Sailendra ଏବଂ Jasmine Rath ଏହି ଦମଦାର ଭିଡ଼ିଓ ” ଶୋ ରେ ବଇଆ ତୁ ଶୋ “…ଦେଖିଲେ ହସି ହସି ଗଡ଼ିଯିବେ….

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଉଛି ଏବେ ଏପରି ଗୋଟିଏ ଭିଡିଓ ଯାହାକୁ ଦେଖିଲେ ଆପଣ ମାନଙ୍କର ଆଗ୍ରହ ମଧ୍ୟ ବଢିଯିବ | ତେବେ ଏହି ମ୍ୟୁଜିକ ଭିଡିଓକୁ ଯେତେ ଦେଖିବେ ଆହୁରି ମଧ୍ୟ ଦେଖିବା ପାଇଁ ଆଗ୍ରହ ବଢିବ ଏତେ ମଜାଳିଆ ଭାବରେ ସୁଟିଂ କରାଯାଇଛି | ତେବେ ଆପଣ ମାନେ ଆଗରୁ ତ ଅନେକ ପ୍ରକାରର ଗୀତ ଶୁଣିଥିବେ ଆଉ ଦେଖିଥିବେ ମଧ୍ୟ | ତେବେ ଏବେ ଯୋଉ ଗୀତ ଟି ଭାଇରାଲ ହେଉଛି ତାହା ପୁରା ପୁରି ଅଲଗା ଢଙ୍ଗରେ ହୋଇଛି | ତାହେଲେ ଆସନ୍ତୁ ଆଜି ଆମେ ମାନେ ସେହି ନୂଆ ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବୁ ଆଉ ଯୋଉଥିରେ ହିରୋ ଆଉ ହିରୋଇନ ମାନେ ତାଙ୍କର ରୋମାଣ୍ଟିକ ଡାନ୍ସ ର ଯାଦୁରେ ସମସ୍ତଙ୍କୁ ଦିୱାନା କୋରେଇଥାନ୍ତି | ତେବେ ଏଥି ଯୋଉ ଭିଡିଓ ଟି ଭାଇରାଲ ହେଉଛି ତାହା ପୁରା ପୁରି ଅଲଗା ଢଙ୍ଗରେ ହୋଇଛି | ଆଉ ଯୋଉ ଗୀତ ରେ ହିରୋ ଅଛନ୍ତି ଆଲବମ ଜଗତ ର ଚକଲେଟ ହିରୋ, ସମସ୍ତଙ୍କର ଅତି ପ୍ରିୟ ଶୈଳେନ୍ଦ୍ର ସାମନ୍ତରାୟ, ଆଉ ହିରୋଇନ ଭୂମିକା ରେ ଅଭିନୟ କରିଛନ୍ତି ଆପଣଙ୍କର ଜଣା ଶୁଣା ଅଭିନେତ୍ରୀ ଜ୍ଵସ୍ମିନ | ଆଉ ଅନ୍ୟ ମାନେ ମଧ୍ୟ ଏଥିରେ ବହୁତ ସୁନ୍ଦର ଭାବରେ ଅଭିନୟ କରିଛନ୍ତି ଏହି ଭିଡିଓ ଟିରେ |

ତେବେ ଖାଲି ସେତିକି ନୁହଁ ଏହି ଗୀତ ଟିକୁ ଗାଇଛନ୍ତି କମେଡି କିଙ୍ଗ ଯିଏ କି ନିଜର କମେଡିର ଯାଦୁରେ ଦର୍ଶକ ମାନଙ୍କର ମନ ମୋହିନେଇଥାନ୍ତି | ତାଙ୍କର କମେଡି ଯିଏ ଥରେ ଶୁଣିଛି ତାଙ୍କର ଫ୍ରେଣ୍ଡ ହୋଇଯାଇଛି | ସେ ଆମ ସମସ୍ତଙ୍କର ପ୍ରିୟ କମେଡିଆନ ପପୁ ପମପମ | ଆଉ ତାଙ୍କ ସହିତ ତାଳ ଲଗାଇ ଗାଇଛନ୍ତି ସ୍ୱର ଜଗତ ର କୁନି କଳାକାର ଯିଏ କି ନୂଆ ନୂଆ ସଂଗୀତ ଜଗତରେ ପାଦ ଦେଇଥିଲେ | ମାତ୍ର ତାଙ୍କର ସ୍ବରର ଯାଦୁ ଏତେ ଅଧିଜ ଥିଲା କି ସେହି ସ୍ୱରର ଯାଦୁରେ ସମସ୍ତଙ୍କୁ ଦିୱାନା ବନେଇ ପାରୁଥିବା ଭାଇରାଲ ବୟ ଶାନ୍ତନୁ | ତେବେ ଏହି ଗୀତରେ ସୁମିତ ପଣ୍ଡା ଙ୍କ ଲିରିକ୍ସ ରେ ହେଇଛି |

ଏହି ଗୀତ ଟିର ନାଁ ରହିଛି ” ଶୋ ରେ ବାୟିୟା ତୁ ଶୋ ” ତେବେ ଏହି ଗୀତଟି ଗୋଟିଏ ଛୋଟ ଛୁଆ ଉପରେ ଆଧାରିତ ହୋଇଛି | ଆଉ ସେ ଛୋଟ ଛୁଆ ଟି କିଭଳି ଭାବରେ ସେମାନଙ୍କୁ ହଇରାଣ କରାଉଛି ତାହା ଏଠାରେ କୁହାଯାଇଛି | ତେବେ ଗୋଟିଏ ଛୁଆ କୁ ଗୋଟିଏ ମା ହିଁ ଭଲ ଭାବରେ ସମ୍ଭାଳି ପାରିଥାଏ , ଯାହା ଏହି ଭିଡିଓରେ କୁହାଯାଇଛି ଆଉ ଦେଖିକି ଜାଣି ହେଉଛି \ଆଉ ଯୋଉଠି କମେଡି ମଧ୍ୟ ଭରିକି ରହିଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment