ଓଡିଶା ର No -1 Youtuber ରୁପାଙ୍କୁ ଦେଖି ଜାଣିନେଲା Lushi ! ଆଉ ତାପରେ ଯାହା ଘଟିଲା ଦେଖିଲେ ଆପଣଙ୍କ ହୋସ ଉଡିଯିବ ,ଦେଖନ୍ତୁ VIDEO …

ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶ ରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁ ଛନ୍ତି।

ତେବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ର ସବୁ ଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ।ୟୁଟ୍ୟୁବରେ ନିଜ ମନ ମୁତାବକ ଭିଡିଓ ଦେଖି ପାରିବା ଏହା ସହିତ ଆମ ମନ ମୁତାବକ ଭିଡିଓ ପୋଷ୍ଟ ମଧ୍ୟ କରି ପାରିବା ତେବେ ୟୁଟ୍ୟୁବରେ ମାଧ୍ୟମରେ ଲୋକେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସକ୍ଷମ ହୋଇ ପାରୁଛନ୍ତି ଏହା ସହିତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି। ୟୁଟ୍ୟୁବରେ ଭିନ୍ନ ଭିନ୍ନ କଣ୍ଟେଣ୍ଟ ମାଧ୍ୟମରେ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ବାରେ ସକ୍ଷମ ହୋଇ ପାରୁଛନ୍ତି।

ତେବେ ୟୁଟ୍ୟୁବରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉ ଥିବେ ଆଉ ଏହି ସବୁ ଭିଡ଼ିଓକୁ ପସନ୍ଦ ମଧ୍ୟ କରୁଥିବେ। ୟୁଟ୍ୟୁବରେ ଅପଲୋଡ ହେଉଥିବା ଭିଡିଓ ଗୁଡ଼ିକୁ ମଧ୍ୟରୁ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛି ତାହା ହେଉଛି ବ୍ଲଗ୍ ଭିଡିଓ। ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି। ଆପଣ ସୋସିଆଲ ମିଡିଆରେ ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏସବୁକୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ କରୁଥିବେ। ତେବେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବର୍ତ୍ତମାନ ସମୟରେ ଓଡ଼ିଶାର ନଂ ୱାନ ୟୁଟ୍ୟୁବ ନାମରେ ବେଶ୍ ଜଣାଶୁଣା।

ନିଜର ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟକୁ ବ୍ଲଗ୍ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ନିଆରା ଢଙ୍ଗରେ ଉପସ୍ଥାପନା କରି ବେଶ୍ ଲୋକପ୍ରିୟତା ସାଉଁଟି ପାରିଛନ୍ତି ୟୁଟ୍ୟୁବର ରୂପା ଓ ପିଣ୍ଟୁ। ତେବେ ଆପଣ ମାନେ ରୂପା ପିଣ୍ଟୁଙ୍କୁ ବେଶ ଭଲ ଭାବରେ ଜାଣିଥିବେ। କେବଳ ବ୍ଲଗ୍ ନୁହେଁ ବର୍ତ୍ତମାନ ସମୟରେ ଏମାନେ ଅନେକ ଗୁଡ଼ିଏ ଓଡ଼ିଆ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସୁଛନ୍ତି।ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ରୂପା ପିଣ୍ଟୁଙ୍କୁ ପୁଣିଥରେ ଅବିନାସ ଶତପଥୀଙ୍କ ପେଟ୍- ଜୋନରେ ଦେଖିବାକୁ ମିଳିଛି। ଏହା ସହିତ ଭିଡିଓରେ ବହୁତ୍ ସାରା ମଜାମସ୍ତି ଦେଖିବା ପାଇଁ ମିଳିଛି।ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଭିଡ଼ିଓଟିକୁ ଦର୍ଶକ ମାନେ ମଧ୍ୟ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି।

ଆପଣ ମଧ୍ୟ ଏହି ଭିଡିଓକୁ ଦେଖିଲେ ଜାଣି ପାରିବେ ଏହି ଭିଡିଓ କେତେ ସୁନ୍ଦର୍ ହୋଇଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment