ଆମ ଜୀବନରେ ଏମିତି କିଛି କାର୍ଯ୍ୟ ଆମେ ନୀତିଦିନ କରିଥାଉ କିନ୍ତୁ ସେହି କାର୍ଯ୍ୟ ଭିତରେ କିଛି ଏମିତି ଭୁଲ ଭଟକା ରହିଥାଏ ଯାହାକୁ କରିବା ଦ୍ୱାରା ଜୀବନରେ ଅମଙ୍ଗଳ ହେଇଥାଏ ।ତେବେ ଅସମ୍ୱର ଆଜି କେତୋଟି କଥା କହିବୁ ଯାହାକୁ ସବୁବେଳେ ମାନିବା ଦରକାର ।
-ଗାଧେଇ ସାରିବା ପରେ ପ୍ରତିଦିନ ସୂର୍ଯ୍ୟ ଙ୍କୁ ପାଣି ଅର୍ପଣ କରନ୍ତୁ ଆଉ ଗାଧେଇ ସାରିବା ପରେ ସବୁଦିନ ପାଟିରେ କିଛି ଲୁଣ ପକାନ୍ତୁ ।ଆଉ ଗାଧେଇ ସାରିବା ପରେ ଭୁଲରେ ବି ଲୁଣ ଓ ମୁଡ଼ି କୁ ଛୁଇଁବେ ନାହିଁ ଯେତେ ପର୍ଯ୍ୟନ୍ତ କିଛି ଖାଇ ନାହାନ୍ତି ।ତେବେ ଏହା ମାନିଲେ ଆପଣଙ୍କ ର ସର୍ବଦା ମଙ୍ଗଳ ହେଇଥାଏ ।
-ବନ୍ଧୁମାନେ ଆପଣ ମନ୍ଦିର ଯାଆନ୍ତି କିନ୍ତୁ ସବୁବେଳେ ମନ୍ଦିର ଯିବା ଆଗରୁ ଏହି କେତୋଟି ଜିନିଷ ଜାଣି ରଖନ୍ତୁ ।ତେବେ ମନ୍ଦିର ଭିତରକୁ ପ୍ରବେଶ କରିବା ଆଗରୁ ପ୍ରଥମେ ବାହାନ କୁ ପ୍ରଣାମ କରନ୍ତୁ ।ତାପରେ ମନ୍ଦିର ଭିତର ଘଂଟା କୁ ବ୍ଯଅନ୍ତୁ ତାପରେ ଯାଇ ଦେବା ଦେବୀ ଦର୍ଶନ କରନ୍ତୁ ତେବେ ସାଙ୍ଗେ ସାଙ୍ଗେ ମନ୍ଦିରରୁ ନ ଆସି ମନ୍ଦିର ଭିତରେ କିଛି ସମୟ ବସନ୍ତୁ ।ଏହା କଲେ ଆପଣଙ୍କ ମନ୍ଦିର ଯିବା ସାର୍ଥକ ହେଇ ଥାଏ ।
-ଆମ ସମାଜରେ ବିବାହ ବେଳେ ପ୍ରତ୍ୟେକ ଝିଅ ଯୌତୁକ ନେଇ ଥାଆନ୍ତି ତେବେ ଏହି ଯୌତୁକ ର ପ୍ରକୃତ ଅର୍ଥ କେହି ଜାଣି ନାହାନ୍ତି ତେଣୁ ଗାଡି,ଟଙ୍କା ,ପଇସା ଓ ଗହଣା ଆଦି ନେଇ ଥାଆନ୍ତି ଯୌତୁକ ରେ ।ତେବେ ଯୌତୁକ ର ଅର୍ଥ ହେଉଛି..
ଯ-ଯମ ପାଖରୁ ଫେରେଇ ଆଣିବ (ଯଦି ସ୍ୱାମୀର କିଛି ହୁଏ ତାହେଲେ ସ୍ତ୍ରୀ ସ୍ୱାମୀଙ୍କୁ ମୃତ୍ୟୁ ପାଖରୁ ଫେରେଇ ଆଣିବ ।)
ଉ-ଉତ୍ତର କେବେ ଫେରେଇବେ ନାହିଁ ( ବୋହୁ ହେଲା ପରେ କେବେ ଉତ୍ତର ଦେବେ ନାହିଁ)
ତୁ-ତୁ ଶୁଣିବୁ ମାତ୍ର ତୁ ବୋଲି କହିବୁ ନାହିଁ (ବିବାହ ପରେ ନିଜେ ତୁ ଶୁଣିବ ନାରୀ ମାତ୍ର ତୁ କାହାକୁ କହିବ ନାହିଁ )
କ-କନ୍ୟା ଥିଲୁ କୁଳ ବୋହୁ ହେଲୁ ଦୁଇ କୁଳର ସମ୍ମାନ ରଖିବୁ (ଝିଅ ଥିଲୁ ଓ ବୋହୁ ହେଲା ପରେ ଦୁଇ କୁଳର ମାନ ନାରୀ ବହନ କରିଥାଏ )।
ଯେଉଁ ପରିବାର ସୁନା ଗହଣା ଓ ଟଙ୍କା ପଇସା ଯୌତୁକ ରେ ନେଇ ଥାଆନ୍ତି ସେମାନେ କେବେ ଏହି ଚଶ୍ରୀ ଜିନିଷ ପାଇ ପାରନ୍ତି ନାହିଁ ।
-ମହିଳା ମାନେ ରଖନ୍ତୁ ବହୁତ ସମୟରେ ବାସନ ମାଜିବା ବେଳେ ବାସନର ଶବ୍ଦ ବହୁତ ଜୋରରେ ହେଇଥାଏ ଆଉ ହସ୍ତର ପିନ୍ଧିଥିବା ଚୁଡିର ଶବ୍ଦ ବି ବହୁତ ଜୋରରେ କରିଥାଆନ୍ତି ।ତେବର ଜାଣି ରଖନ୍ତୁ ଏହା କଲେ ଆପଣଙ୍କ ଘରୁ ଲକ୍ଷ୍ମୀ ଦୁରେଇ ଯାଆନ୍ତି ଓ ତାଙ୍କର କୋପ ଦୃଷ୍ଟି ପଡିଥାଏ ଆପଣଙ୍କ ଉପରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।