ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ବେଶ ଖୁସି ହେବ ସହିତ ପିଲା ମାନଙ୍କର ପ୍ରସଂଶା ମଧ୍ୟ କରିବାକୁ ଲାଗିବେ | ତେବେ ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ମଞ୍ଚ ଉପରେ ସୁନ୍ଦର ଭାବରେ ମୋଡୋର୍ଣ୍ଣ ଡାନ୍ସ ସାଙ୍ଗକୁ ସମ୍ବଲପୁରୀ ଡାନ୍ସ ର କମାଲ କୁ ଦେଖାଇବା ପାଇଁ ଲାଗିଛନ୍ତି ପୁଅ ଓ ଝିଅ ଜଣଙ୍କ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
କୁହାଯାଇଥାଏ କି ଡାନ୍ସ ଗୋଟିଏ ଏମିତି ଜିନିଷ ଯାହାକୁ ଦେଖିଲେ ଆପଣ ମାନେ ନିଜ ଭିତରେ ଥିବା ଦୁଃଖ ଓ ରାଗ ରୁଷା କୁ ଭୁଲି ଯାଇଥାନ୍ତି ଓ ତାହା ସହିତ ସେହି ଡାନ୍ସ ର ତାଳେ ତାଳେ ଏନଜୟ ମଧ୍ୟ କରିବା ପାଇଁ ଲାଗିଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ସେହି ଭଳି କିଛି ମନଛୁଆ ଡାନ୍ସ ର କମାଲ ଦେଖିବାକୁ ମିଳିଛି ମଞ୍ଚ ଉପରେ | ଆଉ ଯେଉଁଠି କୁହାଯାଉଛି କି ଝିଅ ମାନେ ଦେଖାଇବାକୁ ଲାଗିଛନ୍ତି ସୁନ୍ଦର ଭାବରେ ତାଙ୍କର ଡାନ୍ସ ର କମାଲ |
ପ୍ରଥମେ ଝିଅ ଜଣଙ୍କ ନେନ ବାଲେ ନେ ଗୀତ ରେ ସୁନ୍ଦର ଭାବରେ ଡାନ୍ସ କରିବା ପାଇଁ ଲାଗିଥିଲେ ଓ ତାହା ପରେ ଗ୍ରୁପ ରେ ଏକ ହିନ୍ଦୀ ଗୀତ ର ତାଳେ ତାଳେ ଡାନ୍ସ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଥିଲେ ଝିଅ ମାନେ | ଆଉ ତାହା ପରେ ଦେଖିବାକୁ ମିଳିଥିଲା ଆମର ଓଡିଶା ର ଫେମସ ଡାନ୍ସ ସମ୍ବଲପୁରୀ ଗୀତ ସାଙ୍ଗକୁ ସମ୍ବଲପୁରୀ ଡାନ୍ସ ରେ ଷ୍ଟେଜ କମ୍ପି ଉଠିଥିଲା | ଆଉ ସେହି ଭଳି ମଞ୍ଚ ଉପରେ ସୁନ୍ଦର ଭାବରେ ଡାନ୍ସ ଜରିଆରେ ଦର୍ଶକ ମାନଙ୍କ ର ମନକୁ କିଣି ନେଇଥିଲେ ସେହି କୁନି କୁନି ଡାନ୍ସର ମାନେ |
ଆଉ ଯେଉଁଠି କୁହାଯାଉଛି କି ମନକୁ ଛୁଇଁଲା ଓ ମନୋକୟ କିଣି ନେଲା ଭଳି ଡାନ୍ସ ରେ ସମସ୍ତ ଉପସ୍ଥିତ ଦର୍ଶକ ମାନେ ଖୁସି ହେବା ସହିତ ସେହି ଭଳି ନୂଆ ଧରଣର ଡାନ୍ସ କୁ ଏନଜୟ କରିଛନ୍ତି | ଆଉ ତାହା ସହିତ ଲୋକ ମାନେ ପିଲା ମାନଙ୍କର ସେହି ଭଳି ଡାନ୍ସ ର ପ୍ରସଂଶା ମଧ୍ୟ କରିବାରେ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ମଧ୍ୟ ହେବାକୁ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।