ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ | ତେବେ ଯେତେବେଳେ କମେଡି ସିନ ର କିଛି ମନଛୁଆ ଭିଡ଼ିଓ ଗୁଡିକ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମ ମାନଙ୍କ ର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସାମ୍ନା କୁ ଆସିଛି ସେହି ଭିଡ଼ିଓ ରେ ଢେଙ୍କାନାଳିଆ କମେଡି ର ଏକ ଜବରଦସ୍ତ ମନଛୁଆ ସିନ ଟି ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ସମସ୍ତେ ଜାଣିଥିବେ କି ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ବିଶେଷ କରିକି କମେଡି ସିନ କୁ ଦେଖିବା ପାଇଁ ଅଧିକ ରୁ ଅଧିକ ପସନ୍ଦ କରିଥାନ୍ତି | କାରଣ କୁହାଯାଇଥାଏ କି କମେଡି ସିନ ଆପଣ ମାନଙ୍କର ମନକୁ ଖୁସି କରେଇବା ସହିତ ସମସ୍ତ ଦୁଃଖ କୁ ଦୂର କରିଥାଏ | ଆଉ ଆପଣ ମାନେ ସମସ୍ତେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ୍ଟିଭ ଥିବା ଢେଙ୍କାନାଳିଆ କମେଡିଆନ ମାନଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ | ଯେଉଁ ମାନେ କି ଅନେକ ପ୍ରକାରର ମନଛୁଆଁ କମେଡି ସିନ କୁ ଲୋକ ମାନଙ୍କ ସାମ୍ନା କୁ ଆଣି ଲୋକ ମାନଙ୍କର ମନକୁ ଖୁସି କରେଇଥିବା କଥା କୁହାଯାଉଛି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ସଫଲ ଓ ମିନାଜି ଭିତରେ କମ୍ପିଟିସନ କଥା କୁହାଯାଉଛି | ଆଉ ଯାହା ଦେଖିବାକୁ ମିଳିଛି କି ଭାଇରାଲ ଭିଡ଼ିଓ ରେ କିଛି ଲୋକ ସଫଲ ର ପଟରେ ଥିବା ବେଳେ ଆଉ କିଛି ଲୋକ ମାନେ ମିନାଜି ପାନ ମସଲା ପଟରେ ଅଛନ୍ତି | ତାହା ସହିତ କୁହାଯାଉଛି କି ସଫଲ ର ଦାମ 5 ଟଙ୍କା ହୋଇଥିବା ବେଳେ ମିନାଜି ମସଲା ର ଦାମ କୁ ମଧ୍ୟ 5 ଟଙ୍କା କରେଇବା ପାଇଁ କହିବା ପାଇଁ ଲାଗିଛନ୍ତି ମିନାଜି ଗ୍ରୁପ ରେ ଥିବା ପିଲା ମାନେ |
ତାହା ସହିତ ଏହି ଭଳି କଥା ବାର୍ତ୍ତା ହେଉଥିବା ସମୟରେ ଜବରଦସ୍ତ ମନଛୁଆ କମେଡି ସିନ ର କମାଲ ଦେଖୁବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋଲି କୁହାଯାଉଛି | ଆଉ ଏହି ଭଳି ମନଛୁଆ କମେଡି ସିନର କମାଲ ଦର୍ଶକ ମାନଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ସେହି ଭଳି ଢେଙ୍କାନାଳିଆ କମେଡି ସିନ ବର୍ତ୍ତମାନ ଚର୍ଚ୍ଚା ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।