ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କଲା ଏହି ମହିଳାଙ୍କ ରୋମାଣ୍ଟିକ ଗୀତ ” 23 ଦେଲା ସାରି 22 ଖେଳ , ବର୍ଷା ଭାଉଜଙ୍କୁ ଟୁଙ୍ଗୁରୁ ଭୋଳ “… ମାତ୍ର 4 ଘଣ୍ଟାରେ 329k ରୁ ଅଧିକ ଲୋକ ଦେଖି ସାରିଲେଣି….

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆପଣ ମାନେ ବହୁତ ସମୟରେ ବହୁତ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବାର ଦେଖିଥିବେ | ହେଲେ ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ଏବେ ଚର୍ଚ୍ଚାର ବିଷୟରେ ପାଲଟିଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଇଛି ଯେ ଜଣେ ମହିଳା ବହୁତ ସୁନ୍ଦର ଭାବରେ ଗୀତ ଗାଇ ଏବେ ଚର୍ଚ୍ଚା ରେ ଥିବା କୁହାଯାଇଛି | ତେବେ ସେ ଗାଇ ଥିବା ଗୀତ କୌଣସି ଫ୍ଲିମ ବା ଆଲବମ ର ଗୀତ ନୁହେଁ ସେ ସେହି ଗୀତ କୁ ନିଜର ମନ ରେ କିଛି କଳାକାର ଙ୍କ ନା କୁ ନେଇ ଗାଇଥିବା ଜଣା ପଡିଛି | ତେବେ ସେହି ଗୀତ କୁ ନେଇ ଏବେ ମହିଳା ଜଣଙ୍କ ବେଶ ଚର୍ଚ୍ଚାରେ ଥିବା କୁହାଯାଇଛି | ତାହାଲେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଗୀତ ବିଷୟରେ ଯାହାକୁ ଗାଇ ଏବେ ମହିଳା ଜଣଙ୍କ ଏବେ ବେଶ ଚର୍ଚ୍ଚା ରେ ଅଛନ୍ତି |

ତେବେ ମିଳିଥିବା ସୂଚନା ଅନୁଯାୟୀ ଏବେ ସୋସିଆଲ ମିଡିଆରେ ଜଣେ ମହିଳା ଙ୍କ ର ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଦେଖା ଯାଇଛି | ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଇଛି ଯେ ଜଣେ ମହିଳା ଏକ ସୁନ୍ଦର ଗାଇ ତାହାର ଭିଡ଼ିଓ ରେକଡିଙ୍ଗ କରି ସୋସିଆଲ ମିଡିଆରେ ଉପଲୋଡ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ମହିଳା ଜଣଙ୍କ | ତେବେ ଯେଉଁ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ଆପଣଙ୍କ ମନ କୁ ଛୁଇଁବ ବୋଲି କୁହାଯାଇଛି, ଆଉ ଯାହା ଭାଇରାଲ ବୟ ଟୁଁଙ୍ଗୁରୁ ଆଉ ବର୍ଷା ଙ୍କ ବିଷୟକୁ ନେଇକି ହୋଇଛି |

ନୂଆ ବର୍ଷ ଉପଲକ୍ଷେ ଆପଣ ମାନେ ଅନେକ ପ୍ରକାରର ଗୀତ ନାଚ ର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖୁଥିଲେ ସୋସିଆଲ ମିଡ଼ିଆରେ | ତେବେ ବର୍ତ୍ତମାନ ଏକ ବହୁତ ସୁନ୍ଦର ଗୀତ ଶୁଣିବାକୁ ମିଳିଛି ସିଏ ବି ଜଣେ ମହିଳା ଙ୍କ ଠାରୁ | ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ ଦେଖା ଯାଇଛି ଯେ ଜଣେ ମିହିଳା 2022 ରେ ଟୁଙ୍ଗରୁ ଭୋଳା ଓ ବର୍ଷା ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଠୁ ଆରମ୍ଭ କରି ବର୍ଷା ଅନୁଭବ ଙ୍କ ବିଚ୍ଛେଦ କୁ ନେଇ ସେ ବହୁତ ସୁନ୍ଦର ଗୀତ ଗାଇ ଏବେ ଚର୍ଚ୍ଚା ଥିବା କୁହାଯାଇଛି |

ତେବେ ସେ ଗାଇ ଥିବା ସୁନ୍ଦର ଗୀତ ଟି ହେଇଛି ” 23 ଦେଲା ସାରି 22 ଖେଳ ” ଯେଉଁଥିରେ 2022 ରେ ଘଟିଥିବା ଟୁଁଙ୍ଗୁରୁ ଭୋଳ ଓ ବର୍ଷା ଏହା ସହିତ ଅନୁଭବ ମହାନ୍ତି ଓ ବର୍ଷା ଭିତରେ ହେଇଥିବା ସମସ୍ତ ଘଟଣା ବଳି କୁ ନେଇ ଏହି ଗୀତଟି ଗାଇଛନ୍ତି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି | ଆଉ ଯାହା ବର୍ତ୍ତମାନ ସମସ୍ତଙ୍କୁ ବେଶ ପସନ୍ଦ ଆସିବା ସହିତ ଚର୍ଚ୍ଚା ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment