Femily Tips – ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହି ସରଳ ଉପାୟ, ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଦର୍ଶକ ବନ୍ଧୁ ଘରକୁ ଏକ ନବ ଜାତ ଶିଶୁ ଆଗମନ ହେବା ସମ୍ପୂର୍ଣ୍ଣ ଘର ପାଇଁ ଏକ ପ୍ରକାର ଖୁସି ଓ ଆନନ୍ଦ ଦେଇଥାଏ | ତେବେ ଏହି ଖୁସି ଓ ଆନନ୍ଦ ଖାଲି ଘର ପାଇଁ ନୁହେଁ ଏହା ସନ୍ତାନର ମା ପାଇଁ ଏକ ଗୌରବ କଥା ହେଇଥାଏ | ଏହା ସହିତ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ରେ ଥିବା ସମ୍ପର୍କ ମଧ୍ୟ ବହୁତ ମଜଭୁତ କରିଥାଏ | ତେବେ ଏହି ସୁଖ ଓ ଖୁସି ସମସ୍ତ ଙ୍କ ଭାଗ୍ୟ ନଥିବା ବେଳେ ଯାହାକୁ ଭାଗ୍ୟ ଓ ସୁଖ ମିଳେ ସେ ବହୁତ ଭାଗ୍ୟ ଶାଳୀ ହେଇଥାଏ | ତେବେ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମନେ ସନ୍ତାନ ପ୍ରାପ୍ତି ପାଇଁ ବହୁତ କଷ୍ଟ ମଧ୍ୟ ସହିଥିବା ର ଦେଖା ଯାଏ ହେଲେ ସେମାନଙ୍କର ସନ୍ତାନ ପ୍ରାପ୍ତି ସୁଯୋଗ ମିଳିନଥାଏ |ତେବେ ସେମାନଙ୍କ ପାଇଁ ଆଜି କିଛି ସରଳ ଉପାୟ ରହିଛି ଯାହାକୁ ପାଳନ କରିବା ଦ୍ୱାରା ସେମାନେ ସନ୍ତାନ ପ୍ରାପ୍ତି ସୁଯୋଗ ପାଇପାରିବେ | ତାହାଲେ ଆସନ୍ତୁ ବନ୍ଧୁ ଗଣ ସେହି ସବୁ ଉପାୟ ବିଷୟରେ ଜାଣିବା |

1-ଦର୍ଶକ ବନ୍ଧୁ ସନ୍ତାନ ପ୍ରାପ୍ତି ପ୍ରଥମ ଉପାୟ ହେଉଛି | ଯେଉଁ ମିହିଳା ଙ୍କର ସନ୍ତାନ ପ୍ରାପ୍ତି ହେଉନାହିଁ ସେମାନେ ପ୍ରତି ଦିନ ଗୋପାଳ ଶାସ୍ତ୍ର ପାଠ କରନ୍ତୁ |

2-ଭଗବାନ ଶ୍ରୀ ଗଣେଷ ଙ୍କର ଏକ ଛୋଟ ମୃତ୍ତି ଆଣି ତାହାକୁ ଏକ ମନ୍ଦିର ସ୍ଥାପନ କରନ୍ତୁ | ଏହା ସହିତ ପ୍ରତି ଦିନ ସେହି ମୃତ୍ତି କୁ ପୂଜା କରିବା ଏକ ଲଡ଼ୁ ଲଗାନ୍ତୁ ଓ ଏହାକୁ ପକ୍ଷୀ ମାନଙ୍କୁ ଖାଇବାକୁ ଦିୟନ୍ତୁ |

3-ସ୍ଵାମୀ ଓ ସ୍ତ୍ରୀ ଉଭୟ ଘରକୁ ଏକ ଲଡୁ ଗୋପାଳ ର ମୃତ୍ତି ଆଣନ୍ତୁ ଏହାକୁ ପୂଜା କରିବା ସହିତ ନୂଆ ବସ୍ତ୍ର ପରିଧ୍ୟାନ କରାନ୍ତୁ | ଏହି ସହିତ ଧୂପ, ଦ୍ୱୀପ ଅର୍ପଣ କରିବା ସହିତ ପ୍ରତି ଦିନ କ୍ଷୀର ଓ ଏହା ସହିତ କିଛି ନୂଆ ଫଳ ଓ ଲଡ଼ୁ ଭୋଗ ରେ ଲଗାନ୍ତୁ | ତେବେ ଏପରି ଜନ୍ମା ଅଷ୍ଟମୀ ଠାରୁ ଆରମ୍ଭ କରନ୍ତୁ ଓ ଏହା କରିବା ସମୟରେ ଉପବାସ ପାଳନ କରନ୍ତୁ |

4-ସନ୍ତାନ ହୀନ ସ୍ତ୍ରୀ ନିଜର ଘରେ ବା ପଡୋଶୀ ଘରେ 2 ରୁ 3 ବର୍ଷ ପିଲାଙ୍କ ସହିତ ଭଜନ କରନ୍ତୁ ବା ତାହାର ଅଇଁଠା ସେବନ କରନ୍ତୁ |

5- ଯେଉଁ ସ୍ତ୍ରୀ ର ସନ୍ତାନ ନାହିଁ ସେ କୌଣସି ଶୁକ୍ଳ ପକ୍ଷ ଗୁରୁବାର ଦିନ ଭଗବାନ ଲଡୁ ଗୋପାଳଙ୍କ ଏକ ପୀତଳ ମୃତ୍ତି ଘରକୁ ଆଣି ଏକ ପୀତଳ ଥାଳି ରେ ସେହି ମୃତ୍ତି କୁ ରଖି ତାଙ୍କର ସାନ୍ନ କରାନ୍ତୁ ଓ ଏକ ବସ୍ତ୍ର ଦାନ କରିବା ସହିତ ଭୋଗ ଲଗାଇ ଆପଣ ଭଜନ କରନ୍ତୁ | ଦେଖିବେ ଏହି ସମସ୍ତ ନିୟମ ପାଳନ କରିବା ଦ୍ୱାରା ଆପଣ ଶୀଘ୍ର ସନ୍ତାନ ପ୍ରାପ୍ତି ସୁଯୋଗ ପାଇବେ |

ଏହା ଥିଲା ସନ୍ତାନ ପ୍ରାପ୍ତି ର ସହଜ ଉପାୟ ଯାହାକୁ ମାନି ଚାଲିବା ଆବଶ୍ୟକ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment