Swastik Tv News Odisha

Sadhu Bani – ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 20 ଟି ସଙ୍କେତ, ଥରୁଟିଏ ନିଶ୍ଚୟ ଜାଣି ରଖନ୍ତୁ

0

କିଛି ଲୋକ ମାନିଥାନ୍ତି ସବୁକିଛି ପରିଶ୍ରମ କରିବା ଦ୍ୱାରା ମିଳିଥାଏ କିନ୍ତୁ ଏମିତି କିଛି ଜିନିଷ ଥାଏ ଯାହା ଜୀବନରେ ଭାଗ୍ୟର ବଳବାନ ହିସାବରେ ମିଳିଥାଏ । ହିନ୍ଦୁଧର୍ମର ଲୋକମାନେ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ କରିଥାନ୍ତି , ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଶାସ୍ତ୍ରରେ ବର୍ଣ୍ଣିତ କେତେକ ସଙ୍କେତ ବିଷୟରେ କହିବୁ । ଯଦି ଆପଣ ମାନଙ୍କୁ ଏହି ସଙ୍କେତ ମିଳୁଛି ତେବେ ନିକଟ ଭବିଷ୍ୟତରେ ଧନବାନ ହେବାକୁ ଯାଉଛନ୍ତି ।

1. ମଧୁର ସଙ୍ଗୀତ :-

ସକାଳୁ ଉଠିବା ସମୟରେ ଆପଣଙ୍କ ଆଖପାଖରେ ଯଦି ମନ୍ଦିରର ଶବ୍ଦ , ଯେପରି ଶଙ୍ଖ, ଘଣ୍ଟିର ଶବ୍ଦ ବା କିଛି ମଧୁର ସଙ୍ଗୀତ ଶୁଣନ୍ତି । ତେବେ ଏହା ଶାସ୍ତ୍ରରେ ଆସୁଥିବା ଭଲ ମାର୍ଗର ସଙ୍କେତ ବୋଲି କୁହାଯାଏ ।

2. ଝିଣ୍ଟିକା :-

ଝିଣ୍ଟିକାର ଶବ୍ଦ ଶୁଣିବା ବା ଦେଖିବା ର ମାନେ ଆପଣଙ୍କର ଖରାପ ଦିନ ଶେଷ ହେବାର ସଙ୍କେତ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି ।

3. ଘୁଷୁରୀ :-

ଘୁଷୁରୀକୁ ସର୍ବଦା ଭଲ ଭାଗ୍ୟ ଆଣିଥାଏ ବୋଲି ମାନ୍ୟତା ରହିଛି , ସେଥିପାଇଁ ଶାସ୍ତ୍ରରେ ଘୁଷୁରୀକୁ ମଧ୍ୟ ଶୁଭ ବିଚାର କରାଯାଇଥାଏ ।

4. ଡଲଫିନ :-

ଡଲଫିନକୁ ମଣିଷର ଭଲ ବନ୍ଧୁ ବୋଲି ବିଚାର କରାଯାଇଥାଏ , ତାକୁ ମଧ୍ୟ ଭଲ ଭାଗ୍ୟ ଆସିବାର ମଧ୍ୟ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

5. କଇଁଛ :-

ଏହାକୁ ପୂରା ଦୁନିଆରେ ଭଲ ଭାଗ୍ୟର ପ୍ରତୀକ ବୋଲି ମାନିଥାନ୍ତି , ଏହାକୁ କିଛି ବି ରୂପରେ ଦେଖିବା ଅତ୍ୟନ୍ତ ଶୁଭ ବା ଭଲ ଖବର ଆସିବାର ସଙ୍କେତ ମିଳିଥାଏ ।

6. ହାତ କୁଣ୍ଡାଇହେବା :

ଯଦି ଆପଣଙ୍କର ହାତ କୁଣ୍ଡାଇ ହେଉଛି ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ , ଏବଂ ଧନ ନାହାତି କିଛି ଦିନ ମଧ୍ୟରେ ମିଳିଯିବ ବୋଲି ମାନ୍ୟତା ଥାଏ ।

7. ବର୍ଷାରେ ସୂର୍ଯ୍ୟ ଚମକିବା :-

ଆପଣ ବର୍ଷାରେ ଓଦା ହେବା ସମୟରେ ଆକାଶରେ ଚମକୁଥିବା ସୂର୍ଯ୍ୟ ଦେଖନ୍ତି , ତାହେଲେ ଜାଣି ନିଅନ୍ତୁ ଆପଣ ବହୁତ ଜଲ୍ଦି ମାଲମାଲ ହେବାକୁ ଯାଉଛନ୍ତି ।

8. ଶୁଭଦିନରେ ପଇସା ଆସିବା :-

ଆମ ସମସ୍ତଙ୍କ ଜୀବନରେ କେବେକେବେ ଶୁଭଦିନ ଆସିଥାଏ , ସେହି ସମୟରେ ଯଦି ଆପଣଙ୍କୁ କେଉଁଠି ଧନର ପ୍ରାପ୍ତି ହୋଇଥାଏ ତାହେଲେ ଜାଣି ନିଅନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ।

9. ମୋତି :-

ଅନେକ ସମୟରେ ମୋତିକୁ ଆଭୂଷଣ ରୂପେ ବ୍ୟବହାର କରିଥାନ୍ତି , ଏହି ମୋତି ଗୁଡିକୁ ଭଲ ଭାଗ୍ୟର ପ୍ରତୀକ ବୋଲି ମାନ୍ୟତା ରହିଛି ।

10. ବଗିଚାର ପ୍ରାକୃତିକ ଦୃଶ୍ୟ ଦେଖିବା :-

ବର୍ଷାପରେ ଯଦି ଆପଣ ବଗିଚାରେ ବେଙ୍ଗର ଶବ୍ଦ ଶୁଣୁଛନ୍ତି , ତେବେ ଏହା ଭଲ ଖବର ଅଟେ ଏହା ଆପଣଙ୍କ ଭାଗ୍ୟକୁ ବଦଳାଇଦେଇ ଥାଏ ।

11. କୁକୁର ଘରକୁ ଆସିବା :-

ଯଦି କେହି କୁକୁର ଆପଣଙ୍କ ଘରକୁ ଆସିଥାଏ , ତେବେ ଆପଣଙ୍କ ର ଭବିଷ୍ୟତରେ ଆସୁଥିବା ଧନର ସଙ୍କେତ ଅଟେ ।

12. କିଛି ଜିନିଷ ମିଳିବା :-

ଆପଣଙ୍କୁ ରାସ୍ତାରେ ବା କୁଆଡେଁ ଯିବା ବେଳେ ଚାରି ପତ୍ରିଆ ଘାସ ବା ଗୋଟିଏ ଶିକା ମିଳିଲେ ତାକୁ ସମ୍ଭାଳିକି ରଖନ୍ତୁ ।

13. ଭୁଲରେ ପୋଷାକ ଓଲଟା ପିନ୍ଧିବା :-

ଅନେକ ସମୟରେ ବ୍ୟସ୍ତତା ମଧ୍ୟରେ ଆମ୍ଭେମାନେ ପୋଷାକକୁ ଓଲଟା ପିନ୍ଧିଥାଉ , ଯେତେବେଳେ ଜାଣିଥାଉ ଆମକୁ ବହୁତ ରାଗ ଲାଗିଥାଏ କିନ୍ତୁ ଏହା ଆଗାମୀ ସମୟରେ ଆସୁଥିବା କିଛି ଶୁଭ ସମୟର ସଙ୍କେତ ମିଳୁଛି ।

14. ଆଖୁ :-

ସକାଳୁ ବାହରକୁ ଯିବା ସମୟରେ ଯଦି ଆଖୁ ଦେଖନ୍ତି , ଏହି ସଙ୍କେତ ଆପଙ୍କୁ କେଉଁଟି ପଇସା ମିଳିପାରେ ।

15. ଧଳାଗାଈ :-

ଯଦି କେବେ ଆପଣଙ୍କ ଜମି ବା ବଗିଚାରେ ଗାଈ ଆସି ଚରନ୍ତି , ତାହେଲେ ବୁଝିଯିବେ କି ମା ଲକ୍ଷ୍ମୀ ସ୍ୱଂୟ ସନ୍ଦେଶ ପଠାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.