ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଭାଇରାଲ ଭିଡ଼ିଓ ଦେଖିବାକୁ ମିଳିଥାଏ ଯାହାକୁ ଆପଣ ମାନେ ଦେଖିଲେ ଜାଣି ପାରିବେ କେଉଁ ଭଳି ଭାବରେ ଛୋଟ ଛୁଆଁ ଟି ହରେ କୃଷ୍ଣ ର ନାମ ଓ ସଂକୀର୍ତନ ରେ ମଜି ଯାଇଛନ୍ତି | ଆଉ ତାହା ସହିତ ଭକ୍ତି ଭାବରେ ଭଗବାନ ଙ୍କର ନାମ ମଧ୍ୟ ଗାଇବା ପାଇଁ ଲାଗିଛନ୍ତି ବୋଲି ଦେଖିବାକୁ ମିଳିଛି ଯାହା ସମସ୍ତ ଙ୍କର ମନରେ ଏକ ଭଗବାନ ଚିନ୍ତନ ଜାତ କରିଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ଯେତେବେଳେ ନାମ ଭଜନ କୀର୍ତ୍ତନ ଆଉ ସଂକୀର୍ତନ ର କଥା ଉଠେ ସେତେବେଳେ ସମସ୍ତେ ଭକ୍ତି ମାର୍ଗ କୁ ଯାଇଥାନ୍ତି | ଆଉ ତାହା ସହିତ ସମସ୍ତ ଙ୍କର ମନରେ ଏକ ଭକ୍ତି ଭାବ ଜାଗ୍ରତ ହୋଇଥାଏ ବୋଲି କୁହାଯାଉଛ| ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଛୋଟ ପିଲା ଟି କେଉଁ ଭଳି ଭାବରେ ଭକ୍ତି ମାର୍ଗ ରେ ପୁରା ପୁରୀ ମଜି ଯାଇଛନ୍ତି ଆଉ ଭଜନ ମଧ୍ୟ ଗାଇବାକୁ ଲାଗିଛନ୍ତି ଭକ୍ତି ର ସହିତ ବୋଲି କୁହାଯାଉଛି |
ତେବେ ଆପଣ ମାନେ ଜାଣିଥିବେ କି ସେ ଛୋଟ ହେଉ ଅବା ବଡ଼ ମନରେ ଭକ୍ତି ଭାବନା ରହିବା ନିହାତି ଆବଶ୍ୟକ | ଯଦି ମନରେ ଭଗବାନ ଙ୍କର ପ୍ରତି ଭକ୍ତି ନାହିଁ ତାହେଲେ ସଂଗୀତ ର ମାଧୁର୍ଯ୍ୟତା ମଧ୍ୟ ଆସି ନ ଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ସେହି ଭଳି କିଛି ମନକୁ ଛୁଇଁଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭାଇରାଲ ହେଉଥିବାର | ଆଉ ଯେଉଁଠି ଛୋଟ ପିଲା ଟି ସୁନ୍ଦର ଭାବରେ ଭଗବାନ ଙ୍କର ନାମ ଜପ କରିବାକୁ ଲାଗିଛନ୍ତି ଭକ୍ତି ର ସହିତ | ଆଉ କେବଳ ସଂଗୀତ ନୁହଁ ଜୟ ମଧ୍ୟ ବଜାଇବାକୁ ଲାଗିଛି କୁନି ପୁଅ ଟି |
ଆଉ ତାହା ସହିତ ଦେଖିବାକୁ ମିଳିଛି କି ଅନ୍ୟ ଭକ୍ତ ମାନଙ୍କ ସହିତ ମୁଣ୍ଡ ରେ ଚିତା କଟେଇ ଭଗବାନ ଙ୍କର ନାମ ସଂକୀର୍ତନ କରିବାକୁ ଲାଗିଛି କୁନି ପୁଅ ଟି | ଆଉ ଯାହାକୁ ଲୋକ ମାନେ ଦେଖି ଓ ଶୁଣି ସେମାନଙ୍କ ମନରେ ମଧ୍ୟ ଏକ ନୂଆ ଭକ୍ତି ଭାବ ଜାଗ୍ରତ ହୋଇଛି ବୋଲି କୁହାଯାଉଛି | ଆଉ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।