ଦେଖନ୍ତୁ viral ଭିଡ଼ିଓ : ହଟାତ ମଜା ମସ୍ତି କରୁ କରୁ ରୂପାଙ୍କ ସହିତ ଏମିତି ଘଟିଲା ….ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଓଡିଶା ର ଘରେ ଘରେ ସମସ୍ତଙ୍କର ମନରେ ଜାଗା କରିଥିବା ନମ୍ବର 1 ଭ୍ଲୋଗର ପିଣ୍ଟୁ ଆଉ ଖୁସି ଙ୍କର ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେମାନଙ୍କର କିଛି ଭାଇରାଲ ହେଉଥିବା ଭିଡିଓ ଗୁଡିକ, ଆଉ ଯେଉଁଠି ସେମାନେ କେବଳ ଏକ ନୁହନ୍ତି ପରିବାର ସହିତ ସାରା ଗାଁ ଲୋକ ମାନଙ୍କୁ ଖୁସି ହେଉଛନ୍ତି ପିଣ୍ଟୁ ଆଉ ଖୁସି ଙ୍କର ଯୋଡ଼ି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆର ଯୁଗରେ ସମସ୍ତ ଙ୍କ ପାଖରେ କିଛି ନାଁ କିଛି ପ୍ରତିଭା ଲୁଚି କି ରହିଛି | ଆଉ ଆଜିର ସୋସିଆଲ ମିଡ଼ିଆର ଯୁଗରେ ସେମାନେ ନିଜର ପ୍ରତିଭା କୁ ଦେଖାଇ ସମସ୍ତଙ୍କର ପ୍ରସଂଶାର ପାତ୍ର ମଧ୍ୟ ହେଉଛନ୍ତି |ତେବେ ସେହି ଭଳି ଲୋକ ମାନଙ୍କର ମନ ରେ ଘର କରିବାକୁ ଲାଗିଛନ୍ତି ପିଣ୍ଟୁ | ଆଉ ଯାହା ଦେଖିବାକୁ ମିଳିଛି ଭିଡିଓ ଟିରେ ତାଙ୍କର ହସ ଆଉ ଖୁସି ମୁହୂର୍ତ୍ତ ର କେତେକ ଭିଡିଓ ମାନ ଭାଇରାଲ କରି ବେଶ ଲୋକ ପ୍ରିୟତା ହାସଲ ମଧ୍ୟ କରିବାକୁ ଲାଗିଛନ୍ତି |

ଆଉ ଏଠାରେ ଦେଖିବାକୁ ମିଳିଛି କି ପିଣ୍ଟୁ ତାଙ୍କର ସ୍ତ୍ରୀ ରୁପା ଓ ଖୁସି ଙ୍କ ସହିତ ଅନ୍ୟ ପରିବାରର ସଦସ୍ୟ ଓ ଗାଁ ର ଲୋକ ମାନଙ୍କ ସହିତ ଖୁସି ମନାଉଛନ୍ତି | ଆଉ ଯେଉଁଠି ସେମାନେ ମିଶିକି ଗୋଟିଏ ଖେଳ ଖେଳିବାକୁ ଲାଗିଛନ୍ତି | ତେବେ ଗୋଟିଏ ହାଣ୍ଡି ରେ ଚକୋଲେଟ ରଖିଛନ୍ତି ଓ କିଛି କଏନ ମଧ୍ୟ ରଖିଛନ୍ତି | ଆଉ ତାହାକୁ ଶିକା ସାହାଯ୍ୟରେ ଉପରେ ଟାଙ୍ଗୀ ଦେଇଛନ୍ତି | ଆଉ ତାହାକୁ ଠେଙ୍ଗା ସାହାଯ୍ୟରେ ଆଖିରେ ପଟି ବନ୍ଧୀକି ବଢେଇବାକୁ ଲାଗୁଛନ୍ତି, ଆଉ ଯାହା ଫଳରେ ଉପସ୍ଥିତ ଥିଲା ସମସ୍ତେ ବେଶ ମଜା ନେଉଥିବାର ମଧ୍ୟ ଦେଖିବାକୁ ମିଳୁଛି ଆଉ ଯାହା କୁ ଦେଖିବା ପରେ ସମସ୍ତେ ବେଶ ଖୁସି ହେଉଛନ୍ତି |

ଆଉ ଜଣ ଜଣ କରିକି ସମସ୍ତଙ୍କର ଆଖିରେ ପୋଟି ବାନ୍ଧି ହାଣ୍ଡି କୁ ବଢେଇବାକୁ ଓ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ମଧ୍ୟ କେହି ହାଣ୍ଡି କୁ ଭାଙ୍ଗି ପାରି ନାହାନ୍ତି | ଆଉ ଶେଷରେ ରୁପା ଙ୍କ ଆଖିରେ ପଟି ବାନ୍ଧି ଦେଇଛନ୍ତି ଓ ସେ ଠେଙ୍ଗା ରେ ହାଣ୍ଡି ଭାଙ୍ଗି ଦେଇଛନ୍ତି ଆଉ ଯାହା ଫଳରେ ହାଣ୍ଡି ଭିତରେ ଥିବା ଚକଲେଟ ତଳେ ପଡିଯାଇଛି ଓ ପିଲାମାନେ ଖୁସି ରେ ଚକଲେଟ ଗୁଟାଉଁଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment