ବର୍ତ୍ତମାନ ସିନେମା ଠାରୁ ଆରମ୍ଭ କରି ସବୁଥିର ଛୋଟ କ୍ଲିପ ଗୁଡିକ ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।ଅନେକ ସମୟରେ ଫିଲ୍ମ ସିନ ଗୁଡିକ ଠାରୁ ଯାତ୍ରା ସିନ ଗୁଡିକ ବହୁତ ଲୋକପ୍ରିୟ ହେବାରେ ଲାଗୁଛି ।ତେବେ ଯାତ୍ରା ବହୁତ ଯାତ୍ରା ତ କମେଡି ସିନ ଓ ଡାଇଲଗ ଗୁଡିକ ଖୁବ ମଜା ଦେଇଥାଏ ।ତେବେ ଆମେ ଆଜି କଥା ହେବୁ ଗୋଟିଏ ରେପ ସିନ ବିଷୟରେ ଯେଉଁ ସିନ ଦେଖିଲେ ଆପଣ ଜାଣି ପାରିବେ ନାହିଁ ତାହା ଅଭିନୟ ନା ସତ ।
ତେବେ ସାଧାରଣତଃ ବର୍ତ୍ତମାନ ସମାଜରେ ଯେଉଁ ସବୁ ଘଟଣା ଘଟୁଛି ସେସବୁ କୁ ଦୃଷ୍ଟି ରେ ରଖି କାହାଣୀ ଗୁଡିକର ରଚନା ହେଇଥାଏ ।ତେବେ ବର୍ତ୍ତମାନ ସମାଜରେ ଦେଖୁଥିବେ ରେପ ବା ବଳତ୍କାର ପରି ଅମାନବୀୟ ଘଟଣା ଦିନକୁ ଦିନ ବଡିବାରେ ଲାଗିଛି ।ଆଉ ଏହିସବୁ ଘଟଣା ଗୁଡିକ ଅଭିନୟ ରେ ବି ସାମିଲ ହେଉଛି,ତେବେ ବର୍ତ୍ତମାନ ଏକ ଯାତ୍ରା ର ରେପ ସିନ ଟି ଖୁବ ଭାଇରଲ ହେବାରେ ଲାଗିଛି ।ତେବେ ଜଣେ ସାଙ୍ଗ କେମିତି ରେପ କରୁଛି ତାହା ହୁଏତ ଆପଣ ପ୍ରଥମ ଥର ଏହି ସିନ ରେ ଦେଖିବେ ।ଏହାଛଡା ଏହି ଅଭିନୟ ଏତେ ବାସ୍ତବ ପରି ଲାଗୁଛି କି ସିନ ଦେଖି ଲୋକେ ଉତେଜିତ ହେଇ ଉଠୁଛନ୍ତି ।
ସୂଚନା ଅନୁସାରେ ଖଣ୍ଡଗିରି ଅପେରା ର ଏକ ଯାତ୍ରା ରେ ଏକ ରେପ ସିନ ଦେଖିବାକୁ ମିଳିଥିଲା ।ତେବେ ଯାତ୍ରା ଟିର ନାଆ ହେଉଛି “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ଲଢ଼ିବ ରାଣୀ ପଣ୍ଡା” ।ତେବେ ଏହି ଯାତ୍ରା ରେ ରାଣୀ ପଣ୍ଡା ଖୁବ ସୁନ୍ଦର ଅଭିନୟ କରିଥିବାର ନଜର ଆସିଛନ୍ତି ।ତେବେ ଯାତ୍ରା ର ଗୋଟିଏ ରେପ ସିନ ରହିଛି ଯେଉଁ ସିନରେ ଖଳନାୟକ ଜଣଙ୍କ ଷ୍ଟେଜ ଉପରକୁ ଆସୁଛନ୍ତି ଆଉ ସେତିକି ହେଲେ ଖୁବ ଭୟଙ୍କର ସିନ ପଡୁଛି ।ତେବେ ଏହି ଖଳନାୟକ ନାଆ ସାଙ୍ଗ ରହିଛି ଯିଏ ଷ୍ଟେଜ କୁ ଆସିବା ପରେ ଜଣେ ଝିଅକୁ ଦେଖିବାକୁ ପାଉଛି ଓ ସେହି ଝିଅ ସହିତ ବଳତ୍କାର କରିବାକୁ ଚେଷ୍ଟା କରୁଚି ।
ଆଉ ଏମିତି ଘଟିବା ସମୟରେ ଯୁବତୀ ଜଣକ ଅନେକ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି ହେଲେ କେହିବି ତାଙ୍କୁ ସାହାଯ୍ୟ କରିବାକୁ ଆସୁ ନାହାନ୍ତି ।ଆଉ ଏମିତି ସାଙ୍ଗ ଓ ସେହି ଯୁବତୀ ଭିତରେ ଟଣା ଓଟଣା ହେଉ ହେଉ ଶେଷରେ ସାଙ୍ଗ ଯୁବତୀଙ୍କୁ କାନ୍ଧରେ ପକେଇ ଭିତରକୁ ନେଇ ଯାଉଛି ।ଆଉ ଏହି ସିନ ଗୁଡିକ ଭିତରେ ଯେମିତି ଡାଇଲଗ ଗୁଡିକ କୁହ ହେଉଛି ତା ସହିତ ଅଭିନୟ ପୁଟ ଦିନ କୁ ରିଏଲ ପରି ଲାଗୁଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।