Swastik Tv News Odisha

Sadhubani Anuchinta – ଯଦି କନ୍ୟାର ନାକ ଭିତରେ କେଶ ରହେ ଉଠେ ତେବେ କଣ ସୂଚନା ମିଳେ ? ଜାଣନ୍ତୁ ଆଜିର କିଛି ଖାସ ଅନୁଚିନ୍ତା ବିଷୟରେ

0

ଆଜିର ସମାଜ ଯେତେ ଆଗକୁ ଯାଇଥିଲେ ମଧ୍ୟ ଲୋକମାନେ ଆଜି ମଧ୍ୟ ପୁରାଣ ଶାସ୍ତ୍ର ଉପରେ ସେତିକି ବିଶ୍ୱାସ କରୁଛନ୍ତି । ଜୀବନରେ ପ୍ରତ୍ୟେକ ଟି ମୁହୂର୍ତ୍ତ ଯେପରି କି ଶୁଭ ଅଶୁଭ , ଭଲ ମନ୍ଦ ସମସ୍ତ ତଥ୍ୟ ବିଷୟରେ ଜାଣି ହୋଇଥାଏ । ଜୀବନ ରେ ଯାହାକିଛି ଘଟିଥାଏ ତାହା ଆମ କର୍ମ ଉପରେ ନିର୍ଭର କରିଥାଏ । ତେଣୁ ସର୍ବଦା ସୁକର୍ମ କରିବା ଦ୍ୱାରା ଆମ ଜୀବନରେ କୌଣସି ପ୍ରକାର ବାଧାବିଘ୍ନ ଆସି ନଥାଏ । ପ୍ରତ୍ୟେକ ଟି କାର୍ଯ୍ୟ ସଫଳତାର ସହିତ କରିହୁଏ , ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୁରୁଜନ ମାନଙ୍କ ଦ୍ୱାରା କୁହାଯାଇଥିବା ନୀତି ବା ଆବଶ୍ୟକୀୟ ବାଣୀ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ କେତେକ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା ରୀତିନୀତି ବିଷୟରେ ଜଣେଇବୁ । ଯାହାକି ଆମର ଦୈନନ୍ଦିନ ଜୀବନରେ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଅଜାଣତରେ ହେଉ ପଛକେ କିଛି ଭୁଲ କାର୍ଯ୍ୟ କରି ବସିଲେ ଆମକୁ ଅନେକ ପସ୍ତେଇବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡିକ ବିଷୟରେ ଯାହା ଆମ ଜୀବନ ଶୈଳୀ ଉପରେ ପ୍ରଭାବ ପକାଇଥାଏ ।

1. ଯଦି ତୁଳସୀ ଗଛ ବିନା କାରଣରେ ଶୁଖିଯାଏ ବା ମରିଯାଏ ,ତେବେ ଜାଣି ରଖନ୍ତୁ ଘରେ କାହାର ନା କାହାର ଦେହ ଖରାପ ହେବାର ସମ୍ଭାବନା ଥାଏ । ଆଉ ଯଦି ତୁଳସୀ ଗଛ ଛନଛନିଆ ହୋଇ ବଢୁଥାଏ ,ତେବେ ଆପଣଙ୍କୁ କୌଣସି ଲାଭ ମିଳିବାର ସମ୍ଭାବନା ନିଶ୍ଚୟ ଥାଏ ।

2. ଅର୍ଥଭାବ ହେଉଥିଲେ ଜଳରେ କିଛି କଳାରାଶି ପକାଇ ସ୍ନାନ କରନ୍ତୁ ଏବଂ ଶନିବାରଦିନ ଗୁଡ କଳାକପଡାରେ ବାନ୍ଧି ଗରିବ ଲୋକଙ୍କୁ ଦାନ କରି ଦିଅନ୍ତୁ । ନିଶ୍ଚିତ କିଛି ନା କିଛି ଉପାୟ ନିଶ୍ଚୟ ମିଳିବ ।

3. ଭାତ ରାନ୍ଧିବା ବେଳେ ଯେଉ ଡବାରେ ଚାଉଳ ପକାଉଛନ୍ତି ,ସେହି ଖାଲି ଡବାରେ ରୂପାର ଟୁକୁଡା ଟେ ପକେଇକି ରଖନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିଥାଏ ।

4. ଶନି ଗ୍ରହ ପ୍ରତିକାର ପାଇଁ ବାଡିଅଁଳା ଚେର ଶନିବାର ଦିନ ନିଜ ପାଖରେ ରଖନ୍ତୁ , କଳାଘୋଡାର ନାଲରେ ମୁଦି ତିଆରି କରି ପିନ୍ଧନ୍ତୁ , କୁଆ ମାନଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଶନିଗାୟତ୍ରୀ ମନ୍ତ୍ର ଯପ କରନ୍ତୁ ।

5. ପ୍ରତ୍ୟେକ ମାସରେ ଦ୍ୱିତୀୟା ଚନ୍ଦ୍ର ଦର୍ଶନ କରନ୍ତୁ , ଏପରି ସାତ ଥର ଦର୍ଶନ କଲେ ମନସ୍କାମନା ନିଶ୍ଚିତ ପୂର୍ଣ୍ଣ ହେବ ।

6. ପୁରୁଷ କିମ୍ୱା ନାରୀ ମାନେ କେବେବି ନିଜର ବେକ ଖାଲି ରଖିବେ ନାହିଁ , ଏହା ଅଶୁଭତ୍ୱ ବୃଦ୍ଧି ପାଇଥାଏ ।

7. ଯଦି କନ୍ୟାର ନାକ ଭିତରେ କେଶ ଉଠେ , ତେବେ ଏହା ଘର ପାଇଁ ଶୁଭତ୍ୱ ଆଣିଥାଏ । ସେହି କନ୍ୟା ଯେଉଁ ଘରେ ରହିଥାଏ ସେହି ଘରେ କେବେହେଲେ ଧନର ଅଭାବ ହୋଇ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.