ସମୟ ଆସିବ ଯୌବନ ନଥିବ…. ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି ଭିଡ଼ିଓ ( ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ )

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆମକୁ ଅନେକ କିଛି କଥା ଶିଖିବାକୁ ମଧ୍ୟ ମିଳିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗୁଛଜି ସେଥିରେ ମଧ୍ୟ ସେହି ଭଳି କିଛି ଜଣା ଶୁଣ କଥା ଯାହା ଆମର ଜୀବନରେ ଆଗକୁ ଯିବାରେ ସାହାଯ୍ୟ କରିଥାଏ ସେ ବିଷୟରେ କହିବାକୁ ଲାଗିଛନ୍ତି ଯୁବକ ଜଣଙ୍କ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଜାଣିବାକୁ ଆଉ ଶୁଣିବାକୁ ପାଉଥିବେ ଭାଇରାଲ ହେଉଥିବାର | ଆଉ ସେଗୁଡିକ ଭିତରୁ ବର୍ତ୍ତମାନ ଏଭଳି ଏକ କଥା ଭାଇରାଲ ହେବାରେ ଲାଗିଛି ଯେଉଁଥିରୁ ଆମ ମାନଙ୍କୁ ଅନେକ କିଛି କଥା ଜାଣିବାକୁ ଓ ଶିଖିବାକୁ ମିଳିବ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଯୁବକ ଜଣଙ୍କ ଗୀତ ମାଧ୍ୟମରେ ଲୋକ ମାନଙ୍କି କହିଛନ୍ତି ସେହି ଭଳି କିଛି କଥା | ଆଉ ଯେଉଁଠି କୁହାଯାଉଛି କି ମଣିଷ ଜୀବନରେ ଯାହା ବି କରିବା ପାଇଁ ଚାହିଁଛନ୍ତି ତାହା ବୁଦ୍ଧି ବିଚାରି କରିବା ଆବଶ୍ୟକତା ଆଉ ତାହା ନ ହେଲେ ଆପଣ ମାନେ ଅସୁବିଧା ରେ ପଡ଼ି ପାରନ୍ତି |

ତାହା ସହିତ ଯେଉଠି ଆପଣ ମାନଙ୍କୁ ସଂମାନ ମିଳୁନି ସେହି ସମସ୍ତ ସ୍ଥାନକୁ ଆପଣ ମାନେ ଯିବା ଅନୁଚିତ କରଣ ସେଠାରେ କେବଳ ଆପଣ ଙ୍କର ସଂମ୍ମାନ ହାନି ଘଟିଥାଏ ଆଉ କୌଣସି ବି ଉପକାର ହୋଇ ନ ଥାଏ ବୋଲି କହିଛନ୍ତି ଯୁବକ ଜଣଙ୍କ | ତାହା ସହିତ ଯାଚି କରି କୌଣସି ସ୍ଥାନକୁ ନିଜ ନାହିଁ ଆଉ ସେହି ଭଳି ସ୍ଥାନକୁ ଯିବ ନାହିଁ | ତାହା ବ୍ୟତୀତ ଯେଉଁ ସ୍ଥାନରେ ଆପଣ ମାନଙ୍କୁ ନିଜର ସଂମ୍ମାନ କୁ ତଳେ ପକାଇବାକୁ ପଡିବ ସେ ଭଳି କାମ କରିବ ନାହିଁ କୋଦାପି |

ତାହା ସହିତ ଯୁବକ ଜନଙ୍କ କହିବା କଥା କି ନ ପଚାରିଲେ କୌଣସି କଥା କୁ କହିବି ନାହିଁ | ତାହା ସହିତ ଯେଉଁ ମାନଙ୍କର ମନରେ କେବଳ ଅବିଶ୍ୱାସ ଭର୍ତ୍ତି ହୋଇକି ରହିଥାଏ ସେହି ଭଳି ସ୍ଥାନରେ ନିଜକୁ ଦୁରେଇ ରଖିବେ | ଆଉ ଜୀବନରେ ଆଗକୁ ବଢିବାକୁ ହେଲେ ଅନେକ ସତର୍କତା ର ସହିତ ଆଗକୁ ଯିବାକୁ ପଡିବ ବୋଲି ଯୁବକ ଜଣଙ୍କ କହିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଲୋକ ମାନେ ମଧ୍ୟ ପସନ୍ଦ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment