Swastik Tv News Odisha

Sachetanata Ratha କାର୍ଯ୍ୟ କର୍ମରେ ଜବରଦସ୍ତ ଡ୍ୟାନ୍ସ କରି ସଚେତନତା କଲେ ଏହି ଝିଅ ମାନେ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ଅନେକ ସମୟରେ ସ୍କୁଲ ପିଲାମାନଙ୍କର ଅନେକ କିଛି କାର୍ଯ୍ୟକ୍ରମ ର ଭିଡିଓ ସବୁ ଦେଖିଥିବେ। କେତେବେଳେ ସେମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମର ଭିଡିଓ ସାମ୍ନାକୁ ଆସିଥାଏ ତ ପୁଣି କେତେବେଳେ ସଚେତନତା ବାର୍ତ୍ତା ପ୍ରଦାନ କରୁଥିବା ଦେଖିବାକୁ ମିଳିଥାଏ। ଅନେକ ସମୟରେ ସେମାନଙ୍କ ଡାନ୍ସ ଭିଡିଓ ମଧ୍ୟ ଲୋକେ ଦେଖିବାକୁ ପାଇ ବହୁତ୍ ଖୁସି ହୋଇଥାନ୍ତି। ଯେମିତି ଏବେ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ସ୍କୁଲ୍ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ାକୁ ନେଇ ସଚେତନତା କରିବା ପାଇଁ ତିଆରି ହୋଇଥିବା ସଚେତନତା ରଥ ଆଗରେ ଡାନ୍ସ କରୁଛନ୍ତି।

ବହୁତ୍ ସୁନ୍ଦର୍ ଭାବରେ ଏଠାରେ ଛାତ୍ରୀ ମାନେ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରୁଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହା ଏକ ବାଳିକା ଉଚ୍ଚ ବିଦ୍ୟାଳୟର ଭିଡିଓ।ଏହି ସ୍କୁଲ ଟି ହେଉଛି ସୁନ୍ଦରଗଡ଼ ଜିଲ୍ଲାର ବନିଆଗଡ ଠାରେ। ତେବେ ଏଠାରେ ପିଲାମାନେ କିପରି ଡାନ୍ସ କରିଛନ୍ତି ଥରେ ଦେଖନ୍ତୁ।ସ୍କୁଲ୍ ୟୁନିଫର୍ମ ପିନ୍ଧି ସେମାନେ ସୁନ୍ଦର୍ ଭାବରେ ଏହି ନୃତ୍ୟ ପରିବେଷଣ କରୁ ଥିବାର ଦେଖିବାକୁ ମିଳିଛି।ଏକ ସୁନ୍ଦର୍ ଗୀତ, ପଢ଼ିବୁ ରେ ପଢ଼ିବୁ, ଆମେ ପାଠ ପଢ଼ିବୁ, ଗୀତରେ ଛାତ୍ରୀ ମାନେ ଏଠାରେ ଡାନ୍ସ କରୁଛନ୍ତି। ସେଠାରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ନାଚକୁ ଉପଭୋଗ କରୁଛନ୍ତି।

ଯେଉଁ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରୁଛନ୍ତି ସେମାନେ ଖୁସିର ସହିତ ଏହାକୁ ପ୍ରଦର୍ଶନ କରୁଥିବା ବେଳେ ସେଠାରେ ଉପସ୍ଥିତ ଅନ୍ଯ ପିଲାମାନେ ତାଳି ମାରି ସେମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଦୃଶ୍ୟକୁ ରେକର୍ଡ କରି ୟୁ ଟ୍ୟୁବ୍ ଚ୍ୟାନେଲରେ ଅପଲୋଡ଼ କରା ଯାଇଛି। ଏହାକୁ ଦେଖି ଭିଉଅର ମାନେ ବହୁତ୍ ଖୁସି ହେଉଛନ୍ତି। ଆପଣ ବି ଥରେ ଛାତ୍ରୀ ମାନଙ୍କର ଏହି ଡାନ୍ସ ଭିଡିଓ କୁ ଦେଖନ୍ତୁ ନିଶ୍ଚିତ ଭାବରେ ଏହାକୁ ଦେଖି ଆପଣ ବି ଖୁସି ହେବେ। ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ପିଲା ମାନଂକର ଜବରଦସ୍ତ ଡାନ୍ସ ଭିନ୍ନ ଷ୍ଟାଇଲ ରେ ଦେଖିବାକୁ ମିଳିଛି ଏହି ଭିଡିଓ ରେ।

ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।ତେବେ ଏହି ଭିଡିଓ ରେ ଯେଉଁ ପିଲାମାନେ ଡାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ବାସ୍ତବରେ ଏହା ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ। ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ଏହିଭଳି ଭାବରେ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ। ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ଯାହା ଏହି ଭିଡିଓ ରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.