ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ସେହି ଭିଡ଼ିଓ ଭିତରୁ କେତେକ ଭିଡ଼ିଓ ଏମିତି ଥାଏ ଯାହାକୁ ଆମେ ମାନେ ଦେଖିଲେ ଖୁସି ହୋଇ ଯାଇଥାଉ ଓ କିଛି ଏଭଳି ଭିଡ଼ିଓ ଥାଏ ଯାହା କୁ ଦେଖିଲେ ଆପଣ ଙ୍କୁ ଦୁଃଖ ଓ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଟ୍ରେନ ଧକ୍କା ପାଇଲା ପରେ ମଧ୍ୟ ଝିଅ ଜଣଙ୍କ ବଞ୍ଚି ଯାଇଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏହି ଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ମୁମ୍ବାଇ ର କୁର୍ଲା ରେଲୱେ ଷ୍ଟେସନ ରେ ବୋଲି କୁହାଯାଉଛି | ଆଉ ତାହା ଛଡା ଆପଣ ମାନେ ଜାଣତରେ ଯେଉଁ ଵା ଅଜାଣତରେ ଅନେକ ଦୁର୍ଘଟଣା ମାନ ଷ୍ଟେସନ ନିକଟରେ ଘଟି ଯାଉଥିବାର ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ରେଲୱେ ଷ୍ଟେସନ ରେ ଦେଖିବାକୁ ମିଳିଛି ଏହି ଭଳି ଏକ ନିଆରା ଦୁର୍ଘଟଣା |
ଆଉ ଯେଉଁଠି ଫୋନ ରେ କଥା କହି ଯାଉଥିଲେ ଝିଅ ଜଣଙ୍କ | ଆଉ ତାହା ବ୍ୟତୀତ ଝିଅ ଜନକ ଗୋଟିଏ ପ୍ଲାଟଫର୍ମ ରୁ ଅନ୍ୟ ପ୍ଲାଟଫର୍ମ କୁ ଯିବା ପାଇଁ ଅଭୋର ବ୍ରିଚ କୁ ବ୍ୟବହାର ନ କରି ଟ୍ରେନ ଟ୍ରାକ ରେ ଯାଉଥିବାର ଦେଖିବାକୁ ମିଳିଥିଲା | ଆଉ ସେହି ସମୟରେ ଫୋନ ରେ ମଧ୍ୟ ଝିଅ ଜଣକ କଥା ହେଉଥିଲେ ଓ ସେହି ସମୟରେ ମାଲବାହି ଟ୍ରେନ ଟି ଶୀ ଯାଇଥିବା ବେଳେ ଝିଅ ଜଣଙ୍କ ଜାଣି ପାରି ନ ଥିଲେ ବୋଲି କୁହାଯାଉଛି | ଆଉ ଟ୍ରେନ ଟି ଆସି ଝିଅ ଜଣଙ୍କୁ ପଛରୁ ଧକ୍କା ଦେଲା ପରେ ଝିଅ ଟି ମଝିରେ ପଡ଼ି ଯାଇଥିଲେ |
ଆଉ ତାହା ପରେ ଟ୍ରେନ ଟି ଝିଅ ଉପର ଦେଇ ଚାଲି ଯାଇଥିଲା ଓ ଝିଅ ଟିର ବିଶେଷ କିଛି କ୍ଷତି ମଧ୍ୟ ହୋଇ ନ ଥିଲା | ଆଉ ସେହି ସମୟରେ ସଙ୍ଗେ ସଙ୍ଗେ ରେଲୱେ ପୋଲିସ ପହଞ୍ଚି ଯାଇଥିଲେ ଓ ତାହା ପରେ ଝିଅ ଜଣଙ୍କୁ ନେଇକି ହସ୍ପିଟାଲ ରେ ମଧ୍ୟ ଭର୍ତ୍ତି କରେଇଥିଲେ | ଆଉ ଯାହା ଦେଖିବାକୁ ମିଳିଛି ବର୍ତ୍ତମାନ ଝିଅ ଜଣଙ୍କ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।