ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ” ସାମୀ ସାମୀ ” ଗୀତରେ ହଟ ଡ୍ୟାନ୍ସ… 65 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଅନେକ ମନୋଛୁଆଁ ଆଲବମ କୁ ନେଇକି ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ କୁହାଯାଏ କି ଯେତେବେଳେ ନାଚ ଆଉ ଗୀତ ର ଭିଡିଅ ଗୁଡିକ ଭାଇରାଲ ହେବାକୁ ଲାଗିଥାଏ ସେତେବେଳେ ସେହି ଭଳି ମନ ଛୁଆଁ ଭିଡ଼ିକି କୁ ଦର୍ଶକ ମାନେ ଅଧିକ ପସନ୍ଦ କରିଥାନ୍ତି ନ
ବୋଲି ମଧ୍ୟ କୁହାଯାଉଛି | ଆଉ ବର୍ତ୍ତମାନ ଓଡ଼ିଆ ରେ ” ସାମି ସାମି ” ଗୀତ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗୁଛି, ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଆଉ ତାହା ସହିତ କୁହାଯାଉଛି କି କିଛି ନୂଆ ଆଲବମ ମାର୍କେଟ କୁ ଆସିଲେ ତାହା ସୋସିଆଲ ମିଡ଼ିଆ ଜରିଆରେ ଭାଇରାଲ ହେବା ସହିତ ଲୋକ ପ୍ରିୟତା ହାସଲ କରିଥାଏ ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା କୁହାଯାଏ କି ଆଜି କାଲି ଓଡ଼ିଆ ରେ ଅନେକ ନୂଆ ନୂଆ ଆଲବମ ଗୁଡିକ ଭାଇରାଲ ହେବାରେ ଲାଗୁଛି ସୋସିଆଲ ମିଡ଼ିଆରେ | ଆଉ ସେହି ଭିଡ଼ିଓ ଗୁଡିକୁ ଲୋକ ମାନେ ବେଶ ପସନ୍ଦ ମଧ୍ୟ କରୁଛନ୍ତି |

ଆଉ ବର୍ତ୍ତମାନ ସେହି ଭଳି ଏକ ନୂଆ ମନୋଛୁଆଁ ଆଲବମ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ | ଆଉ ଯେଉଁ ଗୀତ ଟିର ନାଁ ହେଉଛି ” ସାମି ସାମି ” ଯେଉଁଠି ଏହି ମନୋଛୁଆଁ ରୋମାଣ୍ଟିକ ଗୀତ ରେ ସ୍ୱର ପ୍ରଦାନ କରିଛନ୍ତି ଅଲିଉଡ ର ଜଣେ ବେଶ ଜଣା ଶୁଣ ସମସ୍ତ ଙ୍କର ପ୍ରିୟ ସିଙ୍ଗର ଅସୀମା ପଣ୍ଡା ବୋଲି କୁହାଯାଉଛି | ଆଉ ଏହି ମନୋଛୁଆଁ ଆଲବମ ରେ ଡାନ୍ସ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ରିତେଶ ଆଉ ନନ୍ଦିନୀ ବୋଲି କୁହାଯାଉଛି | ଆଉ ସେମାନଙ୍କର ଡାନ୍ସ ର କମାଲ ଦର୍ଶକ ମାନଙ୍କର ହୃଦୟକୁ ଛୁଇଁଛି ବୋଲି କୁହାଯାଉଛି |

ଆଉ ବର୍ତ୍ତମାନ ଦେଖିବାକୁ ମିଳିଛି କି ଆପଣ ମାନେ ହିନ୍ଦୀ ରେ ଏହି ସାମି ଗୀତ କୁ ଶୁଣିଥିଲେ କିନ୍ତୁ ବର୍ତ୍ତମାନ ଯେଉଁ ସାମି ଗୀତ ଟି ଦେଖିବାକୁ ମିଳିଛି ଭାଇରାଲ ହେଉଥିବାର ତାହା ଓଡ଼ିଆ ରେ ବୋଲି କୁହାଯାଉଛି | ଆଉ ଏହି ଭଳି ଏକ ମନୋଛୁଆଁ ଆଲବମ ଗୀତ ଟି କୁ ଦେଖିବା ପରେ ଦର୍ଶକ ମାନେ ତାଙ୍କର ଭଲ ପାଇବା ଦେଇଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment