ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସେହି ଭିଡ଼ିଓ ଗୁଡିକ ମଧ୍ୟରେ କିଛି ଆମକୁ ହସାଇଥାଏ ଆଉ କିଛି ଏମିତି ଭିଡ଼ିଓ ଅଛି ଯାହାକୁ ଦେଖିଲେ ଆମ ମନ ମଧ୍ୟ ଦୁଃଖ ହୋଇ ଯାଇଥାଏ | ତେବେ ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛି ସେ ହେଉଛନ୍ତି ଓଡିଶା ର ନମ୍ବର 1 ଭ୍ଲୋଗର ପିଣ୍ଟୁ ଙ୍କ ବିଷୟରେ | ତେବେ ପିଣ୍ଟୁ ତାଙ୍କର ଭୁଲ କୁ ନେଇକି କ୍ଷମା ମାଗିଛନ୍ତି ଆଉ ତାଙ୍କର ସମ୍ପର୍କ କୁ ସବୁବେଳେ ଷ୍ଟ୍ରଙ୍ଗ ରଖିବା କଥା କହିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଓଡିଶା ର ନମ୍ବର 1 ଭ୍ଲୋଗର ରୁପା ପିଣ୍ଟୁ ଆଉ ଖୁସି ଏକ୍ସପ୍ରେସ ବିଷୟରେ ଜାଣିଥିବେ | ଯେଉଁଠି ପିଣ୍ଟୁ ଅନେକ ପ୍ରକାରର ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି ଯାହା ତାଙ୍କର ଘରେ ଘଟୁଛି ଏମିତି କି ସେ ବର୍ତ୍ତମାନ ଅନେକ ପ୍ରକାରର ମ୍ୟୁଜିକ ଭିଡ଼ିଓ ମାନ ମଧ୍ୟ ବନେଇଛନ୍ତି | ଆଉ ବର୍ତ୍ତମାନ ପିଣ୍ଟୁ ଙ୍କର ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେହି ଭିଡ଼ିଓ ରେ ପିଣ୍ଟୁ ତାଙ୍କର ଭଉଣୀ ସୁନା ଓ ହେପି ଙ୍କୁ କ୍ଷମା ମାଗିଛନ୍ତି |ତାହା ସହିତ କହିଛନ୍ତି କି ଲୋକ ମାନେ ତାଙ୍କୁ ଖରାପ ଖରାପ କମେଣ୍ଟ ଦେଉଛନ୍ତି ଯାହା ଦେଖି ପିଣ୍ଟୁ ସହି ପାରୁ ନାହାନ୍ତି |
ତେବେ ରୁପା ଯେଉଁ ଧନି ଆଉ ଗରିବ କୁ ନେଇକି ଭ୍ଲୋଗ ଟି ବନେଇଥିଲେ ସେଥିରେ ପିଣ୍ଟୁ ଙ୍କୁ ଲଗେଇକି କିଛି କହି ନ ଥିଲେ କିନ୍ତୁ ପିଣ୍ଟୁ ତାହାକୁ ମନ କୁ ନେଇଥିଲେ ଆଉ ନ ବୁଝି ଏମିତି ଗୋଟିଏ କାମ କରିଥିବାରୁ ଭୁଲ ମଧ୍ୟ ମାଗୁଛନ୍ତି ପିଣ୍ଟୁ ଆଉ ହେପି ଙ୍କୁ ମଧ୍ୟ ପୂର୍ବ ପରି ମିଶିବା ପାଇଁ କହୁଛନ୍ତି | ଏହା ବ୍ୟତୀତ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ପିଣ୍ଟୁ ଙ୍କର ଘରେ ରୁପା ଘରୁ ବାହାରି ବାଡ଼ି ଆଡେ ଆସୁଛନ୍ତି ଆଉ ଜାମକୋଳି ଖାଇବେ ବୋଲି କହୁଛନ୍ତି |
ତାହା ବ୍ୟତୀତ ଘରେ ତାଙ୍କର ପୂଜା ଥିବାରୁ ସମସ୍ତେ ଏକାଠି ହୋଇଛନ୍ତି ଆଉ କୀର୍ତ୍ତନ ମଧ୍ୟ ଚାଲିଛି ତାହା ସହିତ ପୁରି ତରକାରୀ ମଧ୍ୟ ତିଆରି ହେଉଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ | ଆଉ କେଉଁ ଭଳି ଭାବରେ ସମସ୍ତେ ଘରେ ଖୁସି ଅଛନ୍ତି ଓ ପୂଜା ରେ ଯୋଗ ଦେଇଛନ୍ତି ତାହା ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।