ଓଃ କି ଡ୍ୟାନ୍ସ ! ବାହାଘର ରେ ” Sajan Tumse Pyaar ” ଗୀତରେ ହଟ ଡ୍ୟାନ୍ସ କଲେ ରୋମାଣ୍ଟିକ Couple….

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ମାନେ ବେଶ ଖୁସି ହୋଇ ଯାଇଥାଉ ଆଉ ସେହି ଭଳି ଭିଡ଼ିଓ କୁ ଦେଖି ଏନଜୟ ମଧ୍ୟ କରିଥାଉ ବୋଲି କୁହାଯାଉଛି |ତେବେ ସାଧାରଣତଃ ଆପଣ ମାନେ ଜାଣିଥିବେ କି ଯେତେବେଳେ ଡାନ୍ସ ର ଭିଡ଼ିଓ ଗୁଡିକ ସାମ୍ନା କୁ ଆସିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଆମ ସମସ୍ତ ଙ୍କର ବେଶ ପସନ୍ଦ ଆସିଥାଏ |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ବାହାଘର ପାର୍ଟି ରେ ଡାନ୍ସ ର ଭିଡ଼ିଓ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ବାହାଘର କଥା ଉଠିଲେ ଆପଣ ମାନେ ସାଧାରଣତଃ ଦେଖିବାକୁ ପାଇଥାନ୍ତି ଝିଅ ପୁଅ ମାନେ ଡାନ୍ସ କରୁଥିବାର | ଆଉ ତାହା ସହିତ ଷ୍ଟେଜ ଉପରେ ସୁନ୍ଦର ଭାବରେ ଡାନ୍ସ କରି ମେରେଜ ପାର୍ଟି କୁ ଏନଜୟ କରୁଥିବାର କିଛି ଭିଡ଼ିଓ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ବାହାଘର ରେ ଷ୍ଟେଜ ଉପରେ ବର ଓ କନ୍ୟା ଙ୍କ ସାମ୍ନା ରେ ଡାନ୍ସ କରୁଥିବା କପୁଲ ଙ୍କର ଜବରଦସ୍ତ ଡାନ୍ସ ର ଭିଡ଼ିଓ |

ଆଉ ଯେଉଁ ଭିଡ଼ିଓ ଟିରେ ସେମାନେ ପ୍ରଥମେ ” ସାଜନ ତୁମସେ ପ୍ୟାରିକି ଲଢ଼ାଇ ମେ ” ଗୀତ ରେ କପୁଲ ଯୋଡ଼ି ସୁନ୍ଦର ଭାବରେ ଡାନ୍ସ କରିବା ପାଇଁ ଲାଗିଥିଲେ | ତାହା ସହିତ ବାହାଘର ପାର୍ଟି ରେ ସେମାନେ ମଧ୍ୟ ବେଶ ଏନଜୟ କରିଥିଲେ ବୋଲି କୁହାଯାଉଛି | ଆଉ ସେମାନଙ୍କର ଡାନ୍ସ କୁ ଦେଖିକି ସେଠାରେ ଉପସ୍ଥିତ ଥିବା ସମସ୍ତେ ଲୋକ ମାନେ ମଧ୍ୟ ବେଶ ଏନଜୟ କରିଥିଲେ ଆଉ ସୁନ୍ଦର ଭାବରେ ଡାନ୍ସ ମଧ୍ୟ କରିବା ପାଇଁ ଲାଗିଥିଲେ |ଏହା ସହିତ ଦେଖିବାକୁ ମିଳିଥିଲା କି ଏକ ସୁନ୍ଦର ରୋମାଣ୍ଟିକ ସିଙ୍ଗ କେଶରୀୟା ତେର ଇସ୍କ ହେ ପ୍ରିୟା ଗୀତ ରେ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇଥିଲେ ସେମାନେ |

ତେବେ କପୁଲ ମାନଙ୍କର ରୋମାଣ୍ଟିକ ଡାନ୍ସ ର ଭିଡ଼ିଓ କୁ ସମସ୍ତେ ଦେଖି ବେଶ ଏନଜୟ କରିବା ପାଇଁ ଲାଗିଥିଲେ ବୋଲି କୁହାଯାଉଛି | ଆଉ ସେହି ଭଳି ସୁନ୍ଦର ଭାବରେ ଡାନ୍ସ ର ଭିଡ଼ିଓ ସମସ୍ତ ଙ୍କର ମନକୁ ଛୁଇଁଛି ଆଉ ବାହାଘର ପାର୍ଟି ର ମଜା କୁ ଦୁଇ ଗୁଣିତ କରିଛି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment