ସମସ୍ତ ଚର୍ମ ରୋଗର ଘରୋଇ ଚିକିତ୍ସା ଜଣାନ୍ତୁ ? Dr. vinitha wills

ଆଜି ଆମେ ଆପଣଙ୍କ ସହିତ ଆଲୋଚନା କରିବୁ ଚର୍ମ ରୋଗ ବିଷୟରେ।ଚର୍ମ ରୋଗ ଆଜିର ଦିନରେ ଅଧିକାଂଶ ଲୋକେ ଏହି ଚର୍ମ ରୋଗରେ ପୀଡିତ ଅଛନ୍ତି। ଯାହାକୁ ଆମେ। ଇଂରାଜୀରେ ସ୍କିନ୍ ଡିଜିଜ ବୋଲି କହିଥାଉ। ତେବେ ଚର୍ମ ରୋଗ କଣ ପାଇଁ ହୋଇଥାଏ ଏହାର ଲକ୍ଷଣ କଣ ରହିଛି ଏଥିରୁ କେମିତି ରକ୍ଷା ପାଇବେ ଆଜି ସେ ସବୁ ବିଷୟରେ ଆମେ ଆମର ଲେଖା ମାଧ୍ୟମରେ ଜଣାଇବୁ।
ତେବେ ଏଥିପାଇଁ ଆପଣଙ୍କୁ କିଛି ମେଡ଼ିସିନ୍ ର ବ୍ୟବହାର କରିବା ପାଇଁ ପଡିବନି ଆମେ ଆପଣଙ୍କୁ କିଛି ଘରୋଇ ଟିପ୍ସ ଦେବୁ ଯାହା କୁ ପ୍ରୟୋଗ କରି ଆପଣ ଚର୍ମ ରୋଗ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ। ଏଥିରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇ ନଥାଏ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଟିପ୍ସ।
ଚର୍ମ ରୋଗ ହେବାର କାରଣ କଣ?
ପ୍ରଥମତଃ ଆଜିର ଦିନରେ ଆମର ଖରାପ୍ ଜୀବନଶୈଳୀ ଠିକ୍ ଟାଇମ୍ ରେ ଖାଦ୍ୟ ନଖାଇବା ଏବଂ ଅଧିକ କେମିକାଲ ଯୁକ୍ତ ଖାଦ୍ୟ ଖାଇବା ଚର୍ମ ରୋଗର ଏକ ପ୍ରମୁଖ କାରଣ ଅଟେ।

ଚର୍ମ ରୋଗ ହେବାର ଲକ୍ଷଣ କଣ

ଏହାର ପ୍ରଥମ ଲକ୍ଷଣ ହେଉଛି କି ଚର୍ମ କୁଣ୍ଡାଇ ହେବା। ଚର୍ମରେ ପକସ୍ ଟାଇପର ବାହାରିବା ପାଣି ଟାଇପର ବାହାରିବା ଆଡି ଲକ୍ଷଣ ପ୍ରକାଶ ପାଇଥାଏ। କିଛି ଗୁପ୍ତଙ୍ଗରେ ମଧ୍ୟ ସେମିତି କିଛି ବାହାରି ଥାଏ କୁଣ୍ଡେଇ ହୋଇଥାଏ।ତେବେ ଏସବୁ ଲକ୍ଷଣ ପ୍ରକାଶ ପାଇଲେ ଆପଣ ଏଲୋପାତି ମେଡ଼ିସିନ୍ କୁ ଏଭୋଏଡ୍ କରନ୍ତୁ। ଆମେ ଆଜି ଆପଣଙ୍କୁ ଯେଉଁ ଟ୍ରିଟମେଣ୍ଟ ବାବଦରେ ଜଣାଇବୁ ତାକୁ ନିଶ୍ଚିତ ଭାବେ ଫୋଲ କରନ୍ତୁ ୧୦୦% ଗ୍ୟାରେଣ୍ଟି ସହିତ ମାତ୍ର ୪ ମାସ ଭିତରେ ଆପଣଙ୍କ ଚର୍ମ ରୋଗ ଭଲ ହୋଇଯିବ।

୧. ପିଲା ଜନ୍ମ ହୋଇ ନଥିବା ଗାଈ ପାଖରୁ ଗୋଟିଏ ସଫା କାଚ ବୋତଲରେ ଗୋମୁତ୍ର ଭର୍ତ୍ତି କରି ଆଣନ୍ତୁ। ଏହାପରେ ଗୋଟିଏ କପ୍ ପ୍ରତିଦିନ ଚାରି ମାସ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରନ୍ତୁ।

୨. ସକାଳୁ ଉଠିବା ମାତ୍ରେ ଆପଣ ପ୍ରତିଦିନ ୧ ଲିଟର ପାଣି ନିହାତି ପିଅନ୍ତୁ। କିଛି ଲୋକଙ୍କ ଝାଡା କ୍ଲିୟର ହୋଇ ନଥାଏ ତେଣୁ ଆପଣ ହାଫ୍ ଲିଟର ପାଣି କୁ ହାଲକା ଉଷୁମ କରି ସେବନ୍ କରନ୍ତୁ ଯାହା ଫଳରେ ଆପଣଙ୍କ ଝାଡା କ୍ଲିୟର ହେବ। ତେବେ ଝାଡା କ୍ଲିୟର ହୋଇ ଯାଇଛି ମାନେ ଧରି ନିଅନ୍ତୁ ଆପଣଙ୍କର ୭୫ ପ୍ରତିଶତ ଚର୍ମ ରୋଗ ଭଲ ହୋଇ ଯାଇଛି।
୩. ଗୋମୂତ୍ରକୁ ନେଇ ଆପଣଙ୍କର ଯେଉଁ ସ୍ଥାନରେ ଇନ୍ଫେକ୍ସନ ହୋଇଛି ସେହି ସ୍ଥାନରେ ଭଲ ଭାବରେ ମସାଜ୍ କରନ୍ତୁ। ଗୋଟିଏ ଘଣ୍ଟା ପରେ ଆପଣ ଗାଧୋଇ ଫ୍ରେସ ହୋଇ ଯାଆନ୍ତୁ।ଏହା ଦ୍ବାରା ମଧ୍ୟ ଆପଣଙ୍କ ଚର୍ମ ରୋଗ ଭଲ ହୋଇ ପାରିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment