ଦେଖନ୍ତୁ viral ଭିଡ଼ିଓ – ରୁପା ( rupa ) ତିଆରି କଲେ ନୂଆ style ରେ ଛତୁ ପୋକଡା, ଆଉ ସମସ୍ତେ ଖାଇ କହିଲେ ଏମିତି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ…

ଓଡ଼ିଶାର ନଂ ୱାନ ବ୍ଲଗର ରୂପା ପିଣ୍ଟୁଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କ ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ।ପ୍ରତିଦିନ ନୂଆ ନୂଆ ବ୍ଲଗ ଦର୍ଶକ ମାନଙ୍କ ସହିତ ସେୟାର କରି ଦର୍ଶକ ଭଲ ପାଇବା ଜିତି ପାରିଛନ୍ତି ରୂପା ପିଣ୍ଟୁ।ପ୍ରତିଦିନ ରୂପା ଓ ପିଣ୍ଟୁ ନୂଆ ନୂଆ ଭିଡିଓକୁ ଭିନ୍ନ ଏକ ଶୈଳୀରେ ଦର୍ଶକ ସାମ୍ନା ରେ ରଖିଥାନ୍ତି ଯାହାକୁ ଦର୍ଶକ ମାନେ ଦେଖିବା ପାଇଁ ଆଗ୍ରହର ସହିତ ଅନେଇ ରହିଥାନ୍ତି। ଏମାନଙ୍କ ପ୍ରତି ଭିଡିଓକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି। ପ୍ରତି ଭିଡିଓରେ ରହିଥାଏ ମିଲିୟନ ମିଲିୟନ ଭିଉୟୁ ଏବଂ ଲକ୍ଷ ଲକ୍ଷ ଲାଇକ।

ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ରୂପା ଆଜି ଏକ ରେସିପି ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି। ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି ତେବେ ଆସନ୍ତୁ ଜାଣିବା ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଆଜିର ବ୍ଲଗ୍ ବାବଦରେ।

ତେବେ ପିଣ୍ଟୁଙ୍କ ଘରେ ହେବ ଆଜି ଛତୁ ପୋକଡା ଆଉ ସେଥିପାଇଁ ରାସନ୍ କିଣିବା ପାଇଁ ବାହାରିଛନ୍ତି ପିଣ୍ଟୁ ଆଉ ରେସନ୍ କିଣି ଆଣିବା ପରେ ରୂପା ଛତୁ ପୋକଡ଼ା ତିଆରି କରିଛନ୍ତି। ଆଉ ସମସ୍ତେ ଖୁବ୍ ଖୁସିରେ ପକୋଡ଼ାକୁ ଖାଇଛନ୍ତି। ତେବେ ରୂପା ଛତୁ ପକୋଡ଼ାର ରେଶିପି ମଧ୍ୟ ସେୟାର କରିଛନ୍ତି। ରୂପା ପ୍ରଥମେ ମସରୁମ୍ କୁ ଧୋଇ ସେଥିରେ ବେସନ, ମଇଦା, କର୍ନଫ୍ଲର୍, ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ,ଜିରା, ଗରମ ମସଲା, କରି ପାଉଡର ଓ ଆବଶ୍ୟକ ମୁତାବକ ଲୁଣ ଦେଇ ଓ ଅଳ୍ପ ଅଳ୍ପ ପାଣି ଦେଇ ଗୋଳାଇ ଏହି ସ୍ଵାଦିଷ୍ଟ ପକୋଡ଼ାକୁ ପ୍ରସ୍ତୁତ କରିଛନ୍ତି। ଆଉ ଘରର ସମସ୍ତେ ରୂପାଙ୍କ ହାତ ତିଆରି ପକୋଡ଼ାକୁ ଖୁବ୍ ଏଞ୍ଜୟ କରୁଥିବାର ଦେଖିବାକୁ ମିଳୁଛି।


ଏହା ସହିତ ଭିଡିଓରେ ଦେଖିବାକୁ ମିଳିଛି ବହୁତ୍ ସାରା ମଜାମସ୍ତି। ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି। ଦର୍ଶକ ମାନେ ଏହି ଭିଡିଓ ଦେଖି ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ମାତ୍ର କିଛି ମିନିଟ୍ ମଧ୍ୟରେ ଏହି ଭିଡିଓକୁ ପାଖାପାଖି ପଚାଶ ହଜାର ଦର୍ଶକ ଦେଖି ସାରିଲେଣି। ଆପଣ ବି ଏହି ମଜା ମସ୍ତି ଭରା ଭିଡିଓ ଦେଖିଲେ ଜାଣି ପାରିବେ ଭିଡିଓଟି କେତେ ସୁନ୍ଦର୍ ହୋଇଛି। ତେବେ ଏହି ସୁନ୍ଦର ମଜାମସ୍ତି ଭରା ଭିଡିଓକୁ ଦେଖି ଏହାର ମଜା ନିଅନ୍ତୁ ଆଶା କରୁଛୁ ଏହି ଭିଡିଓଟି ଆପଣଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment