ସାରା ଓଡ଼ିଶାରେ ଚହଳ ସୃଷ୍ଟି କଲା ଏହି ଓଡ଼ିଆ Sad ଆଲବମ ଗୀତ ” Harigali Premare Mu Khaigali Dhoka “… ମାତ୍ର 4 ଘଣ୍ଟାରେ 300k ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର | ତେବେ ଆଜି କାଲି ଓଡ଼ିଆ ଗୀତ ହେଉ ବା ଚଳଚିତ୍ର ସମସ୍ତେ ତାହାକୁ ଦେଖିବା ପାଇଁ ଅଧିକ ରୁ ଅଧିକ ପସନ୍ଦ କରିବାକୁ ଲାଗୁଛନ୍ତି | ଆଉ ଯାହା ଫଳରେ ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ଆଗକୁ ଯିବାକୁ ଲାଗିଛି ବୋଲି କୁହାଯାଉଛି | ବର୍ତ୍ତମାନ ଗୋଟିଏ ଲଭ ଆଉ ଇମସନ କୁ ନେଇକି ସେଡ ସଙ୍ଗ ଟି ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଦର୍ଶକ ମାନେ ବେଶ ଆଗ୍ରହର ସହିତ ପସନ୍ଦ ମଧ୍ୟ କରୁଥିବାର ଦେଖାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ ଆଜିକାଲି ର ପ୍ରେମ କୁ ଭରସା କରି ହବନି | ଆଉ ଭଲ ପାଇବା ଓ ଧୋକା ଦେବା ଗୋଟିଏ ସାଧାରଣ କଥା ହୋଇ ଗଲାଣି ଆଜି କାଲିର ଦୁନିଆରେ | ଆଉ ଯେଉଁଠି କୁହାଯାଉଛି କି ଭଲ ପାଇବା ଓ ବିବାହ କରି ସେମାନଙ୍କ ମଧ୍ୟ ରେ ଡିଭର୍ସ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି | ଆଉ ତାହା ସହିତ ଅନେକ ସମୟରେ ଦେଖିବାକୁ ମିଳୁଛି କି ବିବାହ କରି ସାରିବା ପରେ ମଧ୍ୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ସେତେ ଭଲ ରହୁନି | ଆଉ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ ରେ ଫାଟ ଦେଖିବାକୁ ମିଳୁଛି |


ଆଉ ଏହିଭଳି କଥା କୁ ନେଇକି ଆମ ସମାଜରେ ଯାହା ସବୁ ଘଟୁଛି ସେହି ବିଷୟରେ ଏକ ନୂଆ ଆଲବମ ଟି ରିଲିଜ ହୋଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଗୀତ ଟିରେ ସ୍ୱାମୀ ଓ ସ୍ତ୍ରୀ ବିବାହ କରିବା ପରେ ମଧ୍ୟ ସ୍ୱାମୀ ଜଣ କ ଅନ୍ୟ ଝିଅ କୁ ପସନ୍ଦ କରୁଛି | ଆଉ ଯେତେବେଳେ ସବୁ ସୁଖ ପାଇ ଯାଉଛି ସେତେବେଳେ ଝିଅ ଟିକୁ ଛାଡି ଦେଉଛି | ତେବେ ସେହି ଭଳି ଖାଲି ପୁଅ ମାନେ ନୁହଁନ୍ତି ଝିଅ ମାନେ ମଧ୍ୟ ଟଙ୍କା ଆଉ ସମ୍ପତ୍ତି ଲୋଭ ରେ ପୁଅ ମାନଙ୍କୁ ବିବାହ କରୁଛନ୍ତି ଆଜିକାଲି |

ତେବେ ” ହାରିଗଲି ପ୍ରେମରେ ମୁଁ ପାଇଗଲି ଧୋକା ” ଗୀତ ଟି ସାରା ଓଡ଼ିଆ ରେ ଭାଇରାଲ ହେବାକୁ ଲାଗିଛି | ଆଉ ଏହି ଗୀତ ଟିକୁ ଦେଖିବା ପରେ ମଧ୍ୟ ଲୋକ ମାନେ ବେଶ ପସନ୍ଦ କରିଛନ୍ତି ଏହି ଗୀତ କୁ | ଆଉ ଜଗା ଆଉ ସସ୍ମିତା ଙ୍କର ଏହିଭଳି ଅଭିନୟ ସହିତ ଭାଇରାଲ ହେଉଥିବା ଗୀତ ଆଉ ଭିଡିଓ କୁ ବେଶ ପ୍ରସଂଶା କରିବାରେ ଲାଗିଛନ୍ତି | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment