Swastik Tv News Odisha

Sadhu Bani – ସିନ୍ଦୁର ମଥାରେ ଲଗାଇବା ପୂର୍ବରୁ ଥରୁଟିଏ ନିଶ୍ଚୟ କରନ୍ତୁ ଏହି କାମ, ନଚେତ ଘଟିପାରେ ଅଘଟଣ…

0

ବନ୍ଧୁମାନେ ଅନର୍କ ସମୟରେ ଆମ ଶାସ୍ତ୍ରରେ ବହୁତ କିଛି ନିୟମ ଦିଆଯାଇଥାଏ ଯାହାକୁ ମାନିଲେ ଆମ ଜୀବନ ସୁରୁଖୁରୁରେ ପରିଚାଳିତ ହେଇଥାଏ ।କିନ୍ତୁ ସମୟ ଅନୁସାରେ ଲୋକମାନେ ସେହି ନିୟମ ଗୁଡିକୁ ଆଉ ମାନୁ ନାହାନ୍ତି ଆଉ ଯେଉଁଥି ପାଇଁ ସେମାନେ ପରବର୍ତୀ ସମୟରେ ବହୁତ ସମସ୍ୟାରେ ଫସି ରହନ୍ତି ।ତେବେ ଆମେ ଆଜି କିଛି ଏମିତି ନିୟମ ଗୁଡିକୁ ଖୀବୁ ଯାହା ମାନିଲେ ଆପଙ୍କୁ ଜୀବନ ସବୁବେଳେ ସୁଖରେ ଅତିବାହିତ ହେବ ।ତେବେ ଜାଣି ରଖନ୍ତୁ ସେହି ନିୟମ ଗୁଡିକୁ…

-ସମସ୍ତଙ୍କ ଘରେ ସବୁଦିନେ ସକାଳେ ଓ ସନ୍ଧ୍ୟାରେ ଘର ଓ ବାହାରେ ଝାଡୁ ମରା ହେଇଥାଏ କିନ୍ତୁ ମନେ ରଖନ୍ତୁ ସପ୍ତାହର ଦୁଇଦିନ ଶନିବାର ଓ ରବିବାର ଦିନ ସକାଳେ ଆଗ ବାହାରେ ପାଣି ଛିଞ୍ଚନ୍ତୁ ତାପରେ ଝାଡୁ ମାରିବେ । ଆଉ ପରେ ଘର ଭିତରେ ଝାଡୁ କରିବେ,ତେବେ ଏହି ଦୁଇ ଦିନ ବାହାରେ ଆଜି ଝାଡୁ କଲେ ଯଦି କାହାର ଖରାପ ଘର ଉପରେ ଦୃଷ୍ଟି ପଡିଥାଏ ତାହେଲେ ଯାହା ପାଖରୁ ସେହି ଦୃଷ୍ଟି ଆସିଥାଏ ତାହା ତା ପାଖକୁ ଫେରି ଯାଏ ।

-କିଛି ଲୋକମାନେ ଗାଧେଇ ସାରିବା ପରେ ସୂର୍ଯ୍ୟ ଙ୍କୁ ପାଣି ଅର୍ପଣ କରିଥାଆନ୍ତି ତେବେ ଏହା କରିବା ଭଲ ଅଟେ ।କିନ୍ତୁ ଜାଣି ରଖନ୍ତୁ ଆପଣ ଯେତେବେଳେ ବି ପାଣି ଦେଉଛନ୍ତି ସେହି ପାଣି ସଜ ପାଣି ହେବା ଦରକାର ଓ ପୂର୍ବ ଦିଗକୁ ପାଣି ଅର୍ପଣ କରିବା ଉଚିତ ।ଆଉ ଯେଉଁ ପାତ୍ରରେ ପାଣି ଦେଉଛନ୍ତି ତାହା ତମ୍ବାରେ ହେଲେ ବହୁତ ଭଲ ଅଟେ ।ଆଉ ସବୁବେଳେ ଧ୍ୟାନ ଦେବର ଯେଉଁ ପାଣି ଡାଳିବେ ତାହା ଯେମିତି ମାଟିରେ ପଡିବ ନାହିଁ ତାହା କିଛି ଗଛ ମୂଳରେ ପଡିଲେ ସେହି ଗଛ ପାଇଁ ବହୁତ ଭଲ ଓ ସୂର୍ଯ୍ୟ ଦେବ ବି ଖୁସି ହେଇଥାନ୍ତି ।

-ବିବାହ ଆମ ଦୁନିଆର ଏମିତି ଉତ୍ସବ ଯାହା ସମାଜକୁ ଆଗକୁ ବଡିବାରେ ସାହାଯ୍ୟ କରିଥାଏ ।ଆଉ ଏଥିପାଇଁ କିଛି ରୀତିନୀତି ପରମ୍ପରା ରହିଥାଏ ତେବେ ଆଜିର ଏହି ଦୁନିଆରେ ବହୁତ କିଛି ରୀତିନୀତି କୁ ମାନା ଯାଉନାହିଁ ।ତେବେ ଜାଣି ରଖନ୍ତୁ ବିବାହ ପାଇଁ କିଛି ନିର୍ଦ୍ଦିଷ୍ଟ ମାସ ରହିଛି ତା ଛଡା ଯଦି ଚୈତ୍ର, ଶ୍ରାବଣ, ଭାଦ୍ରବ,ଆଶ୍ଵିନ ,କାର୍ତିକ ଓ ପୌଷ ମାସ ମାନଙ୍କରେ ଯଦି କେହି ବିବାହ ହେଇଥାଏ ତେବେ ସେହି ବିବାହରେ 90 ପ୍ରତିଶତ କନ୍ୟା ଆଜୀବନ ଦୁଃଖରେ ରହିଥାନ୍ତି ।

-ନାରୀ ମାନେ ବିବାହ ପରେ ସିନ୍ଦୁର ଲଗେଇ ଥାଆନ୍ତି ତେବେ ଏହି ସିନ୍ଦୁର ପିନ୍ଧିବା ସମୟରେ କିଛି ନିୟମ ପାଳନ କରିବେ ଯେପରି, କେବେବି ସିନ୍ଦୁର କାହା ସାମ୍ନାରେ ପିନ୍ଧିବେ ନାହିଁ ଆଉ ସିନ୍ଦୁର ପିନ୍ଧିଲା ବେଳେ ମୁଣ୍ଡରେ ଓଡ଼ଣା ଦେଇ ସିନ୍ଦୁର ଲଗେଇବେ ।ଆଉ କେବେ କହି ବାହାର ସ୍ତ୍ରୀ ଲୋକ ସିନ୍ଦୁର ପିନ୍ଧିବା ପାଇଁ ମାଗନ୍ତି ତେବେ ତାଙ୍କୁ ନିଜ ସିନ୍ଦୁର ଡ଼ବା କେବେ ଦେବେ ନାହିଁ ତେବେ ଏହି ସବୁ ନିୟମ କଲେ ଆପଣଙ୍କ ର ମଙ୍ଗଳ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.