ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ରୋଗ ଆଉ ବିଭିନ୍ନ ସମସ୍ୟା ଗୁଡିକ ମଧ୍ୟରେ ଚର୍ମ ମଧ୍ୟ ସେହି ଭଳି ଗୋଟିଏ ସମସ୍ୟା ଅଟେ | ଯାହା ଯୋଗୁ ଆମେ ଅନେକ ସମୟରେ ଅନେକ ପ୍ରକାରର ଅସୁବିଧା ର ଶିକାର ହୋଇଥାଉ ଓ ସ୍କିନ ଡିଜିଜ ଭଳି ସମସ୍ୟା ରେ ମଧ୍ୟ ପଡିଥାଉ | ତେବେ ଏହି ସ୍କିନ ଡିଜିଜ ର କାରଣ ଆମର ଖାଦ୍ୟ ପେୟ ର ଅସାବଧାନତା ଓ ତାହା ସହିତ ପ୍ରଦୂଶିତ ବାୟୁ ଓ ଦୂଷିତ ଜଳବାୟୁ ଏହାର କାରଣ ହୋଇଥାଏ |ଆଉ ଗୋଟିଏ ମୁଖ୍ୟ କାରଣ ହେଉଛି ଅଧିକ ପରିମାଣରେ କେମିକାଲ ଯୁକ୍ତ ଦ୍ରବ୍ୟ ର ବ୍ୟବହାର | ତାହେଲେ ଆସନ୍ତୁ ଜାଣିବା ଏହି ଚର୍ମ ରୋଗ ର ଲକ୍ଷଣ ଓଚର୍ମ ରୋଗ ରୁ ମୁକ୍ତି ପାଇବାର ଘରେଇ ଉପଚାର ବିଷୟରେ କିଛି ଟିପ୍ସ ବିଷୟରେ |
ଚର୍ମ ରୋଗ ର କେତେକ ଲକ୍ଷଣ :-
କୁହାଯାଏ କି ଆମର ଚର୍ମ ରେ କୁଣ୍ଡେଇ ହୋଇ କିଛି ବାହାରି ଗଲେ ଆମେ ଜାଣିଥାଉ କି ଆମର ସ୍କିନ ଡିଜିଜ ଭଳି କିଛି ସମସ୍ୟା ଦେଖା ଯାଉଛି |ତାହା ସହିତ ଆମର ସେହି କୁଣ୍ଡେଇବା ଜାଗାରେ ପାଣି ଭଳି ମଧ୍ୟ କିଛି ବାହାରି ଥାଏ |ତେବେ ବେଳେ ବେଳେ ଗୁପ୍ତଙ୍ଗରେ ମଧ୍ୟ ସେମିତି କିଛି ବାହାରି ଥାଏ କୁଣ୍ଡେଇ ହୋଇଥାଏ ଓ ଏସବୁ ଲକ୍ଷଣ ପ୍ରକାଶ ପାଇଲେ ଆପଣ ଏଲୋପାତି ମେଡ଼ିସିନ୍ କୁ ବ୍ୟବହାର କରିଥାଉ ତେବେ ତାହା ଆମ ସ୍କିନ ପାଇଁ ଭଲ ହୋଇ ନଥାଏ |ଏବେ ଘରେଇ ଉପାଚାର ବିଷୟରେ ଆସନ୍ତୁ ଜାଣିବା |
ଚର୍ମ ରୋଗ କୁ ଭଲ କରିବାର ଘରେଇ ଉପଚାର :-
1- ଆପଣ ମାନେ ଚର୍ମ ରୋଗ ଭଲ କରିବା ପାଇଁ ପିଲା ଜନ୍ମ ହୋଇ ନଥିବା ଗାଈ ପାଖରୁ ଗୋମୁତ୍ର ଭର୍ତ୍ତି କରି ଗୋଟିଏ ସଫା କାଚ ବୋତଲରେ ଆଣନ୍ତୁ ଆଉ ତାହା କୁ ବ୍ୟବହାର କରନ୍ତୁ |
2-ତେବେ କୁହାଯାଏ କି କିଛି ଲୋକଙ୍କର ଝାଡା କ୍ଲିୟର ନ ହେବା ଫଳରେ ମଧ୍ୟ ଚର୍ମ ଜନିତ ସମସ୍ୟା ଦେଖା ଯାଇଥାଏ | ତେଣୁ ଆପଣ ମାନେ ପ୍ରତିଦିନ ସକାଳେ ଉଠିଲେ ଗୋଟିଏ ଲିଟର ପାଣି ପିଅନ୍ତୁ ବା ତାହା ନ ହେଲେ ଅଧା ଲିଟର ପାଣି କୁ ଉଷୁମ କରି ସେବନ କରିଲେ ଏହି ଭଳି ଝାଡା ସମସ୍ୟା ଦୁରେଇ ଯାଏ | ଯାହା ଫଳରେ ଚର୍ମ ସମସ୍ୟା ମଧ୍ୟ ଦୂରେଇଯିବ 75 ପ୍ରତିଶତ |
3-ଏହାଛଡ଼ା ଗୋମୂତ୍ର କୁ ନେଇକି ଆପଣଙ୍କର ଯେଉଁ ସ୍ଥାନରେ ଇନ୍ଫେକ୍ସନ ହୋଇଛି ସେହି ସ୍ଥାନରେ ଲଗାନ୍ତୁ | ଆଉ ଗୋଟିଏ ଘଣ୍ଟା ରଖିବା ପରେ ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଯାହା ଫଳରେ ଚର୍ମ ଜନିତ ସମସ୍ୟା ଦୁରେଇ ଯିବ ବୋଲି କୁହାଯାଉଛି |
ତେବେ ଏହା ଥିଲା ଚର୍ମ ରୋଗ ଭଳି ସମସ୍ୟା କୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।