହୋଇ ନଥିଲା। ରୂପା ଓ ମୋ ଭିତରେ ପ୍ରେମ ଥିଲା ଆମେ ଦୁହେଁ ଦୁହିଁଙ୍କୁ ଖୁବ ପସନ୍ଦ କରୁଥିଲୁ ମାତ୍ର ବିବାହ ପାଇଁ ଘରେ ରାଜି ନଥିଲେ।
କାରଣ ସେତେ ବେଳେ ଆମ ପରିବାର ରେ ଟିକେ ଅସୁବିଧା ଥିଲା, ତେଣୁ ମୁଁ ରୂପା ଙ୍କୁ ନେଇ ସିଧା ଘରୁ ପଳେଇ ଥିଲି। କାରଣ ଆମେ ଦୁହେଁ ଦୁହିଁଙ୍କ ବିନା ବଂଚିବା କଷ୍ଟକର ଥିଲା। ଆଉ ମୁଁ ସିଧା ରୁପା ଙ୍କୁ ନେଇ ପୁରୀ ପଳେଇ ଥିଲି ଆଉ ସେଠାରେ ୫ ଦିନ ରହିବା ପରେ , ପୁଣି ଘର କୁ ଫେରିଲୁ। ଆଉ ବର୍ତ୍ତମାନ ଆପଣ ମାନେ ଦେଖୁଛନ୍ତି କି ଆମର ଏକ ଖୁସି ର ପରିବାର ରହିଛି। ତେବେ ଏହା ପରେ ସେମାନେ ତାଙ୍କର ନୂଆ ରୋଷେଇ ଘର ପାଇଁ କିଛି ଜିନିଷ କିଣିଛନ୍ତି। ଏପଟେ ଘରକୁ ଫେରିବା ପରେ ରୁପା ଘର ସଫେଇ କରିବାରେ ଲାଗିଛନ୍ତି ଏବଂ ଏପଟେ ପିଣ୍ଟୁ ଭାଇ ଖୁସି ମା ଙ୍କ ସହ ମଜାମସ୍ତି କରୁଥିବା ର ଦେଖା ଯାଇଛି। ତେବେ ଏହି ଭିଡ଼ିଓ ଟିକୁ ନିଶ୍ଚିତ ଦେଖନ୍ତୁ ଏବଂ ପିଣ୍ଟୁ ଓ ରୁପା ଭାଉଜ ଙ୍କ ପ୍ରେମ କାହାଣୀ ବିଷୟ ରେ ନିଶ୍ଚିତ କମେଣ୍ଟ ମାଧ୍ୟମ ରେ ଜଣାନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।