ସପନଙ୍କ କଣ୍ଠରୁ ଥରେ ଶୁଣନ୍ତୁ ଏହି ସୁନ୍ଦର ଗୀତ ” ମଣିଷ ଗଛ ଲଗେଇବୁନି ସେ କାହାରି ନୁହଁ “… ମାତ୍ର 6 ଘଣ୍ଟାରେ 100k ରୁ ଅଧିକ ଲୋକ ଦେଖିସାରିଲେନି

ବନ୍ଧୁଗଣ ସଂଗୀତ ଏକ ସାଧନା ହୋଇଥାଏ ଆଉ ଏହା ଏହିପରି ଏକ ଭାବନା ଯାହା ସମସ୍ତ ଙ୍କୁ ଭଲ ଲାଗିଥାଏ ।ଜଣେ ବ୍ୟକ୍ତି ସଂଗୀତ ମାଧ୍ୟମରେ ନିଜ ମନର ଭାବନା କୁ ଭାଷା ମାଧ୍ୟମରେ ଏକ ସୁନ୍ଦର ସ୍ୱର ଦେଇ ପ୍ରକାଶ କରିଥାଏ ।ଆଉ ଅନ୍ୟ ପକ୍ଷରେ ସେହି ଗୀତ କୁ ଶୁଣୁଥିବା ବ୍ୟକ୍ତି ଜଣଙ୍କ ନିଜ ଜୀବନ କୁ ତା ସହ ଯୋଡ଼ି ଦେଇ ତାହାକୁ ଅନୁଭବ କରେ। ତେବେ ଆପଣ ଦେଖିଥିବେ ଆମ ଓଡ଼ିଆ ସିନେମା ଜଗତ ରେ ମଧ୍ୟ ଏହିପରି ଅନେକ ଗାୟକ ଗାୟିକା ଅଛନ୍ତି, ଯାହାଙ୍କ ର ଗୀତ ଶୁଣିଲେ ଆମକୁ ବହୁତ ଖୁସି ଲାଗେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଗୀତ ଖୁବ ଭାଇରାଲ ହେବା ରେ ଲାଗିଛି ଯାହା ଶୁଣିଲେ ଆପଣ ଭାବ ବିହ୍ୱଳ ହୋଇଯିବେ।

ତେବେ ବନ୍ଧୁଗଣ ଏହି ଗୀତ ଟି ଗାଇଛନ୍ତି ଆମ ଗାଁ ପୁଅ ସପନ , ତେବେ ଗୀତ ଟିର ନାମ ଏହିପରି ରହିଛି କି ,”ମଣିଷ ଗଛ ଲଗେଇବୁ ନାହିଁ ସେ କାହାରି ନୁହେଁ….. ପୁଅ ମୋର ବଡ଼ ମଣିଷ ସାହେବ ଲୋକ ,ଗାଉଁଲି ବାପ କୁ ପଚାରେ କିଏ….”। ତେବେ ବନ୍ଧୁଗଣ ଏହି ଗୀତ ଟି ବର୍ତ୍ତମାନ ସମାଜ ରେ ଯେଉଁ ଭଳି ଭାବରେ ପିଲା ମାନେ ବଡ଼ ହୋଇଯିବା ପରେ ,ଚାକିରୀ ବାକିରି କରି ନିଜ ଲାଇଫ ରେ ସେଟେଲ ହୋଇଯିବା ପରେ ନିଜ ବାପା ମା ଙ୍କୁ ଭୁଲି ଯାଉଛନ୍ତି। କିଏ ଆଶ୍ରମ ରେ ଛାଡି ଦେଉଛନ୍ତି ତ କିଏ ପୁଣି ତାଙ୍କୁ ଗାଁ ରେ ଛାଡି ଦେଇ ଭୁଲି ଯାଉଛନ୍ତି ।

ଯେଉଁ ବାପା ମା ମାନେ ନିଜର ସବୁ କିଛି ତ୍ୟାଗ କରିଦେଇ ପିଲା ମାନ ଙ୍କୁ ମଣିଷ କରିବା ପାଇଁ ଚଂହାନ୍ତି ,ସେହି ପିଲା ମାନେ ବଡ଼ ହେବା ପରେ ଭୁଲି ଯାଇଥାନ୍ତି ତାଙ୍କର ବାପା ମା ଙ୍କୁ। ଆଉ ବୃଦ୍ଧ ବୟସ ରେ ତାଙ୍କୁ ସେହିପରି ଏକା ଛାଡି ଦେଇ ସହର ରେ ବଡ଼ ସାହେବ ହୋଇ ରହିଥାନ୍ତି। ତେବେ ଏହି ଘଟଣା କୁ ନେଇ ଗାଁ ପୁଅ ତପନ ନିଜେ ଗୀତ ଟିକୁ ଗାଇଛନ୍ତି। ତେବେ ଗୀତ ଟିକୁ ଏତେ ସୁନ୍ଦର ଭାବରେ , ସ୍ୱର ଦେଇ ବିନା ମିୟୁଜିକ ରେ ସେ ଏତେ ସୁନ୍ଦର ଭାବରେ ଗାଉଛନ୍ତି କି ତାହାକୁ ଶୁଣିଲେ ଆପଣ ଭାବ ବିହ୍ୱଳ ହୋଇଯିବେ।

ପ୍ରଥମେ ତ ଏହି ଗୀତ ମାଧ୍ୟମ ରେ ଯାହା ସେ କହିଛନ୍ତି ତାହା ଆମ ସମାଜ ର ଅତୁଟ ସତ୍ୟ ଘଟଣା ଆଉ ତା ସାଙ୍ଗରେ ସପନ ଯେଉଁ ଭଳି କଣ୍ଠ ଦେଇ ଗୀତ ଟିକୁ ଗାଇଛନ୍ତି ତାହା ଅତ୍ୟନ୍ତ ଆକର୍ଷଣୀୟ ରହିଛି। ତେବେ ସପନ ଙ୍କ ର ଏହି ଗୀତ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ତାଙ୍କ ର ଏହି ଭିଡ଼ିଓ କୁ ଯିଏ ଦେଖୁଚି ଏବଂ ଗୀତ ଟିକୁ ଶୁଣୁଛି ସେ ଭାବ ବିହ୍ୱଳ ହୋଇ ଯାଇଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment