ଆଜି ୨୨ ,୧,୨୦୨୩ ରବିବାର , ସକାଳୁ ଉଠି କହିଦିଅନ୍ତୁ ଗଣେଶଙ୍କ ର ଏହି ଦିବ୍ୟ ମନ୍ତ୍ର…ଦେଖିବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବା ସହ ଧନପ୍ରାପ୍ତି ଯୋଗ ଆସିବ….

ଆମେ ମାନେ ଜାଣିଛୁ କି ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନେକ କିଛି କଥା ରହିଛି ଯାହା କୁ ଆମ ହିନ୍ଦୁ ସଭ୍ୟତା ର ଲୋକ ମାନେ ମାଣିକ ଚଳିଥାନ୍ତି | ତାହା ସହିତ କୁହାଯାଏ କି ସେହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଥିବା କଥା ଗୁଡିକ ଆମ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ ଯାହା ଆମ ଜୀବନରେ ଘଟୁଥିବା ଅନେକ ଘଟଣା ଗୁଡିକ ସହିତ ଜଡ଼ିତ ହୋଇକି ରହିଥାଏ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ସେହିଭଳି କିଛି କଥା ଯାହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗୁଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହିଭଳି କିଛି କଥା ଉପରେ ଆମେ ନଜର ପକାଇବା |

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଣ ସବୁ ନିୟମ ରହିଛି :-

1-ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଅଠା ବାହାରୁଥିବା ଫୁଲ ରେ କେବେ ହେଲେ ଘରକୁ ସଜାଇବ ନାହିଁ ଯାହା ଦ୍ୱାରା ଆପଣ ମାନଙ୍କର ଅମଙ୍ଗଳ ହୋଇଥାଏ ବୋଲି କୁହାଯାଉଛି | ଏହା ଛଡା ଘର ଭିତରେ କେବେ କଣ୍ଟା ଜାତୀୟ ଗଛ ଲଗାଇବ ନାହିଁ କି ଶୋଇବା ଘର ଭିତରେ ରୁଷେଇ ସରଞ୍ଜାମ ରଖିବ ନାହିଁ ଯାହା ଶୁଭ ହୋଇ ନ ଥାଏ |

2-କୁହାଯାଉଛି କି ଯଦି ଶତ୍ରୁ ଭୟ ଥାଏ ତାହେଲେ ଶୋଇବା ବେଳେ ଖଟ ତଳେ ଲୁହା ଦଣ୍ଡ ରଖନ୍ତୁ, ଏହା ଛଡା ଯଦି ଖରାପ ସ୍ବପ୍ନ ଦେଇଖୁଥାନ୍ତି ତାହେଲେ ଶୋଇବା ବେଳେ ମୁଣ୍ଡ ପାଖରେ ତମ୍ବା ପାତ୍ର ରେ ଜଳ ରଖନ୍ତୁ |

3-କୁହାଯାଉଛି କି ଗୁରୁବାର, ଶୁକ୍ରବାର ଓ ଶନିବାର ଦେହ ରେ ତେଲ ଲଗାଇବା ଅନୁଚିତ ହୋଇଥାଏ | ଏହା ଛଡା କୁହାଯାଉଛି କି ରୁଦ୍ରାକ୍ଷ୍ୟ ପିନ୍ଧିବା ଶୁଭ ହୋଇଥାଏ ଓ ଚପଲ କୁ ଘର ସାମ୍ନା ରେ ରଖିଲେ ଦରିଦ୍ରତା ଆସିଥାଏ |

4-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଛୋଟ ପିଲା ମାନଙ୍କୁ ଚଟଣାରେ ଶୁଆଇ ଵା ଅନୁଚିତ ହୋଇଥାଏ, ତାହା ଛଡା ସୁନା ଜିନିଷ ମଧ୍ୟ ପାଇବା ଅଶୁଭ ର ସୂଚନା ଦେଇଥାଏ ଓ ଗାଈ ଯଦି ବନ୍ଧା ହୋଇଥିବା ସମୟରେ ମରିଯାଏ ତାହାକୁ ମଧ୍ୟ ଆମେ ମାନେ ଅଶୁଭ ବୋଲି ମାନିଥାଉ |

5-ଜନ୍ମ ମାସ ଓ ଜନ୍ମ ତାରିଖରେ ପୁତ୍ର ଵା କନ୍ୟା ମାନଙ୍କର ବିବାହ କାର୍ଯ୍ୟ କରିବା ଅନୁଚିତ ବୋଲି ମାନିଥାଉ |ଗରୁଡ଼ ଆସନ କରିବା ଯୋଗୁଁ ବାତ ଜ୍ୱର ଭଲ ହୋଇ ଯାଇଥାଏ |

6-ସିଂହାସନ ବସିବା ଅଭ୍ୟାସ କରିବା ଦ୍ୱାରା ଟନସିଲ ଜନିତ ସମସ୍ୟା ଦୂର ହୋଇଥାଏ ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ |ସେହି ଭଳି ପଦ୍ମାସନ ରେ ବସିବା ଯୋଗୁଁ ମନ ସ୍ଥିର ହୋଇଥାଏ |

ତେବେ ଏହା ଥିଲା ଆମ ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଥିବା କେତେ ଗୁଡିଏ କଥା ଯାହାକୁ ମାନିକି କାମ କରିଲେ ଆମ ଜୀବନରେ ଅନେକ ଉନ୍ନତି ହୋଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment