Swastik Tv News Odisha

Sadhu Bani – ସ୍ଵାମୀ ଓ ସ୍ତ୍ରୀ କଳହ କରିବା ଭୁଲିଯିବେ ମାତ୍ର 2 ମିନିଟ ଦେଖନ୍ତୁ…

0

ହଁ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ନିଜନିଜ ଘରେ ପରିବାର ସହିତ ରହିବା ପାଇଁ ସବୁବେଳେ ପସନ୍ଦ କରନ୍ତି କିନ୍ତୁ ଏପରି ବେଳେ ବେଳେ ହୁଏ କି ଘରେ କଳି କଜିଆ ମଧ୍ୟ ଲାଗିଥାଏ, କିନ୍ତୁ ଯେତେବେଳେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଜିଆ ଲାଗିଥାଏ ସେତେବେଳେ ସମ୍ପର୍କ ରେ ଦୁରାତା ବଢିଯାଇଥାଏ, ବେଳେବେଳେ ଏତେ ଜୋର କଳି କଜିଆ ଲାଗିଥାଏ କି ଆମେ ଅଲଗା ହେଇଯିବାର ସିଦ୍ଧାନ୍ତ ମଧ୍ୟ ନେଇଥାଉ|

ତେଣୁ ଦୁନିଆରେ ସବୁଠାରୁ ମଧୁର ଆଉ ବିଶ୍ୱାସ ଜଣଙ୍କ ସମ୍ପର୍କ ହେଉଛି ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ, ତେବେ ଏହି ମଧୁର ସମ୍ପର୍କ ରେ ଯଦି କୋୖଣସି କାରଣରୁ ଫାଟ ହୁଏ ତାହେଲେ ତାହେଲେ ଆମ ଜୀବନରେ ଖୁସି ସବୁଦିନ ପାଇଁ ପୋଳେଇଯାଏ, ତେବେ ମୁଁ ଆଜି ଆପଣମାନଙ୍କୁ ଜଣେଇବି କିଛି ଏପରି ଉପାୟ ଯାହା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କରେ କେବେବି କଳି କଜିଆ ଲାଗିବ ନାହିଁ ଓ ସମ୍ପର୍କ ସବୁବେଳେ ସୁନ୍ଦର ରହିବ , ତେବେ ଆସନ୍ତୁ ସେ ଉପାୟ ଗୁଡିକ କଣ ସେ ବିଷୟରେ ଜାଣିବା |

1-ପ୍ରଥମ ଉପାୟଟି ହେଉଛି ଆପଣ ଆପଣଙ୍କର ଘରର ସମୃଦ୍ଧି ପାଇଁ ଅର୍ଥାତ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଯେମିତି ଖରାପ ନ ହୁଏ ସେଥିପାଇଁ ପୂର୍ଣମୀ ଦିନ ସକାଳୁ ଉଠି ସ୍ନାନ ସାରି ସକାଳୁ ସକାଳୁ କିଛି ଆମ୍ବ ପତ୍ର ଆଣି, ସେହି ପାତ୍ରକୁ ସୂତାରେ ଗୁନ୍ଥି ମାଳା ପ୍ରସ୍ତୁତ କରିବେ ଓ ପୂର୍ଣମୀ ଦିନ ସେହି ଆମ୍ବ ପତ୍ରରେ ତିଆରି ମାଳାକୁ ଘରର ମୁଖ୍ୟ ଫାଟକ ସାମ୍ନାରେ ଟାଙ୍ଗୀ ଦେବେ ଆଉ ଦୁଇ ଦିନ ପରେ ପତ୍ରଟି ଶୁଖିଗଲେ ତାକୁ କାଢି ନଦୀରେ ଭୋସାଇ ଦେବେ, ଯାହା ଫଳରେ ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଜିଆ କେବେବି ଲାଗିବ ନାହିଁ |

2-ପ୍ରତେକ ଦିନ ଆପଣଙ୍କ ଠାକୁର ଘରେ ସକାଳେ ଓ ସନ୍ଧ୍ୟାରେ ଆପଣଙ୍କ ଶଙ୍ଖ ବଜାଇ ଥାନ୍ତି ଆପଣ କଣିଛନ୍ତି କି ଶଙ୍ଖ ଧ୍ଵନି ବହୁତ ଶୁଭ ହୋଇଥାଏ ସେଥିପାଇଁ ଆମେ ଘରର ସବୁ ରୁମରେ ଶଙ୍ଖ ବଜାଇଲେ ତାର ଶୁଭ ପ୍ରଭାବ ପଡିଥାଏ ଘର ଉପରେ ଓ ମଙ୍ଗଳ ହୁଏ |

3-ଆପଣ ପୂର୍ଣମୀ ଦିନ ସକାଳୁ ଉଠି ସ୍ନାନ ସାରନ୍ତୁ ଓ କିଛି କଞ୍ଚା ହଳଦୀ ନେଇ ପାଣି ଦେଇ ଛେଞ୍ଚି ଦିଅନ୍ତୁ ଓ ସେହି ପେଷ୍ଟକୁ ନେଇ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଓଁ ଲେଖନ୍ତୁ ଯାହା ଘର ଉପରେ ଭଲ ପ୍ରଭାବ ପକାଇଥାଏ |

4- ଘରେ ମୁଖ୍ୟ ଦ୍ୱାର କି ପ୍ରବେଶ କରିବା ମୁହଁରେ ଲାଫିଙ୍ଗ ଷ୍ଟାଚୁ ରଖନ୍ତୁ ନିଜେ କିଣିକି ଯାହା ଶୁଭ ହୋଇଥାଏ|

5 – ଘରେ ଦରକାର ହେଉନଥିବା ଭଙ୍ଗା ଜିନିଷକୁ କେବେବି ଘରେ ରଖନ୍ତୁ ନାହିଁ ଯାହା ଖରାପ ପ୍ରଭାବ ଘର ଉପରେ ପକାଇଥାଏ |

ଏହି ଭଳି ଉପାୟ କରିଲେ ସ୍ୱାମୀ ଓଁ ସ୍ତ୍ରୀ ଙ୍କ ସମ୍ପର୍କ ସୁନ୍ଦର ରହେ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.