ସଲମାନ ଖାଁଙ୍କ Ex- ଗାର୍ଲଫ୍ରେଣ୍ଡ Daisy Shah ବିକିନି ପିନ୍ଧି କଲେ ହଟ ଡ୍ୟାନ୍ସ… ସୋସିଆଲ ମିଡିଆରେ ନିଆଁ ଭଳି ଭିଡ଼ିଓ ଭାଇରାଲ…

ଦର୍ଶକବନ୍ଧୁ ବହୁତ ସମୟରେ ଗ୍ଲାମର ଦୁନିଆ ବିଷୟରେ ଅନେକ ନୂଆ ଖବର ଦେଖିବାକୁ ମିଳିଥାଏ ।ଆଉ ଏହି ଖବର ବିଷୟରେ ଜାଣିବାକୁ ଦର୍ଶକ ସବୁବେଳେ ଅନେଇ ରହିଥାନ୍ତି, ତେବେ ନିକଟରେ ଜଣେ ବଲିଉଡ ହିରୋଇନ ଙ୍କର ହଟ ଲୁକ କୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।କୁହାଯାଉଛି କି ଏହି ହିରୋଇନ ଜଣକ ଏମିତି କିଛି ଡ୍ରେସ ରେ ଫୋଟ ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ଯାହାକୁ ଯିଏ ବି ଦେଖୁଛି ସେ ପୁରା ଦିବାନା ପାଲଟି ଯାଉଛି ।ତେବେ ଏହି ହିରୋଇନ ଜଣକ କିଏ ଆଉ ତାଙ୍କର ନୂଆ ରୂପ ବିଷୟରେ ଆସନ୍ତୁ ଆଗକୁ ଜାଣିବା ।

ତେବେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ହିରୋ ହିରୋଇନ ଅଛନ୍ତି କିନ୍ତୁ କିଛି ଏମିତି ହିରୋଇନ ଅଛନ୍ତି ଯେଉଁମାନେ ନିଜ ଅଭିନୟ ପାଇଁ ଲୋକପ୍ରିୟ ହେଇ ନଥିଲେ ତାଙ୍କର ଅନ୍ଦାଜ ଓ ହଟ ଲୁକ ପାଇଁ ଲୋକଙ୍କ ହୃଦୟ ରେ ରାଜ କରିଥାନ୍ତି ।ଆଉ ସେମିତି ଜଣେ ବଲିଉଡ ହିରୋଇନ ହେଉଛନ୍ତି ଡେଜି ସାଏ ।ତେବେ ଡେଜି ନିଜ କ୍ୟାରିଅର ଆରମ୍ଭ ମଡେଲିଂ ଭାବେ ଆରମ୍ଭ କରିଥିଲେ ଆଉ ତାଙ୍କର ଡେବ୍ୟୁ ସଲମାନ ଖାନ ଙ୍କର ଫିଲ୍ମ ‘ଜୟ ହୋ’ରେ ହେଇଥିଲା ।ହେଲେ ଏହି ଫିଲ୍ମ ସେତେଟା କାମ କରି ନଥିଲା, ଏହାପରେ ତାଙ୍କୁ ‘ରେସ 3 ‘ ବି ଦେଖିବାକୁ ମିଳିଥିଲା ଆଉ ଏହି ଫିଲ୍ମ ବି ସେମିତି କିଛି ହିଟ ହେଇ ନଥିଲା ।

ଏହା ବ୍ୟତୀତ ଡେଜି ଅନେକ ସାଉଥ ଫିଲ୍ମ ରେ ବି କାମ କରିଛନ୍ତି, ହେଲେ ବର୍ତ୍ତମାନ ଡେଜି ସେମିତି କିଛି କାମ କରୁ ନଥିଲେ ବି ସୋସିଆଲ ମେଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି ।ବହୁତ ସମୟରେ ତାଙ୍କର ନିଆରା ଫୋଟ ଗୁଡିକ ତାଙ୍କ ଇନଷ୍ଟା ଆକାଉଣ୍ଟ ରେ ପୋଷ୍ଟ ହେଇଥାଏ ।ଆଉ ଏହି ଫୋଟ ଗୁଡିକରେ ଡେଜି ଖୁବ ହଟ ଅବତାର ରେ ନଜର ଆସିଥାନ୍ତି, ଯେଉଁ ଫୋଟ ଗୁଡିକ ତାଙ୍କ ଫେନ ଙ୍କର ହୋସ ଉଡେଇବାରେ ବେଶ କାମ କରିଥାଏ ।ହେଲେ ସବୁବେଳେ ଏମିତି ହଟ ଅନ୍ଦାଜ ରେ ନଜର ଆସୁଥିବା ଡେଜି ଙ୍କର ଏକ ନୂଆ ଫୋଟ ବର୍ତ୍ତମାନ ସୋସିଆଲ ମେଡିଆରେ ଦେଖିବାକୁ ମିଳୁଛି ଯେଉଁଥିରେ ସେ କେବଳ ବ୍ରା ପିନ୍ଧି ଫୋଟ ସୁଟ କରିଛନ୍ତି ।

ତେବେ ଡେଜି ତାଙ୍କ ର ଏହି ଫୋଟ କୁ ନିଜ ଇନଷ୍ଟା ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଆଉ ତାଙ୍କର ଏହି ନୂଆ ରୂପ ଦେଖି ଯେ କେହି ବି ତାଙ୍କ ପାଇଁ ପାଗଳ ହେଇ ଯାଉଛନ୍ତି ।ସତ କହିବାକୁ ଗଲେ ଆଜି ଡେଜି ହୁଏତ କୋଉ ଫିଲ୍ମ ରେ କାମ କରୁନାହାନ୍ତି କିନ୍ତୁ ତାଙ୍କ ଏହି ହଟ ଅନ୍ଦାଜ ର ଫୋଟ ଗୁଡିକ ପାଇଁ ସେ ସବୁବେଳେ ଖୁବ ଚର୍ଚ୍ଚାର ପାତ୍ରୀ ହେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment