Sagar manthan PADA BIJEPUR…ଏମିତି ବିରଳ ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ…. ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଆପଣ ମାନେ ଦେଖିଲେ ଖୁସି ହୋଇଯିବେ ଓ ତାହା ସହିତ ପୁରାଣ ରବ ବର୍ଣ୍ଣିତ ଥିବା କେତେକ ପୌରାଣିକ କଥା ମଧ୍ୟ ଏହି ଘଟଣା ବଳି ଗୁଡିକ ମନେ ପକାଇଦେବ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ସମୁଦ୍ର ମନ୍ଥନ ସମୟର ଏକ ଭିଡ଼ିଓ ଟି ବର୍ତ୍ତମାନ ଦେଖିବାକୁ ମିଳିଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ପୌରାଣିକ ଘଟଣା ବସ୍ତୁ କୁ ନେଇକି ଅନେକ କିଛି ଅଭିନୟ ଓ ନାଟକ ଗୁଡିକ ଦେଖୁବାକୁ ମିଳିଥାଏ | ତାହା ସହିତ ସେହି ଭଳି ବିଭିନ୍ନ ପ୍ରକାରର ପୌରାଣିକ ଘଟଣା ବସ୍ତୁ ଗୁଡିକ ଦେଖିବା ଯୋଗୁଁ ଲୋକ ମାନେ ବେଶ ଖୁସି ହୋଇଥାନ୍ତି ଓ ଆମର ପୁରାଣ ଶାସ୍ତ୍ର ବିଷୟରେ ମଧ୍ୟ କିଛି ଜ୍ଞାନ ବଢିବାକୁ ଲାଗିଥାଏ | ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ସମୁଦ୍ର ମନ୍ଥନ ସମୟର କିଛି ଘଟଣା ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପାଇଁ ଘଟଣା ସ୍ଥଳରେ ଲୋକ ମାନଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଛି ବୋଲି କୁହାଯାଉଛି |

ଏହା ସହିତ ଆପଣ ମାନେ ପୁରାଣ ଶାସ୍ତ୍ର ଅନୁସାରେ ଜାଣିଥିବେ କେଉଁ ଭଳି ଭାବରେ ସମୁଦ୍ର ମନ୍ଥନ ସମୟରେ ଦେବତା ଆଉ ରାକ୍ଷସ ମାନଙ୍କ ମଧ୍ୟରେ ଚାଲିଥିଲା ଯୁଦ୍ଧ | ଆଉ ଯାହା ଫଳରେ ସେମାନଙ୍କ ମଧ୍ୟରେ ପାଞ୍ଚ ମୁଖି ନାଗ ଦ୍ୱାରା ମନ୍ଥନ କାର୍ଯ୍ୟ ହୋଇଥିଲା | ଆଉ ଅମୃତ କୁ ଖାଇବା ପାଇଁ କେଉଁ ଭଳି ଭାବରେ ଦେବତା ଆଉ ରାକ୍ଷସ ଙ୍କ ମଧ୍ୟରେ କେଉଁ ଭଳି ଭାବରେ ସମୁଦ୍ର ମନ୍ଥନ କାର୍ଯ୍ୟ ହୋଇଥିଲା ତାହା ଏହି ଭିଡ଼ିଓ ରେ ମଧ୍ୟ ଦେଖିବାକୁ ମିଳିଥିଲା | ଯେଉଁଠି ଏକ ଜଳାଶୟ ମଧ୍ୟରେ ଏକ ପର୍ବତ ଭଳି ତିଆରି କରାଯାଇଛି | ଆଉ ସେପଟେ ଏକ ପାଞ୍ଚ ମୁଖି ନାଗ ତିଆରି କରିକି ସମୁଦ୍ର ମନ୍ଥନ ପାଇଁ ପାଣି ଭିତରକୁ ପଶି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା |

ଯାହା ଫଳରେ ସେହି ଜଳାଶୟ ମଧ୍ୟରେ ନାଗ କୁ ନେଇକି ସମୁଦ୍ର ମନ୍ଥନ ସମୟର କିଛି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା |ଆଉ ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କ ଭିତରେ ମଧ୍ୟ ଭିଡ ଦେଖିବାକୁ ମିଳିଥିଲା | ତାହା ସହିତ ଲୋକ ମାନେ ଏହୁଭଳି ଏକ ଦୃଶ୍ୟ କୁ ଦେଖିକି ପୌରାଣିକ କଥା କୁ ମଧ୍ୟ ମନେ ପକାଇଥିବା କଥା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment