ସମୁଦ୍ରରେ ଭାସି ଯିବା ପୂର୍ବର ଛାତିଥରା ଦୃଶ୍ୟ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ…

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆପଣ ବହୁତ ସମୟରେ ବିଭିନ୍ନ ପ୍ରକାର ଭାଇରାଲ ହେଉଥିବା ଭିଡ଼ିଓ ଦେଖିଥିବେ | ହେଲେ ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛୁ ତାହା ଆପଣଙ୍କ ହୋସ ଉଡାଇଦେବ | ଆଉ ଯାହା କୁହାଯାଉଛି କି ମିଳିଥିବା ସୂଚନା ଅନୁଯାୟୀ ସମୁଦ୍ରରେ ପରିବାର ଓ ସମ୍ପର୍କକୀୟ ସହିତ ବେଳା ଭୂମି ରେ ମଜା ନେଉଥିଲେ ଉଭୟ ବାପା ଓ ପୁଅ | ସମୁଦ୍ରର ମଜା ନେଉଥିବା ବେଳେ ଏମିତି ଏକ ଅଘଟଣ ଘଟିଛି ଯାହା ସମସ୍ତ ମନରେ ଆତଙ୍କ ସୃଷ୍ଟି କରିଛି | ଆଉ ଯାହା କୁହାଯାଉଛି କି ଜୀବନ ଟା ଏମିତି ଚାଲିଯିବ ତାହା କେବେ କେହି ଆଶା କରିନଥାଏ | ତାହାଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ ଘଟଣା ବିଷୟରେ ଆଲୋଚନା କରିବା |

ତେବେ ଯାହା କୁହାଯାଉଛି କି ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ପୁରୀ ସମୁଦ୍ର ବେଳାଭୂମି ରେ | ତେବେ ଭିଡ଼ିଓ ଟିରେ ଦେଖା ଯାଇଛି ଯେ ଗୋଟିଏ ପରିବାର ପୁରୀ ବେଳାଭୂମି ରେ ବେଶ ମଜା ନେଉଥାନ୍ତି | ସେମାନଙ୍କ ଭିତରୁ ବାପା ପୁଅ ମଧ୍ୟରେ ସମୁଦ୍ର ବେଳା ଭୂମିରେ ଚାଲିଥାଏ କେତେ ମଜା | କେତେବେଳେ ବାପା ପୁଅକୁ ଡାକୁଥାଏ ସମୁଦ୍ର ଭିତରୁ କୁ ତୋ ପୁଣି କେତେବେଳେ ପୁଅ ବାପା କୁ ଡାକୁଥାଏ | ଏମିତି କିଛି ସମୟ ବାପା ପୁଅଙ୍କ ମଧ୍ୟରେ ଚାଲିଥିବା ବେଳେ ତାଙ୍କର ଜଣେ ସମ୍ପର୍କକୀୟ ଏ ସମସ୍ତ ଦୃଶ୍ୟକୁ ନିଜେ ମୋବଇଲ ରେ ରେକର୍ଡ କରିଥିଲେ | ହେଲେ କିଏ ଜାଣିଥିଲା ତାଙ୍କର ପରିବାର ର ଏହି ଖୁସି ସୀମିତ ସମୟ ପାଇଁ ଥିଲା ବୋଲି |

ଆଉ ସମୁଦ୍ରର ଢେଉ ସାଙ୍ଗରେ ତାଙ୍କ ପରିବାର ର ଖୁସି ମଧ୍ୟ ଚାଲିଯିବ ବୋଲି, ଆଉ କିଏ ଜାଣିଥିଲେ ଯେଉଁ ସମୁଦ୍ର ଢେଉ ବାପା ଙ୍କ ଖୁସି ପାଲଟିଥିଲା ସେହି ଢେଉ ମାତ୍ରା କିଛି ସମୟରେ ପୁଅର ଦୁଃଖ କାରଣ ପାଲଟିଗଲା ଆଉ ଏହି ସମସ୍ତ ଖୁସି ମାତ୍ର କ୍ଷଣିକ ରେ ଶେଷ ହେଇଗଲା | ତେବେ ଭିଡ଼ିଓ ଟି ରେ ଦେଖା ଯାଇଛି ଯେ ବାପା ବଂଶୀଧର ବେହରା ସମୁଦ୍ର ପୁଅ ସହିତ ଖେଳୁ ଖେଳୁ ହଠାତ ସେ ସମୁଦ୍ରକୁ ଲମ୍ଫ ମାରିଥିଲେ ହେଲେ ଆଉ ଫେରି ନଥିଲେ | ପୁଅ ବାପା ଙ୍କୁ ଡାକିଲେ ମଧ୍ୟ ବାପା ଶୁଣୁନଥିଲେ | ସମ୍ପର୍କକୀୟ ମାନେ ପୁଅ କୁ ବୁଝାଉଥିଲେ ବାପା ଆସିବେ ହେଲେ ବାପା ଆଉ ଆସିନଥିଲେ |

ପୁଅ ମନ ନ ବୁଝିବାରୁ କୁନି କୁନି ପାଦ ରେ ବାପା ଙ୍କୁ ଖୋଜିଲା ପୁଅ ହେଲେ କିଛି ଲାଭ ମିଳିଲା ନାହିଁ | ଶେଷରେ ଲାଇଫ ଗାର୍ଡ ଟିମ ବହୁତ ଖୋଜା ଖୋଜି କରିଥିବା ସୂଚନା ରହିଛି | ହେଲେ ବଂଶୀଧର ମିଳିନଥିଲେ ଓ ପରେ ତାଙ୍କର ମୃତ୍ୟ ହେଇଛି ବୋଲି ଘୋଷଣା କରାଯାଇଥିଲା | ଆଉ ଏହି ଭଳି ଏକ ଦୁଖଦଃ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment