ସହିଦ ଯବାନ ଙ୍କ ଛାତିଥରା ଭିଡ଼ିଓ ଦେଖିଲେ ଆପଣ ବି କାନ୍ଦି ପକାଇବେ… 86 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଆପଣ ମାନେ ଅନେକ ପ୍ରକାରର ମ୍ୟୁଜିକ ଭିଡ଼ିଓ ମାନ ଭାଇରାଲ ହେଵା କଥା ଦେଉଥିବେ |ତେବେ ବର୍ତ୍ତମାନ ଏକ ଭିଡ଼ିଓ ସଙ୍ଗ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁ ଗୀତ ଆଉ ଅଭିନୟ କୁ ଆପଣ ମାନେ ମଧ୍ୟ ଦେଖିଲେ ଆଖିରେ ପାଣି ଆସିଯିବ ବୋଲି କୁହାଯାଉଛି | ଆଉ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଯବାନ ଜଣଙ୍କ ସହିଦ ହେବା ପରେ ସେମାନଙ୍କଭର ପରିବାର ଲୋକ ଙ୍କ ମନରେ କଣ ବିତିଥାଏ ସେହି ବିଷୟରେ କୁହାଯାଇଛି ଏହି ଭିଡ଼ିଓ ଟିରେ ଗୀତ ମାଧ୍ୟମରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଜାଣିଛନ୍ତି ଆମ ଭାରତ ମା ଵା ମାଟି ମା ପାଇଁ ଯିଏ ବିନା ସ୍ୱାର୍ଥ ରେ ସବୁବେଳେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥାଏ ସିଏ ହେଉଛନ୍ତି ଆମ ଦେଶ ର ଯବାନ | ଆଉ ଯାହା କୁହାଯାଉଛି କି ସେହି ଯବାନ ମାନଙ୍କ ପାଇଁକି ଆମେ ସମସ୍ତେ ସଂମ୍ମାନ ଜଣାଇବା ଉଚିତ | ଆଉ କୁହାଯାଏ କି ଏବେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଜଣେ ଯବାନ ର କାହାଣୀ ବିଷୟରେ କୁହାଯାଇଛି | ତେବେ ଏହି ଗୀତ ଟି ପଞ୍ଜାବୀ ଭାଷା ରେ ରିଲିଜ ହୋଇଛି |

ତାହା ସହିତ କୁହାଯାଉଛି କି ଏହି ଗୀତ ଟି ହେଉଛି ଯବାନ ମାନଙ୍କର ସହିଦ ହେବା ପରେ ଯବାନ ମାନଙ୍କର ମୃତ ଶରୀରକୁ ଦେଖିକି ତାହାର ବାପ ମା ଓ ସ୍ତ୍ରୀ ପିଲା ଛୁଆଁ ଙ୍କର ଦୁଃଖ ଭରା ମନର କଥା ବିଷୟରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ଆଉ କେଉଁ ଭଳି ଭାବରେ ଛୋଟ ରୁ ବଡ଼ କରିଥାନ୍ତି ବାପ ମା କଷ୍ଟ ରେ ପୁଅ ର ସବୁ ଅଳି କୁ ସାହିକି ଆଉ ତାହା ପରେ ପୁଅ ଦେଶ ପାଇଁ କାମ କରିବାକୁ ଯିବା କଥା ଓ ପୁଅ ର ବାଟ କୁ ବାପା ଓ ମା ଚାହିଁକି ବସିବା କଥା ମଧ୍ୟ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି |

ଏହା ବ୍ୟତୀତ ଯବାନ ସ୍ୱାମୀ ଙ୍କୁ ଦେଶ ପାଇଁ ସହିତ ହେବା ରେ ସ୍ତ୍ରୀ ଙ୍କ ଉପରେ କେମିତି ବିତିଛି ଆଉ ସେ କେମିତି ସେ ସ୍ୱାମୀ ସହିତ ବିତାଇ ଥିବା ସମସ୍ତ କଥା କୁ ମନେ ପକାଇ କାନ୍ଦିବାକୁ ଲାଗିଛି ତାହା ଏହି ଦୁଃଖ ଭରା ଗୀତ ମାଧ୍ୟମରେ ପ୍ରକାଶ କରାଯାଇଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment