ବନ୍ଧୁମାନେ ଆଜିକାଲି ବ୍ୟସ୍ତ ଜୀବନ ଭିତରେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉନାହୁଁ ।ଏହାର ପରିଣାମ ସ୍ୱରୂପ ଅଳ୍ପ ଦିନରେ ଆମ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖା ଯାଉଛି ।ତେବେ ଆଜିକାଲି ପୁରୁଷ ମାନଙ୍କ କେସରେ ଗୋଟିଏ ସମସ୍ୟା ଅଧିକ ଦେଖିବାକୁ ମିଳୁଛି, ତାହା ହେଉଛି ସେକ୍ସ ପ୍ରତି ଆଗ୍ରହ ନଆସିବା ।ସ୍ୱାମୀ ସ୍ତ୍ରୀ ରିଲେଶନ ରେ ସେକ୍ସ ରିଲେଶନ ରହିବା ନିହାତି ଆବଶ୍ୟକ, ଏହା ବ୍ୟତୀତ ଡାକ୍ତର ଙ୍କ କହିବା ଅନୁଯାୟୀ ସେକ୍ସ ସେତିକି ଆବଶ୍ୟକ ଯେତିକି ଖାଦ୍ୟ ପଦାର୍ଥ ଜରୁରୀ ।ହେଲେ ଆଜିକାଲି ଅନେକ ପୁରୁଷ ଙ୍କ ପାଖରେ ଗୋଟିଏ ଅସୁବିଧା ଦେଝା ଦେଉଛି କି ସେମାନଙ୍କ ଙ୍କ ନିଜ ପାର୍ଟନର ପ୍ରତି କୌଣସି ଆଫରଃ ଆସୁନାହିଁ ଓ ସେକ୍ସ କରିବାକୁ ଇଛା ହେଉନାହିଁ ।
ତେବେ ପୁରୁଷ ମାନଙ୍କ ପାଖରେ ଯେତେବେଳେ ଏହି ଅସୁବିଧା ଆସିଥାଏ ସେତେବେଳେ ସେମାନେ କାହାକୁ କିଛି କହି ପାରନ୍ତି ନାହିଁ ।କିନ୍ତୁ ଏହାର ଜଳଦି ଚିକିତ୍ସା ନିତାନ୍ତ ଜରୁରୀ ହେଇଥାଏ, ତେବେ ଏହି ସହବାସ ରେ ଅନିଚ୍ଛା ଆସିବାର କାରଣ ଓ ଚିକିତ୍ସା ବିଷୟରେ ଡାକ୍ତର କଣ ମତ ଦେଇଛନ୍ତି ଆସନ୍ତୁ ତାହା ଜାଣିବା ।
ସହବାସ ରେ ଅନିଚ୍ଛା କାରଣ:-
-ସେକ୍ସ ପ୍ରତି ଅନିଚ୍ଛା ଆସିବାର ପ୍ରଥମ କାରଣ ହେଉଛି କି ବ୍ୟଜଟି ଅଧିକ ଷ୍ଟ୍ରେସ ଓ ଚିନ୍ତା ରେ ରହିଲେ ତାଙ୍କର ଟେଷ୍ଟଷ୍ଟିରଣ ହରମୋନ ଠିକରେ ଖରଣ ହେଇ ନଥାଏ ।ଏହା ବ୍ୟତୀତ ଅଧିକ ମୋଟା ହେବା ଯୋଗୁ ବି ଏମିତି ଅସୁବିଧା ଆସିଥାଏ ।
-ଖୁବ ଅଳ୍ପ ବୟସରୁ ପିଲାମାନେ ଫିଜିକାଲ ରିଲେଟେଡ଼ ଫିଲ୍ମ ଆଦି ଦେଖିବା ଯୋଗୁଁ ବଡ଼ ହେଲେ ତାଙ୍କର ସହବାସ ର ଇଛା ଆସିନଥାଏ ।
-ଅଧିକ ବୟସ ବଡ଼ି ଗଲେ ବି ହରମୋନାଲ ଇମବେଲେନ୍ସ ପାଇଁ ମହିଳା ଙ୍କ ପ୍ରତି ଆଗ୍ରହ ଆସେ ନାହିଁ ।
-ଆଉ ଆପଣ ଅଧିକ ଆଲକୋହଲ ପିଉଥିଲେ ଓ ନିଶା କରୁଥିଲେ ବି ଶରୀରର ଟେଷ୍ଟଷ୍ଟିରଣ ହରମୋନ ର ଖରଣ କମିଯାଇଥାଏ ଓ ଆପଣ ସହବାସ କଣ୍ଟିନ୍ୟୁ କରିପାରନ୍ତି ନାହିଁ ।
ସହବାସ ରେ ଅନିଚ୍ଛା ଆସୁଥିଲେ ଜାଣିବେ କେମିତି:-
-ତେବେ ଏମିତି ଅସୁବିଧା କୋଉ ବି ପୁରୁଷ ଙ୍କ କ୍ଷେତ୍ରରେ ଆସୁଥିଲେ ସେମାନଙ୍କୁ କେବଳ ସହବାସ ରେ ନୁହେଁ ବରଂ ଅନ୍ୟ କାମ ଗୁଡିକରେ ବି ମନ ଲାଗୁ ନଥିବ ।ରିଲେଶନ ରଖୁଥିଲେ ବି ତାହାକୁ କଣ୍ଟିନ୍ୟୁ କରିପାରନ୍ତି ନାହିଁ, ଆଉ ଏତିକି ବେଳେ ଡାକ୍ତର ଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ ।
ସହବାସ ରେ ଅନିଚ୍ଛା ର ଚିକିତ୍ସା:-
-ଆପଣ ଏନେଇ ଡାକ୍ତର ଙ୍କ ପାଖକୁ ଗଲେ ସେ ପ୍ରଥମେ ଆପଣଙ୍କୁ କିଛି ପ୍ରଶ୍ନ ପଚାରିଥାନ୍ତି ।ତାପରେ ସେହି ଅନୁସାରେ ଡୋଜ ପରେ ଡୋଜ ମେଡ଼ିସିନ ନେବାକୁ କୁହନ୍ତି ।
-ଏହା ବ୍ୟତୀତ ଆପଣଂକୁ ରେଗୁଲାର ଗୋଟିଏ ଡାଏଟ ରେ ରହିବାକୁ ପଡିବ ଓ ନୀତିଦିନ କିଛି ଏକ୍ସାସାଇଜ ସହିତ ନିଜ ଜୀବନଚର୍ଯ୍ୟା ରେ ପରିବର୍ତ୍ତନ ଆଣିବାକୁ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।