ମାତ୍ର 7 ଦିନ ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି ୩ ଟି କାମ, ତା ପରେ ଦେଖନ୍ତୁ ଚମତ୍କାର…

ତେବେ ବନ୍ଧୁଗଣ ଆପଣ ମାନେ ପ୍ରତେକ ଦିନ ଅନେକ କାର୍ଯ୍ୟ କରୁଛନ୍ତି ଆପଣଙ୍କ ଜୀବନରେ ଆଉ ସେହି କାଯ୍ୟ ଆପଣ ଙ୍କ ଜୀବନ ରେ ବହୁତ ସାହାଯ୍ୟ କରିଥାଏ |ତେବେ ଆମେ ଆମର କାର୍ଯ୍ୟ କରିବା ପାଇଁ 3 ଟି ମୁଖ୍ୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ଉଚିତ ଯେଉଁ କାର୍ଯ୍ୟ ଆମକୁ ଜୀବନରେ ଆଗକୁ ବଢିବା ପାଇଁ ଅନେକ ସାହାଯ୍ୟ କରିଥାଏ | ତେବେ ସେହିଭଳି କିଛି କାର୍ଯ୍ୟ ବିଷୟରେ ଆଜି ଆମେ ଆଲୋଚନା କରିଵା ଯାହା ଆମକୁ ଆମ ଜୀବନରେ ଆଗକୁ ଯିବାରେ ଓ ଭଲ ଲାଇଫ ବଞ୍ଚିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ସେହି ଭଳି କିଛି କାମ ବିଷୟରେ ଆଜି ଆମେ ଜାଣିବା |

1-ଶରୀର ଉପରେ ଧ୍ୟାନ ଦେବା :-

ତେବେ ଆମେ ମନେ ରଖିବା ଉଚିତ କି ଆମର ଦେହ ପ୍ରତି ପ୍ରତେକ ଦିନ କିଛି ନା କିଛି ସମୟ ବାହାର କରିବା ଆବଶ୍ୟକ କାରଣ ଆପଣ ଙ୍କ ଶରୀର ହେଉଛି ଆପଣ ଙ୍କର ତାହା ଯଦି ଖରାପ ହୁଏ ତାହେଲେ ଆପଣଙ୍କୁ ଆଗକୁ କଷ୍ଟ ଭୋଗିବାକୁ ପଡିଥାଏ | ସେଥିପାଇଁ କୁହାଯାଉଛି ଆପଣ ମାନେ ପ୍ରତେକ ଦିନ ସକାଳେ ଉଠିଲେ ମୁହଁ ଧୋଇ ସାରିବା ପରେ ପାଣି ନିହାତି ପିଇବା ଉଚିତ | ତାହା ସହିତ ଆପଣ ମାନେ ସବୁଦିନ ସକାଳେ କିଛି କଞ୍ଚା ଜିନିଷ ଫଳ ଵା ବୁଟ, ବାଦାମ ଇତ୍ୟାଦି ଖାଇବା ଆବଶ୍ୟକ ହୋଇଥାଏ ଯାହା ଆପଣ ଙ୍କର ଶରୀର ପାଇଁକି ନିହାତି ଆବଶ୍ୟକ ହୋଇଥାଏ ବୋଲି କୁହାଯାଉଛି |ତାହା ସହିତ ଆପଣ ଙ୍କୁ ଦୌନିକ ଏକସେସାଇଜ ମଧ୍ୟ କରିବାର ଆବଶ୍ୟକତା ମଧ୍ୟ ରହିଛି ତାହା ଆପଣ ଙ୍କର ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରଥାଏ |

2-ମନର ଶାନ୍ତି :-

କୁହାଯାଉଛି କି ଦେହ ସହିତ ମନ ମଧ୍ୟ ଠିକ ରଖିବା ନିହାତି ଆବଶ୍ୟକ ଆଉ ଯଦି ତାହା ନ ହୁଏ ତାହେଲେ ଆପଣ ଙ୍କୁ ଆଗକୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ ବୋଲି ମଧ୍ୟ କୁହାଯାଉଛି | ତେବେ ସେଥିପାଇଁ ଆପଣ ଙ୍କୁ ମେଡ଼ିଟେସନ କରିବା ପାଇଁ ପଡିବ କିଛି ସମୟ ଓ ତାହା ସହିତ ଅମୂଲ୍ୟ ବାଣୀ ମଧ୍ୟ ଶୁଣିବା ନିହାତି ଆବଶ୍ୟକ ହୋଇଥାଏ ମନର ଶାନ୍ତି ପାଇଁ |

3-ନିଜର କାର୍ଯ୍ୟ ଉପରେ ଧ୍ୟାନ :-

କୁହାଯାଉଛି କି ସବୁ ଦିନ ସକାଳେ ଆପଣ କେତେ ସମୟ କାର୍ଯ୍ୟ କରିଲେ ତାହା ଆପଣ ଙ୍କୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ତାହା ସହିତ ଆପଣ ମାନେ କେତେ ସମୟ ଆପଣ ଙ୍କର ଶିକ୍ଷା ପାଇଁ ଦେଉଛନ୍ତି ସେ ସବୁ ଉପରେ ବିଶେଷ ଭାବରେ ଆମର ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ ଯାହା ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି |

ତେବେ ଏହା ଥିବା ଆପଣ ଙ୍କ ଜୀବନକୁ ସୁଖ ପୂର୍ଣ୍ଣ କରିବା ପାଇଁ କେଉଁ କେଉଁ କାର୍ଯ୍ୟ ସବୁ ଆପଣାଇବା ଆବଶ୍ୟକ ସେ ବିଷୟରେ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment