Swastik Tv News Odisha

Sadhu Bani – ଶୋଇବା ପୂର୍ବରୁ କରି ନିଅନ୍ତୁ ଏହି 3 ଟି କାମ , ଆପଣଙ୍କ ସ୍ତ୍ରୀ ପର ପୁରୁଷକୁ ଆଡ ଆଖିରେ ମଧ୍ୟ ଚାହିଁବେ ନାହିଁ

0

ବିବାହ ପରେ ପ୍ରତ୍ୟେକ ପୁରୁଷ ଓ ମହିଳା ମାନଙ୍କୁ ଅନେକ ସାକ୍ରିଫାଇଜ୍ କରିବାକୁ ପଡିଥାଏ । କାରଣ ବହୁତ ଥର ଛୋଟ ଛୋେଟ ଭୁଲ ଭୟାନକ ରୂପ ନେଇଥାଏ ଏବଂ ବିବାହର ପବିତ୍ର ସମ୍ପର୍କରେ ରାଗ ରୋଷ ଆରମ୍ଭ ହୋଇଯାଏ । ଆପଣ ମାନେ ନିଶ୍ଚୟ ଶୁଣିଥିବେ ବା ଦେଖିଥିବେ ଯେ , ବିବାହ ପରେ କିଛି ଝିଅ ମାନେ ସ୍ୱାମୀ ଙ୍କ ସହ ଏଡଜଷ୍ଟ କରି ପାରନ୍ତି ନାହିଁ । ନିଜ ସ୍ୱାମୀଙ୍କୁ ଇଗନର କରି ପର ପୁରୁଷଙ୍କ ସହ ସମ୍ପର୍କ ରଖିଥାନ୍ତି । ଏଥିରେ କେବଳ ଝିଅ ମାନେ ନୁହଁ ପୁଅ ମାନେ ମଧ୍ୟ ଦାୟୀ ଅଟନ୍ତି ।

ଏଥିପାଇଁ ଯଦି ଆପଣଙ୍କର ସ୍ତ୍ରୀ ଆପଣଙ୍କୁ ଛାଡି ଅନ୍ୟ ପୁରୁଷଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ତେବେ ଏଥିରେ କେଉଁଠି ନା କେଉଁଠି ଆପଣଙ୍କର ଦୋଷ ଅଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି 3 ଟି ଟିପ୍ସ ବିଷୟରେ ଜଣେଇବୁ ତାହା ଆପଣ କରିବା ଦ୍ୱାରା ଆପଣଙ୍କ ସ୍ତ୍ରୀ ଆପଣଙ୍କ ପ୍ରେମରେ ପାଗଳ ହେବ । ଏଥିପାଇଁ ଆପଣଙ୍କୁ ବାସ୍ ରାତିରେ ଶୋଇବା ପୂର୍ବରୁ ଏହି 3 ଟି କାମ କରିବାକୁ ପଡିବ , ତେବେ ଯାଇ ଆପଣ ଙ୍କ ସ୍ତ୍ରୀ କେବେହେଲେ ଅନ୍ୟ ପୁରୁଷଙ୍କ ପ୍ରତି ଆକର୍ଷିତ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି 3 ଟି କାର୍ଯ୍ୟ କଣ କଣ ।

1. ରୋମାଣ୍ଟିକ କଥା :-

ଯଦି ଆପଣ ଆପଣଙ୍କ ବିବାହିତ ଜୀବନରେ ଖୁସୀ ର ମିଠା ବନିରହିବାକୁ ଚାହୁଁଛନ୍ତି , ଏଥିପାଇଁ ଆପଣଙ୍କୁ ଲାଇଭ୍ ରେ ଅଳ୍ପ ରୋମାନ୍ସ ତଡକା ଲଗାଇବାକୁ ପଡିବ । କାରଣ ରୋମାନ୍ସ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା କୁ ଶେଷ କରିଥାଏ । ଯଦି ଆପଣ ଦିନଯାକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି , ତେବେ ରାତିରେ ଶୋଇବା ପୂର୍ବରୁ ବେଡରୁମରେ ସ୍ତ୍ରୀ ସହ କିଛି ମିଠା କଥା ଏବଂ ପ୍ରେମଭାରା କଥା କୁହନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ସ୍ତ୍ରୀ ଆପଣଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ବିଷୟରେ ଭାବିବେ ନାହିଁ ।

2. ପ୍ରଶଂସା କରିବା :-

ସବୁ ଝିଅଙ୍କୁ ନିଜର ପ୍ରଶଂସା ଶୁଣିବାକୁ ଭଲ ଲାଗିଥାଏ , ଏମିତିରେ ଆପଣ ମଧ୍ୟ ଶୋଇବା ପୂର୍ବରୁ ସ୍ତ୍ରୀର ଭରି ଭରି ପ୍ରଶଂସା କରନ୍ତୁ । ତେବେ ସେ ଖୁସୀ ହୋଇଯିବ ଏବଂ ଆପଣ ତାହା ପାଇଁ ବହୁତ ସ୍ପେଶିଆଲ ହୋଇଯିବେ ।

3. କୁଣ୍ଢେଇ ହୋଇ ଶୋଇବା :-

ଯଦି ଆପଣ ଶୋଇବା ପୂର୍ବରୁ ନିଜ ସ୍ତ୍ରୀଙ୍କୁ କୁଣ୍ଢେଇ ଧରି ଶୋଇବେ , ତେବେ ତାହାର ଦିନ ଯାକର କଷ୍ଟ ଏବଂ ଟେନସନ ଭୁଲିକରି ଆପଣଙ୍କ ପ୍ରେମରେ ଭୁଲିଯିବ । ଏହା ଦ୍ୱାରା ଆପଣ ନିଜ ସ୍ତ୍ରୀଙ୍କ ସହ ଭାବନାତ୍ମକ କନେକସନ ରେ ଯୋଡିଯିବେ । ଆପଣଙ୍କ ପତ୍ନୀ ଆପଣଙ୍କ ଠାରୁ କେବେ ଦୂରେଇ ଯିବନି , ସର୍ବଦା ହସଖୁସୀରେ ଜୀବନ ବିତେଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.